ନ୍ୟୁଜ ଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ କଳାହାଣ୍ଡି ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିଷ୍ଣୁ ସୁନା ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ସଭାପତି ଲଳିତ ନିଆଲ ଙ୍କ ଅଧକ୍ଷତାରେ ବିଷ୍ଣୁ ସୁନା ଙ୍କ ସମ୍ବର୍ଦ୍ଧନା ସଭା ପୁଷ୍ପାମାଲ୍ୟ ଅର୍ପଣ କରି ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ଶର୍ଦ୍ଧାନଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ନାୟକ ପରିଚାଳନା କରିଥିଲା ବେଳେ କୋଷାଧ୍ୟକ୍ଷ ସହଦେବ ତାଣ୍ଡି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶର୍ଦ୍ଧାନଞ୍ଜଳି ଅର୍ପଣ କରିଥିଲେ। ଏହି ସଭାରେ ଜିଲ୍ଲା ର ଲେବର ଠିକାଦାର ଉପସ୍ଥିତ ରହି ନିଜ ନିଜ ଅଭିଭାଷଣ ରେ ନିଜ ନିଜ ମତବ୍ୟସ୍ତ ରଖିଥିଲେ। ବ୍ଲକ ସଭାପତି ଲଷ୍ମୀଧର ତାଣ୍ଡି ସହିତ ପରପୁରାମ ବଗରତି, ଗିରି ଦୁର୍ଗା ,ବେଳର ଜାନୀ, ତ୍ରିଲୋଚନ ସାହୁ, ମାଧବ ରାଉତ,ସଙ୍କର ପ୍ରଧାନ, ବଳରାମ ବେହେରା, ରାମା ରାଓ, ରାଜନ ସାହୁ, କୈଳାସ ବେମାଲ,ଅଶୋକ ଦାସ, ସଙ୍କର ଗଉଡ଼, ଗଜେନ୍ଦ୍ରର ତାଣ୍ଡି, ଗୋବିନ୍ଦ ମାଝୀ,ଅନନ୍ୟ ଠିକାଦାର ସଦସ୍ୟ ଉପସ୍ଥିତ ରହି ଶର୍ଦ୍ଧାନଞ୍ଜଳି ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଉପଦେଷ୍ଟା ସାମ୍ବାଦିକ ହେମନ୍ତ କୁମାର ରାୟ ସଭା ପରିଚାଳନା ରେ ସହଯୋଗ କରିଥିବା ବେଳେ ବେଣୁଧର ରଣା ସଭାକୁ ଧନନ୍ୟା ଆର୍ପଣ କାରିଥିଲେ।
Latest entries
ଜିଲ୍ଲା ଖବରOctober 30, 2026ମା ମାଣିକେଶ୍ୱରୀ ନିର୍ମାଣ ସମିକ ସଂଘର ସଦସ୍ୟ ଆର୍କିଟେକ ବିଷ୍ଣୁ ସୁନା ଙ୍କ ଶ୍ରଦ୍ଧାଞ୍ଜଳି ସଭା
ଜିଲ୍ଲା ଖବରOctober 26, 2026ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ

