ଫୋନ୍ ଚୋରି ହେଲେ ହଜିଲେ ଠାବ,ବ୍ଲକ କରିହେବ

ନ୍ୟୁଜଗ୍ୟାଲେରି: ନୂଆଦିଲ୍ଲୀ,ଫୋନ୍ ହଜିଲେ କିମ୍ବା ଚୋରି ହୋଇଲେ ସେଥିରେ ଥିବା ସିମ୍‌ କାର୍ଡକୁ ବ୍ଲକ୍ କରିବା ଏବଂ ପୁଲିସରେ ଅଭିଯୋଗ କରିବା ବ୍ୟତୀତ ଲୋକମାନେ ଆଉ ବିଶେଷ କିଛି କରିପାରନ୍ତି ନାହିଁ। କେବଳ କିଛି ଭାଗ୍ୟଶାଳୀ ଲୋକ ନିଜ ଫୋନ୍‌କୁ ଫେରିପାଆନ୍ତି। କିନ୍ତୁ କେନ୍ଦ୍ର ସରକାର ‘ସିଇଆଇଆର୍‌’ ବା ସଞ୍ଚାର ସାଥୀ ପୋର୍ଟାଲ ନାମକ ବ୍ୟବସ୍ଥା ବିକାଶ କରିଛନ୍ତି ଯାହା ଜରିଆରେ ହଜିଯାଇଥିବ‌ା ଫୋନ୍‌କୁ ଠାବ କରିହେବ ଏବଂ ତାହାକୁ ବ୍ଲକ୍ ମଧ୍ୟ କରିହେବ। ଫଳରେ ତାହାକୁ […]