ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସ୍ଥାନୀୟ ଲାଲବହାଦୁର ଶାସ୍ତି ଖଳାପଡ଼ିଆରେ କଳାହାଣ୍ଡି ଜିଲ୍ଲା କ୍ରୀଡ଼ାସଂସ୍ଥା ପକ୍ଷରୁ ଚାଲିଥିବା ଭବାନୀପାଟଣା ଟାଉନ ଫୋଟବଲ ଲିଗର ଚତୁର୍ଥ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି।ଏଲ ବି ଏସ ମର୍ଣ୍ଣିଂଙ୍ଗ କ୍ଲବ ବନାମ ମାରାଡନା ଫୁଟବଲ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।
ଏଥିରେ ଏଲ ବି ଏସ ମର୍ଣ୍ଣିଂଙ୍ଗ କ୍ଲବ ୨-୦ ଗୋଲ ରେ ବିଜୟ ହୋଇଥିଲା। ଦେବେନ୍ଦ୍ର ରାଉତ, ପି.ଭି.ରାଓ,ଅଶୋକ ବାଗ,ଉଦ୍ଧବ ମାଝୀ, ଖେଳ ପରିଚାଳନା କରିଥିଲେ। ଅତିଥି ଭାବେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ସତ୍ୟ ନାରାୟଣ ପଣ୍ଡା ଓ କଳାହାଣ୍ଡି କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଜଗମହନ ପଟ୍ଟନାୟକ ଯୋଗଦେଇଥିଲେ। ସହ ସମ୍ପାଦକ ସୁନୀଲ ବେହେରା, କାଲିପ୍ରସାଦ ପଟ୍ଟନାୟକ,ଶମ୍ଭୁ ପ୍ରଦେଶ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ, ରମେଶ ଚନ୍ଦ୍ର ପାଡି, ଅଜୟ ପଟ୍ଟନାୟକ, ଲଡୁ କିଶୋର ମିଶ୍ର, କିଶୋର ସାହୁ, ଜଳେଶ୍ବର ଗଉଡ଼,ନାରାୟଣ ପଣ୍ଡା, ଅର୍ଜୁନ ଦାସ, ପ୍ରମୁଖ ଯୋଗ ଦେଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

