ଭବାନୀପାଟଣା ସହର ରେ ହର ଘର ତିରଂଗା ଶୋଭାଯାତ୍ରା।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ହର ଘର ତିରଂଗା କାର୍ଯ୍ୟକ୍ରମ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରୁ ଏକ ବିଶାଳ  ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଭବାନୀପାଟଣା ସହର ପରିକ୍ରମା କରାଯାଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭି ସି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟା ମୟ ପାଢି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପଞ୍ଚାୟତ […]

କାମଠଣା ଗ୍ରାମପଞ୍ଚାୟତ ଠାରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାମଠଣା ଗ୍ରାମପଞ୍ଚାୟତ ଠାରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ଗୋଷ୍ଟି ଉନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ବ୍ଲକ ଅଧକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,କାମଠଣା ସରପଞ୍ଚ ଲୋକନାଥ ଦୁର୍ଗା କାମଠଣା ସମିତି ସଭ୍ୟ କ୍ଷମାକର ମାଝୀ, ଦୟାନିଧି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତେ […]

ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ଧର୍ମଗଡ଼ ସହରରେ ତ୍ରିରଙ୍ଗା ଶୋଭାଯାତ୍ରା

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: ସ୍ଵାଧୀନତା ରେ ଦେଶ ପାଇଁ ବଳିଦାନ ଦେଇଥିବା ସହିତ ମାନଙ୍କୁ ମନେପକାଇ ଵା ଓ ଯୁବପିଢି ମଧ୍ୟରେ ଜାତୀୟତାର ମନୋଭାବ ରାଷ୍ଟ୍ରିୟ ଭାବନା ଜାଗରଣ ଜାଗ୍ରତ କରିବାର ଅଭିପ୍ରାୟ ନେଇ ତଥା ଭାରତର ଯଶ୍ଵଶୀ ନରେନ୍ଦ୍ର ମୋଦୀ ଙ୍କ ହରଘର ତ୍ରିରଙ୍ଗା ସନ୍ଦେଶ କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ଆହୋଜିତ ହେଉଥିଲା ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ନେତୃତ୍ବରେ ଉକ୍ତ ବିଶାଳ ତ୍ରିରଙ୍ଗା ଯାତ୍ରା […]

କଳାହାଣ୍ଡି ଲେଖକ କଳା ପରିଷଦ ର ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡିଆ ଭାଷା ସାହିତ୍ୟ ର ସ୍ଵଭାବ ସିଦ୍ଧ ଶବ୍ଦ ପୁରୁଷ ହେଉଛନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର। ସେ ହେଲେ ଯତାର୍ଥ ଓଡ଼ିଆ ସାହିତ୍ୟ ଆକାଶର ପୂର୍ଣ୍ଣ ଚାନ୍ଦ। କଳାହାଣ୍ଡି ଲେଖକ କଳା ପରିଷଦ ଭବାନୀପାଟଣା ଏବଂ ନୂଆପଡ଼ା ଜିଲ୍ଲା ତୁକଲା ସ୍ଥିତ ଉପେନ୍ଦ୍ର ପ୍ରଭାକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟ ପରିସରରେ ଗଙ୍ଗାଧର ମେହେର ଜୟନ୍ତୀ ଅଧ୍ୟକ୍ଷ ବିଘ୍ନରାଜ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ନିଲାଲୋହିତ ସିଂଦେଓ […]

ଓଡିଶା ଅଣ ଗେଜେଟେଡ ବନସେବା ସଂଘ ଭବାନୀପାଟଣା ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

ନ୍ୟୁଜ ଗ୍ୟାଲେରି,ଭବାନୀ ପାଟଣା:ଆଲୋଚନା ଚକ୍ର- “ଜଙ୍ଗଲ ସୁରକ୍ଷା ଓ ବର୍ତ୍ତମାନର ବ୍ୟବସ୍ଥା”କୁନେଇ ଓଡିଶା ଅଣ ଗେଜେଟେଡ୍ ବନସେବା ସଂଘ ଭବାନୀପାଟଣା ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ, ସମ୍ମାନିତ ଅତିଥି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ ଭବାନୀପାଟଣା ସର୍କଲ ସନ୍ତୋଷି ଯୋଷୀ, ସମ୍ମାନିତ ଅତିଥି ରମେଶ କୁମାର ବନଖଣ୍ଡ ଅଧିକାରୀ କଳାହାଣ୍ଡି (ଉତ୍ତର) ବନଖଣ୍ଡ, ସମ୍ମାନିତ ଅତିଥି ଆର୍ […]

