ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସର୍କିଟ ହାଉସ ଠାରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟର ସ୍ଵତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଓଡିଶା ସରକାରଙ୍କ ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ, ପରିବେଶ ଓ ଶ୍ରମ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଗଣେଷ ରାମ ସିଂ ଖୁଣ୍ଟିଆ,ଲୋକସଭା ସାଂସଦ ମାଳବିକା ଦିବି, ରାଜ୍ୟସଭା ସାଂସଦ ସୁଜିତ କୁମାର , ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ସହ […]
ନ୍ୟୁଜ ଗ୍ୟାଲେରି,ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଲ୍ଲୀର ଜନତା ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ହଟାଇ ପଦ୍ମ ଫୁଟାଇ ଥିବାରୁ ମୋହନ ମାଝୀ ଏହି କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋହନ ଚରଣ ମାଝୀ କହିଛନ୍ତି, ଅକୁଣ୍ଠ ଭଲ ପାଇବା ଓ ସମର୍ଥନ ଦେଇ ସମୃଦ୍ଧ ଦିଲ୍ଲୀ ଗଠନ ଦିଗରେ ବିଜେପିକୁ ଆଶୀର୍ବାଦ ଦେଇଥିବାରୁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି। ବିକଶିତ ଭାରତର ବିକଶିତ ରାଜଧାନୀ ପାଇଁ ଏହା […]
ନ୍ୟୁଜଗ୍ୟାଲେରି,ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଜିଲ୍ଲା ସଭାପତି: ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର – ଉମାକାନ୍ତ ମହାପାତ୍ର, ବରଗଡ – ଅଶି୍ୱନୀ କୁମାର ଷଡଙ୍ଗୀ, ଭଦ୍ରକ – ହେମନ୍ତ ପାଢୀ, ଭୁବନେଶ୍ୱର – ବାବୁ ସିଂ, ବଲାଙ୍ଗୀର – ଶିବାଜୀ ମହାନ୍ତି, ବୌଦ୍ଧ – ବିପ୍ର ଚରଣ ମହାନ୍ତି, କଟକ ନଗର – ଲଲାଟେନ୍ଦୁ ବଡୁ, […]
ଶେରଗଡ଼ : (ନ୍ୟୁଜଗ୍ୟାଲେରି) ରାଜନୀତିରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କାରଣ, ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ବିଧାୟକ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଛନ୍ତି। ଫଳରେ ମୋଟାମୋଟି ଭାବେ କହିବାକୁ ଗଲେ, ଏହି ନିର୍ବାଚନମଣ୍ଡଳୀ ବିଜେଡିର ଅପରାଜେୟ ଗଡ଼ ଭାବେ ପରିଚିତ। ତେବେ ୨୦୧୯ ସାଧାରଣ ନିର୍ବାଚନ ସାଙ୍ଗକୁ ଗତବର୍ଷର ପୌର ଏବଂ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍ହାର ବୃଦ୍ଧିକୁ ପାଥେୟ କରି ଆଗାମୀ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା, ଭାରତୀୟ ଜନତା ପାର୍ଟି ର ସେବା, ସୁରକ୍ଷା, ସୁଶାସନ,ଗରୀବକଲ୍ୟାଣ କୁନେଇ ମୋଦୀ ସରକଙ୍କ ଉପଲବ୍ଧି ର ୯ବର୍ଷ ପୂର୍ତ୍ତୀ ଅବସରରେ ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ କୁନେଇ ଆଜି କଳାହାଣ୍ଡି ଜିଲ୍ଲା ର ନର୍ଲା ବିଧାନସଭା କ୍ଷେତ୍ରରେ ସଂଯୁକ୍ତ ମୋର୍ଚ୍ଚା ବୈଠକ ଜିଲ୍ଲାସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂଯୁକ୍ତ ବୈଠକରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡି.ପୁରୁନ୍ଦେଶ୍ୱରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ସମେତ […]
କଳାହାଣ୍ଡି:ଭବାନୀପାଟଣା, ଜିଲ୍ଲା ଆମ ଆଦମୀ ପାର୍ଟି ର ପରିବର୍ତ୍ତନ ସଚେତନତା ରଥ ଶୁଭ ଆରମ୍ଭ ହୋଇଯାଇଛି ।ଆମ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠନ ପରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଇବାପାଣି ଓ ରୋଜଗାରର ଦେଉଥିବାରୁ ଓ ସଫଳ ରାଜନୀତି କରୁଥିବା ବେଳେ ତାକୁ ଓଡିଶାରେ ମଧ୍ୟ ଲାଗୁ କରିବା ଦିଗରେ ସଚେତନ କରିବା ପାଇଁ ଆମ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ଏକ ପରିବର୍ତନ ରଥ କଳାହାଣ୍ଡି ଜିଲ୍ଲା ରୁ ବାହାରିଛି […]
ଭବାନୀପାଟଣା ସ୍ଥିତ ମାନିକେଶ୍ୱରୀ ଛକ ଠାରେ ଭରତୀତ ଜନତା ପାର୍ଟି ପକ୍ଷରୁ ଓଡିଶା ରାଜ୍ୟ ପ୍ରଭାରୀ ସୁନୀଲ ବନସଲ ଙ୍କୁ ସ୍ୱଗତ ସମ୍ବାଧନା କଲେ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟ କର୍ତ୍ତା । ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ ବିଶି ନଗର ସଭାପତି ,ସଦର ବିଧାୟକ ପ୍ରତିନିଧି ଭଣ୍ଡେସ୍ୱର ମହାପାତ୍ର, ପ୍ରଭାତ ମହାନ୍ତି ,ଶଶାଙ୍କ ଦାସ,ସୁନୀତି ମୁଣ୍ଡ, ଚିତ୍ତରଞ୍ଜନ ପାତ୍ର,ଚନ୍ଦନ କୁମାର ପାତ୍ର,ଜାଗା ବନ୍ଧୁ ସାହୁ,ଭବାନୀପାଟଣା ନଗର ମଣ୍ଡଳ ବରିଷ୍ଠ କାର୍ଯ୍ୟ କର୍ତ୍ତା ଉପସ୍ଥିତି […]
