ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସହର ରାମସଗାର ପଡା ର ବିଜେଡି ଟାଉନ ସଭାପତି ଧବଳେଶ୍ବର ମହାପାତ୍ରଙ୍କ ମାଁ କେତକୀ ମହାପାତ୍ର(୯୨)ଙ୍କ ଶୁକ୍ରବାର ଦିନ ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି। ଅନ୍ତିମ ସମୟରେ ତାଙ୍କ ପୁଅ ଧବଳେଶ୍ବର ମହାପାତ୍ର, ମାଣିକେଶ୍ଵର ମହାପାତ୍ର, ଭଣ୍ଡେଶ୍ୱର ମହାପାତ୍ର ଏବଂ କାର୍ତିକେଶ୍ୱର ମହାପାତ୍ର, ଝିଅ ସୋଭା ପାଣିଗ୍ରାହୀ, ସୁଷମା ମହାପାତ୍ର ଓ ପରିବାର ଲୋକ ଉପସ୍ଥିତ ଥିଲେ ତାଙ୍କୁ ଜଳେଶ୍ଵର ମନ୍ଦିର ସ୍ତିତ ସ୍ବର୍ଗ ଦ୍ବାର ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତିମ ସଂସ୍କାରରେ ତାଙ୍କର ନାତି ମାନେ ଓ ବନ୍ଧୁ ବର୍ଗ ଉପସ୍ଥିତ ରହିଥିବା ବେଳେ ଧବଳେଶ୍ଵର ମହାପାତ୍ର ମୁଖାଗ୍ନି ଦେଇଥିଲେ।ତାଙ୍କ ଅକାଳ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ରାଜନେତା ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସ୍ଵନ୍ତନା ଜଣାଇଛନ୍ତି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