କୃଷି ଓ କୃଷକ ଶୀର୍ଷକ ଆଲୋଚନା ଚକ୍ର

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସ୍ଥିତ ଏସ.ଏନ ରେସିଡେନ୍ସି ସମ୍ମିଳନୀ କକ୍ଷରେ କଳାହାଣ୍ଡିର କୃଷି ଓ କୃଷକ ଶୀର୍ଷକ ଏକ ଖୋଲା ଆଲୋଚନା ଚକ୍ର ସାମ୍ବାଦିକ ଓ ବୁଦ୍ଧି ଯିବି ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ଗବେଷକ ଉମାଶଙ୍କର କର, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଶାନ୍ତନୁ ବେହେରା, ସୁଶାନ୍ତ ମହାପାତ୍ର, ବିଶିଷ୍ଟ ଚାଷୀ […]

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ, ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ତିରଂଗା ଶୋଭାଯାତ୍ରା ରେ ଯୋଗଦାନ।

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଅନୁଷ୍ଟିତ ବିଶାଳ ତିରଂଗା ବାଇକ୍ ଶୋଭାଯାତ୍ରା ରେ ଯୋଗଦେଇଥିଲେ। ଏହି ବାଇକ୍ ରାଲି ନକଟିଗୁଡା ନିକଟସ୍ଥ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶୁଭାରମ୍ଭ କରାଯାଇଥିଲା ।ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାବାସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି […]

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପ୍ରଜ୍ଞା ବାହିନୀ ଦ୍ଵାରା “ସାମୁହିକ ରକ୍ଷା ବନ୍ଧନ ଉତ୍ସବ ଓ ବିଶ୍ୱ ସଂସ୍କୃତ ଦିବସ -୨୦୨୫ ” ପାଳନ

ନ୍ୟୁଜଗ୍ୟାଲେରୀ,ଭବାନୀପାଟଣା: ଅପରାହ୍ନ ଚାରିଟାରେ ଭବାନୀ ପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପ୍ରଜ୍ଞା ବାହିନୀ ଦ୍ଵାରା “ସାମୁହିକ ରକ୍ଷା ବନ୍ଧନ ଉତ୍ସବ ଓ ବିଶ୍ୱ ସଂସ୍କୃତ ଦିବସ -୨୦୨୫ ” ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଡ଼.ନିବେଦିତା ନାଥ,ସମ୍ମାନିତ ଅତିଥି ପ୍ରମିଳା ମିଶ୍ର,ସୁଦେଷ୍କା ପଣ୍ଡା,ପୌରହିତ୍ୟ ସ୍ନେହଲତ ଷଡଙ୍ଗୀ ଉପସ୍ଥିତ ରହିଥିଲେ। ପ୍ରଥମେ ପ୍ରଜ୍ଞାବାହିନୀ ଙ୍କ ଦ୍ଵାରା ରକ୍ଷା ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। […]

ରାକ୍ଷୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପବିତ୍ର ରକ୍ଷାବନ୍ଧନ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟର ଜୟପୁର ରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଏକ କୋଟି ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ମହିଳା ମାନଙ୍କୁ ଆତ୍ମ ନିର୍ଭର ଓ ଶଶକ୍ତ କରିବା ଉଦେଶ୍ୟରେ ଅନ୍ନନ୍ୟ ଯୋଜନା ସୁଭଦ୍ରା ଆଜି ତୃତୀୟ କିସ୍ତି ୫୦୦୦ଟଙ୍କା ପ୍ରଦାନ କରିଛନ୍ତି । ଭବାନୀପାଟଣା ଟାଉନ୍ ହଲ୍ ଠାରେ ଅନୁଷ୍ଠିତ […]

କଳାହାଣ୍ଡି ଆସୁଛନ୍ତି ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଆସୁଛନ୍ତି ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଵାଗତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଉକ୍ତ ବୈଠକ ରେ ବିଭିନ୍ନ ବିଷୟ ଉପରେ […]

ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ଜନ ସମ୍ପର୍କ ଯାତ୍ରା

ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ରାଜ୍ୟ ସରକାର ରେ ଜଣେ କର୍ତବ୍ୟନିଷ୍ଠ ଓ ଜନସେବା ପାଇଁ ସମର୍ପିତ ମନୋଭାବ ନେଇ ନିରନ୍ତର ନିଜର କାର୍ଯ୍ୟ ଦକ୍ଷତା ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ନିର୍ବାଚନ ମଣ୍ଡଳୀ ର କୋକସରା ବ୍ଲକ ଆମପାଣି ଯୋନ ର ଡୁଡୁକାଠେଙ୍ଗା ଓ ମହିମା ପଞ୍ଚାୟତ ର ଧୋବେନ ଚଞ୍ଚରା, ମୁନୁଗା ପଦର, ବନ୍ଧ ପଡା,ଦଲ୍ଲୀପଡା, ଡୁଡୁକାଠେଙ୍ଗା,ଖଲିଗଡ଼ ଓ ମହିମା ପଞ୍ଚାୟତ ର ଡେଙ୍ଗାଗୁଡା,ଘଣ୍ଟିଗୁଡା, ଭୁର୍ଷାଗୁଡା ଗ୍ରାମ ରେ ପହଞ୍ଚି ସ୍ଥାନୀୟ […]

ମହିଳାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳ ନିମିତ୍ତେ ପି ଓ ଏସ ଏଚ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପି ଓ ଏସ ଏଚ ଆଇନ ୨୦୧୩ ବିଷୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସାମାଜିକ ସଂଗଠନ ‘କର୍ତ୍ତବ୍ୟ’ ର ମିଳିତ […]

ଧର୍ମଗଡ଼ ରେ ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇ,ଏ,ଏସ ପ୍ରେକ୍ଷା ଅଗ୍ରୱାଲ

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ର ଧର୍ମଗଡ଼ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ପ୍ରେକ୍ଷା ଅଗ୍ରୱାଲ। କାର୍ଯ୍ୟାଳୟ ରେ ଯୋଗଦାନ କରିବାପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ସାକ୍ଷାତ କରିବା ସମୟରେ ସୁଶାସନ ସହିତ ସରକାର ଙ୍କ ଜନହିତକର ଲୋକାଭିମୁଖୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା କୁ ପ୍ରୟାସ କରିବି ବୋଲି ପ୍ରକାଶ କରିବା ସହିତ ଧର୍ମଗଡ଼ ଅଞ୍ଚଳ ବାସୀ ଙ୍କ ସହଯୋଗ କାମନା କରିଥିଲେ। ସୂଚନାଯୋଗ୍ୟ ଯେ […]

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା :ଭବାନୀପାଟଣା ସହର ର ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କୁ ଉତ୍ସବ ମୁଖର ଓ ଶୃଙ୍ଖଳାର ସହ ପାଳନ କରିବା ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମନ୍ଦିର ସମୂହ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଅଧ୍ୟକ୍ଷତା କରିଥିଲେ ।ମନ୍ଦିରର ସକ୍ରିୟ ସଦସ୍ୟ ମାନେ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ଥିଲେ । […]

ଜିଲ୍ଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଓ ଆକାଂକ୍ଷା ହାଟ ର ଶୁଭାରମ୍ଭ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଓ ଆକାଂକ୍ଷା ହାଟ ର ଶୁଭାରମ୍ଭ ହୋଇ ଯାଇଛି । ଏହି ସମ୍ମାନ ସମାରୋହ କାର୍ଯ୍ୟକ୍ରମ ରେ ବିଧାୟକ ଧର୍ମଗଡ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମାନ୍ୟବର ଜୁନାଗଡ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ପାୱାର ସଚିନ ପ୍ରକାଶ, କଳାହାଣ୍ଡି ଜିଲ୍ଲାପାଳ, ଦୟାମୟ ପାଢ଼ୀ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ […]

କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ହେଲେ ଲୋକପ୍ରିୟ ବିଧାୟକ ପ୍ରଦୀପ କୁମାର ଦିଶାରୀ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ ଚାରୋଟି ଜିଲ୍ଲା ର ସଭାପତି ଘୋଷଣା କରିଛନ୍ତି।ଏହି ପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ କଳାହାଣ୍ଡି ଜିଲ୍ଲା ବିଜେଡି ମହଲ ରେ ଖୁସିର ଲହରି ଖେଳିଯାଇଛି।  ଆଦିବାସୀ ନେତା ଭାବେ ଦିଶାରୀ ଙ୍କ ଲୋକ ପତିୟତ ଗତ ୨୦୧୯ ବର୍ଷା ଓ ୨୦୨୪ରେ ଲାଞ୍ଜିଗଡ଼ ବିଧାୟକ […]

