ସଂସଦରେ କଳାହାଣ୍ଡି ସାଂସଦ ଉଠାଇଲେ ରାହୁଲ ଉତ୍ତେଇ ବହୁମୁଖୀ ଜଳସେଚନ ପ୍ରକଳ୍ପ ପ୍ରସଙ୍ଗ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଗୌଡ଼ କାର୍ଲଆଖୁଣ୍ଟା ଠାରେ ଉତ୍ତେଇ ରାହୁଲ ଜଳସଚେନ ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି। ଜୁରାଖମନଠାରେ ରାହୁଲ ନଦୀ ଉପରେ ବ୍ୟାରେଜ ପ୍ରତିଷ୍ଠା କରି ୪୫୦ ବର୍ଗ କିମି କ୍ୟାଚମେଣ୍ଟ ଏରିଆ ଓ ଉତ୍ତେଇ ନଦୀ ଉପରେ ୪୧୫ ବର୍ଗ କିମି ଡ୍ୟାମ ନିର୍ମାଣ ପ୍ରସ୍ତାବ ଅଛି। ଏଠାରେ ବିଜୁଳି ଉତ୍ପାଦନ ସହିତ ଜଳସଚେନ ହେବା ଦ୍ୱାରା ବହୁ ଅଣଜଳସେଚିତ ଜମି ଗୁଡିକ ଜଳସଚେନ ସୁବିଧା ହେବ। […]

ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ନ୍ୟୁଜ ଗ୍ୟାଲେରି: ଭୁବନେଶ୍ୱର, ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]

କଳାହାଣ୍ଡି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

 ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ପ୍ରସାଦ ଗୁରୁ, ଉପଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୯୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୮୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୧ଟି ଗ୍ରାମ୍ୟ […]

ଦିଲ୍ଲୀ ମିରଟ ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା ୬ମୃତ

ନ୍ୟୁଜଗ୍ୟାଲେରି,ନୂଆଦିଲ୍ଲୀ: ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏକ ସ୍କୁଲ୍‌ ବସ୍‌ ଏବଂ ଏକ ଏସ୍‌ୟୁଭି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏସ୍‌ୟୁଭିରେ ଥିବା ଗୋଟିଏ ପରିବାରର ମୋଟ୍‌ ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ର ସୂତ୍ର ଅନୁଯାୟୀ ଦୁର୍ଘଟଣା ପାଇଁ ବସ୍‌ ଡ୍ରାଇଭର ସମ୍ପୂର୍ଣ୍ଣ ଦାୟୀ। ସ୍କୁଲ୍‌ ବସ୍‌ ଭୁଲ୍‌ ଦିଗରୁ ଆସୁଥିଲା ଏବଂ ଏହା ଏସ୍‌ୟୁଭି ଉପରକୁ ମାଡ଼ି ଯାଇଥିଲା। ବସ୍‌ଟି ନଏଡ଼ା ବାଲ୍‌ […]

କଳାହାଣ୍ଡି ଜିଲ୍ଲା ପାଷ୍ଟିକୁଡି ଠାରେ ହେବ ଫ୍ଲାଏ ଓଭର ବ୍ରିଜ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏବଂ ଭବାନୀପାଟଣା ଦେଇ ଯାଉଥିବା ଜାତୀୟ ରାଜପଥ ୨୬ର ପାଷ୍ଟିକୁଡିଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ୬୭.୯୫କୋଟି ଟଙ୍କା ମଞ୍ଜୁର କରିଛନ୍ତି ଭୂତଳ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ । ୨୦୨୧ ଡିସେମ୍ବର ୧୬ ତାରିଖ ରେ କଳାହାଣ୍ଡି ଜିଲ୍ଲା ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟି ପାଷ୍ଟିକୁଡିରେ ଜାତୀୟ ରାଜପଥ ୨୬ ଓ ଏମ ଡି ଆର ୧୧୮ରାସ୍ତା ସଂଯୋଗ ହେଉଥିବାରୁ […]

ବେଦାନ୍ତ ପକ୍ଷରୁ କଳାହାଣ୍ଡି ଓ ରାୟଗଡର ୭୪ ଯୁବକ ଯୁବତୀଙ୍କୁ ନିଯୁକ୍ତି ।

 କଲହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନିମୟ ପକ୍ଷରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ର ୭୪ଜଣ ଯୁବକ ଯୁବତୀ ଙ୍କୁ ଉତ୍ଥାନ କାର୍ଯ୍ୟକ୍ରମ ରେ ନିଯୁକ୍ତି ଦିଆଯାଇଛି।ଏଥିନିନାମନ୍ତେ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ବେଦାନ୍ତ ପକ୍ଷରୁ ଆୟୋଜିତ ଏକ ସ୍ୱନ୍ତନ୍ତ୍ର କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ପାଳ ପି.ଅନ୍ଵେଷା ରେଡି ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଭୟ ଜିଲ୍ଲା ର ୭୩ ଜଣ ଯୁବତ ଯୁବତୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ବେଦାନ୍ତ […]

ସୁଦାନରୁ ଉଦ୍ଧାର ୩୬୦ ଭାରତୀୟ ଦିଲ୍ଲୀ ପହଞ୍ଚିଲେ

ନୂଆଦିଲ୍ଲୀ: ସୁଦାନରୁ ଉଦ୍ଧାର ହୋଇଥିବା ୩୬୦ ଜଣ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀ ପହଞ୍ଚିଛି। ଅପରେସନ କାବେରୀ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ବାୟୁସେନାର ଦୁଇଟି ପରିବହନ ବିମାନ ସୁଦାନରୁ ୨୫୦ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି। ଏହା ପୂର୍ବରୁ ନୌସେନା ଜାହାଜ ଆଇଏନଏସ ସୁମେଧା ଜରିଆରେ ସଂଘର୍ଷଗ୍ରସ୍ତ ଆଫ୍ରିକୀୟ ଦେଶରୁ ୨୭୮ ଜଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ‘ଅପରେସନ କାବେରୀ’ ହେଉଛି ସୁଦାନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର […]