କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ସିନିଅର ଫେଲୋସିପ ଓ ଜୁନିୟର ଫେଲୋସିପ ମନୋନୟନର ଫଳାଫଳ ଘୋଷିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଦୁଇଜଣ ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର ଘୁମୁରା ଗୀତର ସାହିତ୍ୟିକ ସୌନ୍ଦର୍ଯ୍ୟବୋଧ ଉପରେ ଗବେଷଣା ନିମନ୍ତେ ଓ ଧ୍ୟାନାନନ୍ଦ ପଣ୍ଡା ଲୋକ ବାଦ୍ୟ ଉପରେ ଗବେଷଣା ନିମନ୍ତେ ସିନିଅର ଫେଲୋସିପ ପାଇଁ ମନୋନୀତ ହୋଇଛନ୍ତି। ଦୁଇ ବର୍ଷ ଧରି ଏହି ଗବେଷକ ଦ୍ବୟ ନିଜ ନିଜ ବିଷୟ ଉପରେ ଗବେଷଣା କରି ସନ୍ଦର୍ଭ […]
