ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଉଷୁ ଚମ୍ପିୟାନ ସିପ ଗତ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ୩୩ ତମ ବରିଷ୍ଠ ଜାତୀୟ ସ୍ତରୀୟ ଉଷୁ ଚମ୍ପିୟାନସିପ ମହାରଣା ପ୍ରତାପ ଇଣ୍ଡର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାରୁ ୨ ଖେଳାଳୀ ସହ ୪୮ ଜଣ ଅନ୍ୟାନ୍ୟ ଜିଲ୍ଲା ରୁ ଓଡିଶା ରୁ ପ୍ରତିନିଧିତ୍ୱ କରିଥିଲେ । କିଷାନ ମାଝୀ ଦୁଇଟି ବାଉଟ ଜିତି ୩ ନୁମ୍ବର ବାଉଟ ରେ ଉତ୍ତରାଖଣ୍ଡ ସହିତ ପରାସ୍ତ ହୋଇଥିବାବେଳେ ବିକାଶ ବାଗ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ଅନୁବନ୍ଧିତରେ ଜିଲ୍ଲା ପ୍ରଶାସନର ସହଯୋଗରେ ତିନି ଦିନ ଧରି ଚାଲିଥିବା ୧୯ବର୍ଷରୁ କମ ବୟସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା, ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଉଦ୍ଧଯାପିତ ହୋଇଯାଇଅଛି । ଏହି ଉଦ୍ଧଯାପନୀ ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ମାନ୍ୟବର ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗ ଦେଇ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସୁପର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ କ୍ଲବ୍ ଏଣ୍ଡ କ୍ଲବ୍ ଏବଂ ଇଭିନିଙ୍ଗ କ୍ଲବ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଭିନିଙ୍ଗ କ୍ଲବ୍ ୨ଟି ଗୋଲ ଦେଇଥିବା ବେଳେ କ୍ଲବ୍ ଏଣ୍ଡ କ୍ଲବ୍ ୧ଟି ଗୋଲ କରିଥିଲା । ଇଭିନିଙ୍ଗ କ୍ଲବ୍ ୨ଟି ଗୋଲ ଦେଇ ବିଜୟ ହୋଇଛନ୍ତି । ମ୍ୟାଚକୁ ପରିଚାଳନା କରିଥିଲେ ରେଫରୀ ଦେବେନ୍ଦ୍ର ରାଉତ, ଉଦ୍ଧବ ମାଝୀ, ପି.ଭି.ରାଓ, ଏମ୍. ଡି. ଅବଦୁଲ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ ଏବଂ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଚତୁର୍ଥ କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ସମ୍ପୂର୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା ସମ୍ମାନିତ ଅତିଥି ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ଓ କାଉନସିଲର ପ୍ରମିତ ସିଂ ଯୋଗ ଦେଇଥିଲେ। ସମସ୍ତ ବିଭାଗ ର ଫାଇନାଲ ଅନୁଷ୍ଠିତ ହୋଇଥିଲା। […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଠାରେ ଜିଲ୍ଲା ର ବିଭିନ୍ନ ବ୍ଳକରୁ କ୍ରୀଡା ଶିକ୍ଷକ ମାନଙ୍କୁ ନେଇ ଚାରିଦିନିଆ ବ୍ୟାଡମିଣ୍ଟନ ତାଲିମ ଶିବିର କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଉଦ୍ଧଘାଟିତ ହୋଇଯାଇଅଛି। କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଉଦ୍ଧଘାଟନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଉପସ୍ଥିତ ରହି ଉଦ୍ଧଘାଟନ କରିଥିଲେ। ସଂଘର କୋଷାଧ୍ୟକ୍ଷ ସରୋଜ ମହାରଣା କାର୍ଯ୍ୟକ୍ରମ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସ୍ଥାନୀୟ ଲାଲବହାଦୁର ଶାସ୍ତି ଖଳାପଡ଼ିଆରେ କଳାହାଣ୍ଡି ଜିଲ୍ଲା କ୍ରୀଡ଼ାସଂସ୍ଥା ପକ୍ଷରୁ ଚାଲିଥିବା ଭବାନୀପାଟଣା ଟାଉନ ଫୋଟବଲ ଲିଗର ଚତୁର୍ଥ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି।ଏଲ ବି ଏସ ମର୍ଣ୍ଣିଂଙ୍ଗ କ୍ଲବ ବନାମ ମାରାଡନା ଫୁଟବଲ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଏଲ ବି ଏସ ମର୍ଣ୍ଣିଂଙ୍ଗ କ୍ଲବ ୨-୦ ଗୋଲ ରେ ବିଜୟ ହୋଇଥିଲା। ଦେବେନ୍ଦ୍ର ରାଉତ, ପି.ଭି.ରାଓ,ଅଶୋକ ବାଗ,ଉଦ୍ଧବ ମାଝୀ, ଖେଳ ପରିଚାଳନା କରିଥିଲେ। ଅତିଥି ଭାବେ ପୂର୍ବତନ ସନ୍ତୋଷ ଟ୍ରଫି […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ କଳାହାଣ୍ଡି ବ୍ୟାଡ଼ମୀଣ୍ଟନ ସଂଘ ର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂଜା ବର୍ମା ଏବଂ ଜିତୁ ନାୟକ ଙ୍କ ସଂଯୋଜନାରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିଭିନ୍ନ ବୟସର ଯଥା 13,15,17 ଏବଂ ଝିଅ ମାନଙ୍କ ମଧ୍ୟରେ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା କରାଯାଇଥିଲା । ଏହି […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଅନୁଗୁଳ ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟେଡିୟମ୍ ଠାରେ ୨୯ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଅନୁଗୁଳ ଜିଲ୍ଲା ଉଷୁ ସଂଘ ଦ୍ବାରା ଆୟୋଜିତ ହୋଇଥିଲା । ଅନୁଗୁଳ ଜିଲ୍ଲା ପ୍ରଶାସନ, କ୍ରୀଡାଧିକାରୀ ଏବଂ ଉଷୁ ସଂଘ ଓଡିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ଉଷୁ ପ୍ରତିଯୋଗିତା ସଫଳ ହୋଇଥିଲା । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଅନୁଗୁଳ ଜିଲ୍ଲା ଜିଲ୍ଲାପାଳ ଶିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗଦେଇ ଉଦ୍ଘାଟନ କରିଥିଲେ । କଳାହାଣ୍ଡିର ୩ ଉଷୁ ଖେଳାଳି […]
କଳାହାଣ୍ଡି:ଭବାନୀପାଟଣା, ବିକାଶ ଡିଗ୍ରୀ କଲେଜ ବିବିଏ ବିଭାଗ ପ୍ରଥମ ବର୍ଷ ଛାତ୍ର ଦଣ୍ଡପତି ନୃତ୍ୟୁମ ଜୟରାମ ସାଉଥ କୋରିଆ ଠାରେ ଜୁନ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏସିଆନ ଅଣ୍ଡର ୨୦ ଅଥେଲେଟିକ ଚମ୍ପିୟନସିପ ରେ ଭାଗ ନେଇ ୪x୧୦୦ ରିଲେରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ଭାଗନେଇ ସେ ଭାରତ ପାଇଁ କାଂଶ୍ୟ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ଓ ଦେଶର ଟେକ […]
କଳାହାଣ୍ଡି:ଭବାନୀପାଟଣା, ଆସନ୍ତା ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟେଡିୟମ୍ ଠାରେ ୨୯ତମ ରାଜ୍ୟ ଉଷୁ ପ୍ରତିଯୋଗିତା ପାଇଁ ଅନୁଗୁଳ ଜିଲ୍ଲା ଉଷୁ ସଂଘ ଦ୍ଵାରା ଆୟୋଜନ କରାଯାଉଛି । ଯାହା ଅନୁଗୁଳ ଜିଲ୍ଲା ପ୍ରଶାସନଙ୍କ ସହଯୋଗ ଏବଂ ଉଷୁ ସଂଘ ଓଡିଶା ନୂତନ ଅଧ୍ୟକ୍ଷ ଇଂ . ଏସ୍ . ଏସ୍ . ହରିଚନ୍ଦନ , ଟେକ୍ନିକାଲ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ବେହେରା , ସଭାପତି ଡ . ବିଷ୍ଣୁ […]
ଚେନ୍ନାଇ: ଯୁବ ଦ୍ରୁତ ବୋଲରର ଆକାଶ ମାଧୱାଲ୍ଙ୍କ ୫ ୱିକେଟ୍ ସଫଳତା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଷଷ୍ଠ ଆଇପିଏଲ୍ ଟ୍ରଫି ନିକଟତର ହୋଇଛି ।ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୮୧ ରନ୍ରେ ପରାସ୍ତ କରି ଏହି ଦଳ କ୍ବାଲିଫାୟର-୨ରେ ପ୍ରବେଶ କରିଛି। ୨୬ ତାରିଖରେ ଅହମଦାବାଦରେ ଖେଳାଯିବାକୁ ଥିବା କ୍ବାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସର ସାମ୍ନା କ୍ବାଲିଫାୟର-୧ର ପରାଜିତ ଦଳ ଗୁଜରାଟ ଟାଇଟନ୍ସ ସହ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବର ଷ୍ଟାଡିୟମ୍ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ […]
କଳାହାଣ୍ଡି:ଭବାନୀପାଟଣା, ନର୍ଲା ବିଧାୟକ ତଥା ବିଧାନସଭା କ୍ରୀଡା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଖେଳପଡିଆକୁ ସ୍ୱତଃ ଭ୍ରମଣ କରିଥିଲେ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ତାଙ୍କୁ ଫୁଲତୋଡ଼ା ଏବଂ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ବିଧାୟକ ମହୋଦୟ କୁନି ଖେଳାଳିମାନଙ୍କ ସହ କିଛି ସମୟ ଖେଳିଥିଲେ । ଏହାପରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ସଂଘର ସଭାପତି ପ୍ରଦୀପ କୁମାର […]
କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସ ( ବାପି )ଏବଂ ବରିଷ୍ଠ ସଦସ୍ୟ ମନୋଜ ପଣ୍ଡା ( ମଣି ), ରବି ସାହୁ ଙ୍କ ଦ୍ୱାରା ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ(OSBA ) ର ସଭାପତି ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୁଝାରି ଙ୍କୁ ସର୍କିଟ ହାଉସ ଠାରେ ସ୍ୱାଗତ କରାଯାଇଥିଲା । ଏହି କ୍ରମରେ ଜିଲ୍ଲା ସଭାପତି ପ୍ରଦୀପ ଦାସ ରାଜ୍ୟ ସଭାପତି ଇଂ ରୋହିତ ପୁଝାରୀଙ୍କୁ ଫୁଲତୋଡ଼ା ଦେବାସହ […]
ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ କଳାହାଣ୍ଡି ବ୍ୟାଡ଼ମୀଣ୍ଟନ ସଂଘ ର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂଜା ବର୍ମା ଏବଂ ଜିତୁ ନାୟକ ଙ୍କ ସଂଯୋଜନାରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିଭିନ୍ନ ବୟସ୍କ ଯଥା ୧୩,୧୫,୧୭ ଏବଂ ଝିଅ ମାନଙ୍କ ମଧ୍ୟରେ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ […]
ବେଙ୍ଗାଲୁରୁ: ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୩୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୧ ରନରେ ପରାସ୍ତ କରିଛି କଲାକାତା ନାଇଟ ରାଇଡର୍ସ। କଲକାତାର ୨୦୧ ରନ୍ ଟାର୍ଗେଟକୁ ପିଛା କରି ବାଙ୍ଗାଲୋର ୮ ୱିକେଟରେ ୧୭୯ ରନ କରିବାକୁ ସକ୍ଷମ ହୋଇଛି। ଦ୍ବିତୀୟ ପାଳିରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ଫାପ ଡୁପ୍ଲେସିସ ପାଳି ଆରମ୍ଭ କରିଥିଲେ। ବିରାଟ କୋହଲି ୫୪ ରନ କରିଥିବାବେଳେ ଫାପ ଡୁପ୍ଲେସିସ ୧୭ ରନକରି ଆଉଟ […]