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ସମ୍ମିଳନୀ

ନ୍ୟୁଜଗ୍ୟାଲେରି, ଜୟପୁର: ଓଡ଼ିଶା ରାଜ୍ୟ କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଜୟପୁର ର ଏକ ଘରୋଇ ହୋଟେଲ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କେସିସି ବ୍ୟାଙ୍କ ସଭାପତି ଇଂ ଇଶ୍ଵର ପାଣଗ୍ରାହୀ, ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ବ୍ୟବସାୟୀ ଏବଂ ସମାଜସେବୀ ସଞ୍ଜୁ ଜୈନ ରହିଥିବାବେଳେ ସଂଘର ରାଜ୍ୟ ଉପସଭାପତି ସତ୍ୟଜିତ ରାୟ ଚୌଧୁରୀ ଏବଂ […]

ଜିଲ୍ଲା ସାମ୍ୱାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି, ରାୟଗଡ: ରାୟଗଡ଼ା ଜିଲ୍ଲା ପ୍ରଦକ୍ଷୀଣ ଗୃହ ସ୍ଥିତ କନଫରେନ୍ସ ହଲରେ ୨୦୨୫ ଆର୍ଥିକ ବର୍ଷର ଜିଲ୍ଲା ସାମ୍ୱାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ଡ ବାଦଲ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂଘର ପ୍ରାକ୍ତନ ସମାଜ ପ୍ରତିନିଧି ତଥା ସଂଘର ସଦସ୍ୟ ସ୍ୱର୍ଗତଃ ପରମାନନ୍ଦ ଦାସଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘରେ ପ୍ରଥମରୁ ସାମ୍ୱାଦିକ ସୁରକ୍ଷା ଓ ମଙ୍ଗଳ ତଥା […]

କୋକସରା ଠାରେ ପେନସନ୍ ଗ୍ରାହୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା

ନ୍ୟୁଜଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ କୋକସରା ବ୍ଲକ ପେନସନ୍ ଗ୍ରାହୀ ସଂଘର ସାଧାରଣ ବୈଠକ,ଓ ସମ୍ବର୍ଦ୍ଧନା ସହ ନୂତନ କମିଟି ଗଠିତ । ପେନସନ୍ ଗ୍ରାହୀ ସଂଘର ସଭାପତି ତ୍ରିନାଥ ଠାକୁର ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ଼ ବିଧାୟକ ସୁଧିର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଅମଲା ସଂଘ ଉପଦେଷ୍ଟା କେଶରୀ ଦଳେଇ ମୁଖ୍ୟବକ୍ତା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶରତ […]

ୟୁଏଏସ ପୋର୍ଟାଲକୁ ଶିକ୍ଷକ ସଂଘର ବିରୋଧ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍) ର ଏକ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଲୟ  କୁ ରେଲି କରିଥିଲେ।ଏହି ରେଲି ରେ ରାଜ୍ୟ ସଭାପତି (ଏ ୟୁ ପି ଟି ଏଫ )ଧୀରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘ ସଭାପତି ମଧୁସୂଦନ ପ୍ରଧାନ ଓ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ନେତୃତ୍ୱରେ ସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା […]

ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ କଳାହାଣ୍ଡି ର ନୂତନ କର୍ମକର୍ତ୍ତା ଚୟନ ।

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ୧୩ ଗୋଟି ବ୍ଲକର କୋଣ ଅନୁକୋଣରୁ ଆସିଥିବା ଶତାଧିକ ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ ର ନୂତନ କର୍ମକର୍ତ୍ତା ପୁନର୍ଗଠନ ଓ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅଲ ଓଡିଶା ସିଡୁଲ କାଷ୍ଟ ପେଡେରେସନ ର ଜିଲ୍ଲା ଆବାହକ କମିଟି କଳାହାଣ୍ଡି ଆହ୍ବାନ କ୍ରମେ ଭବାନୀ ପାଟଣା ବ୍ଲକ ର ପାଷ୍ଟିକୁଡ଼ି ବଜାର ପ୍ରାଙ୍ଗଣ ଠାରେ ରାମ ସ୍ବାମୀ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା […]

କଲେଜ ଛକ ଠାରେ ଯାତ୍ରୀ ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଦାବୀ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ପାଖ କଲେଜ ଛକ ଠାରେ ଦୁଇଟି ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ସହ ଏକ ଶୌଚାଳୟ ନିର୍ମାଣ କରିବା ପାଇଁ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭବାନୀପାଟଣା ନଗରପାଳ ବିଷ୍ଣୁ ପ୍ରଧାନଙ୍କୁ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଛାତ୍ର ନେତା ଚୈତନ୍ୟ ବାଗଙ୍କ ନେତୃତ୍ବରେ ଏକ ଛାତ୍ର ପ୍ରତିନିଧି ଦଳ ପୌରାଧ୍ୟକ୍ଷଙ୍କୁ ସାକ୍ଷାତ କରି ବସ ଷ୍ଟପ ବା ଯାତ୍ରୀ ଗୃହ ନଥିବା […]

ଧର୍ମଗଡ଼ ସହରର ମୁଖ୍ୟ ରାସ୍ତାରେ ବୁଲୁଥିବା ଗାଈଗୋରୁ ଙ୍କୁ ବିଜ୍ଞାପିତ ଅଂଚଳ ନିଜ ଅକ୍ତିଆର କରି ବିଜୁ କଲ୍ୟାଣ ମଣ୍ଡପ ରେ ରଖାଯାଇଛି।

ନ୍ୟୁଜଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଂଚଳ ର ମୁଖ୍ୟ ରାସ୍ତା ରେ ଵୁଳୁଥିଵା ଗାଈଗୋରୁ ଙ୍କୁ ଆଜି ବିଜ୍ଞାପିତ ଅଂଚଳ ନିଜ ଅକ୍ତିଆର ରେ ଆଣି ଵୁଜୁ କଲ୍ୟାଣ ମଣ୍ଡପ ଠାରେ ରଖାଯାଇଛି ଵେଳି ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ସୂଚନା ଦିଆଯାଇଛି। ଗାଈଗୋରୁ ଧର୍ମଗଡ଼ ସହର ମୁଖ୍ୟ ରାସ୍ତା ରେ ଅବାଧ ଯାତାୟତ ଯୋଗୁଁ ଅତୀତରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ନିରୀହ ଜୀବନ ହାନି ହୋଇଥିବାର ଅଭିଯୋଗ ହୋଇଆସୁଥିଲା । […]

କଂଗ୍ରେସ ଦଳ ର ଦୋମୁହାଁ ନୀତି ବିରୁଦ୍ଧ ରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା : କଂଗ୍ରେସ ଦଳ ର ଦୋମୁହାଁ ନୀତି ଓ ନାରୀ ସୁରକ୍ଷା ନାଁ ରେ ରାଜ୍ୟ ରେ ଅସନ୍ତୋଷ ସୃଷ୍ଟି କରିବା ଭଳି ମୋନୋଭାବ କୁ ବିରୋଧ କରି ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ଓ କୁଷ ପୁତ୍ତଳିକା ଦାହ କରାଯାଇଅଛି ।ବାଲେଶ୍ଵର ଫକିର ମୋହନ କଲେଜ ର ଛାତ୍ରୀ ଆତ୍ମହତ୍ୟା ଘଟଣା କୁ ନେଇ ରାଜନୈତିକ ସ୍ବାର୍ଥ […]

ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଙ୍କ ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟନ ଓ ମାଁ ପାଇଁ ଗଛଟିଏ ପାଇଁ ବୃକ୍ଷ ରୋପଣ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଙ୍କ ନୂତନ କାର୍ଯ୍ୟାଳୟ ଓ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଭାରପ୍ରାପ୍ତ ଉପଜିଲ୍ଲାପାଳ […]

କାଙ୍କେରୀ ବୋଡ଼ର୍ କଲେଜ ଠାରେ ବୃକ୍ଷ ରୋପଣ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:ଧର୍ମଗଡ଼+୩ ବୋଡ଼ର୍ ଡିଗ୍ରୀ କଲେଜ କାଙ୍କେରୀ ଠାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଗୁପ୍ତେଶ୍ୱର ମେହେର ଙ୍କ ଅଧ୍ୟକ୍ଷତା ରେ ବନ ମହୋତ୍ସବ ତଥା ଏକ ସଚେତନତା ମୂଳକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ କମିଟି ସଭାପତି ଦିକଷନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହ କରିଥିଲେ ଏବଂ ମହାବିଦ୍ୟାଳୟ ଅଧ୍ୟାପକ ଅଭିମନ୍ୟୁ ନାଏକ,ପୂର୍ଣ୍ଣଚନ୍ଦ୍ର କୁମାର,ଦେବେନ୍ଦ୍ର ସୁନାନୀ, ଧର୍ମୁ […]

ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍‌ର ବୁଦ୍ଧିଜୀବୀ ସମ୍ମିଳନୀ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅଧିନସ୍ଥ ଥୁଆପଦର ଠାରେ ଅନୁସୂଚିତ ଜାତି ବର୍ଗର ତଥା ଅଲ୍ ଓଡିଶା ସିଡୁଲ୍ କାଷ୍ଟ ପେଡେରେସନ୍ କଳାହାଣ୍ଡିର ସଚେତନ ବୁଦ୍ଧିଜୀବୀ ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଟି ବ୍ଲକ, ୩ ଏନ୍‌ଏସ୍‌ସି ଓ ୧ ଟି ମ୍ୟୁନିସିପାଲଟିରୁ ଶତାଧରକ ବୁଦ୍ଧିଜୀବି ଯୋଗଦେଇ ତାଙ୍କର ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ଅନବରତ ଭାବେ ଲୋକଙ୍କ କାମ କରୁଥିବା ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍‌କୁ କିଛି ବ୍ୟକ୍ତି ନିଜ […]

ଓଡିଶା ରାଜ୍ୟ ଜୁନିୟର, ଶବ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଧଯାପିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ତତ୍ୱାବଧାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଅଛି। ଉଦଯାପିତ ଉତ୍ସବରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବେ ,ସମ୍ମାନିତ ଅତିଥି ଭାବରେ ରାଜ୍ୟ ପର୍ଯ୍ୟବେକ୍ଷକ ସୁଦୀପ୍ତ ବିଷୋୟୀ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର […]

ଉଚ୍ଚ ବୈଷୟକ ଶିକ୍ଷା ପାଇଁ ହାତ ବଢାଈଲେ ରାୟଗଡା ଜିଲ୍ଲା ପ୍ରଶାସନ ।

ନ୍ୟୁଜ ଗ୍ୟାଲେରି, ରାୟଗଡ:ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିନ୍ଦିପଦର ଗ୍ରାମର ମେଧାବୀ ଛାତ୍ର ଆୟୁଷ୍ମାନ ସତ୍ୟ ନାଚିକା ଚଳିତ ବର୍ଷ ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ମାଡ୍ରାସରେ ନାମ ଲେଖିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ବାପା ବଦ୍ରୁ ନାଚିକା ମୃତ୍ୟବରଣ କରିଥିବା ବେଳେ ତାଙ୍କର ମା ସାଲେମା ନାଚିକାଙ୍କ ବୟସାଧିକ ହେତୁ ପରିବାର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସୁଦୂର ମାଡ୍ରାସରେ ଯାଇ ପାଠ ପଢିବା ସମ୍ଭବପର ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ […]

ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ଦ୍ୱାରା ଷ୍ଟିଟ ଲାଇଟ (ଏଲଇଡି) ଲାଇଟ ଏଵଂ ନୂତନ ଭତ୍ତା ବଣ୍ଟନ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ ୱାଡ଼ ନମ୍ବର ୧ ଭୀମଖୋଜପଡା ଠାରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ କର କମଳରେ ଧର୍ମଗଡ ସହର ରେ ସୋନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ଷ୍ଟିଟ ଲାଇଟ (ଏଲଇଡି) ଲାଇଟ ର ଲୋକାର୍ପଣ କରିଥିଲେ । ବିଧାୟକ ଶ୍ରୀ ପାଟ୍ଟଯୋଷୀ ଲୋକାର୍ପଣ କରି କେନ୍ଦ ସରକାର ଓ ରାଜ୍ୟସରକାର ଙ୍କ ବିଭିନ୍ନ ବିକାଶ ମୂଳକ ଓ ଜନହିତ […]