ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ ବିଭିନ୍ନ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ପରିଲକ୍ଷିତ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଆୟୋଜିତ ଏହି ବନ୍ଦକୁ ଇଣ୍ଡିଆ ମେଣ୍ଟର ବିଭିନ୍ନ ସହଯୋଗୀ ଦଳ ସମର୍ଥନ କରିଥିଲେ। ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ, କଳାହାଣ୍ଡିରେ ବନ୍ଦ ସଫଳ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି :ଭବାନୀପାଟଣା ଟାଉନ ହଲ ଠାରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ନିକଟରେ ସରକାରୀ ସେବା ଓ କଲ୍ୟାଣକାରୀ ଯୋଜନା ର ସୁଫଳ ପହଞ୍ଚାଇବା, ଜନ ସହଭାଗିତା ବଢ଼ାଇବା ଓ ସେବାକୁ ସାମୂହିକ ଆନ୍ଦୋଳନ ର ରୂପ ଦେବାକୁ ଜିଲ୍ଲାରେ ଗତ ୧୭ ସେପ୍ଟେମ୍ବର ରୁ ବିଭିନ୍ନ ସେବା ସଂକଳ୍ପ ଅଭିଯାନ ୨୦୨୬ ଅନ୍ତର୍ଗତ […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ତନ୍ମୟ କୁମାର ଦରୱାନ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ,ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷା ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏମ ଏମ ଡି ଆର( M M D R) ସଂଶୋଧନ ଆଇନ ପ୍ରତ୍ୟାହାର,ଏସ ଆଇ ଆର (SIR) ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ବନ୍ୟା ପରିଚାଳନା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ […]
ନ୍ୟୁଜଗ୍ୟାଲେରି, ଭବାନିପାଟଣା: ସଦର ବିଧାୟକ ସାଗର ଚରଣ ଦାସଙ୍କ ସହ କଥିତ ଦୁର୍ବ୍ୟବହାର ପ୍ରତିବାଦ ।ଭୁବନେଶ୍ୱରରେ ଗତ ୨୯ ତାରିଖରେ ପ୍ରତିବାଦ ସମୟରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ସହ ପୋଲିସର କଥିତ ଦୁର୍ବ୍ୟବହାର ଓ ଓଡ଼ିଶା ପୋଲିସର କଥିତ ବର୍ବରତାକୁ ପ୍ରତିବାଦ କରି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ କରଯାଇଥିଲା। ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ଗାନ୍ଧୀ ଛକରୁ କଂଗ୍ରେସ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାପରିଷଦ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯.୧୦.୨୦୨୬ରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ଵରୀ ପବିତ୍ର ଛତ୍ରଯାତ୍ରା ସମ୍ଭଧୀୟ ଏବଂ ଦଶହରା ପର୍ବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ,ଡି ଏଫ୍ ଓ ଉତ୍ତର ପ୍ରଭାକର ବର୍ମା,ଡି ଏଫ୍ ଓ ଦକ୍ଷିଣ ଆର୍ କଲାଇଭାନନ୍,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ,ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷ୍ୟା […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବସଷ୍ଟାଣ୍ଡରେ ଚିତାବାଘ କବୁକରିବା ମକ୍ ଡ୍ରିଲ୍ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ବନ ବିଭାଗ ପକ୍ଷରୁ କରା ଯାଇଥିଲା ଏହି ସ୍ୱତନ୍ତ୍ର ସଚେତନତାମୂଳକ ଅଭ୍ୟାସ । ଜନଗହଳିପୂର୍ଣ୍ଣ ସ୍ଥାନକୁ ଚିତାବାଘ ପଶିଆସିଲେ କିଭଳି ତାକୁ ସୁରକ୍ଷିତ ଭାବେ କାବୁ କରାଯିବା, ତାହାର ଦିଆଯାଇଥିଲା ଡେମୋ ଏହାସହ ଏଭଳି ଜରୁରୀ ପରିସ୍ଥିତିରେ ଲୋକେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେନେଇ ମଧ୍ୟ କରାଯାଇଥିଲା ସଚେତନ । ଜାତୀୟ ବନ୍ୟଜନ୍ତୁ ସପ୍ତାହ ପାଳନ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ତତ୍ତ୍ୱାବଧାନରେ ଓସ୍ୱାନ ହଲ୍ରେ ରାଜନୈତିକ ଦଳ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ୭୭ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ,୮୦- ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପଞ୍ଜୀକରଣ […]
ନ୍ୟୁଜ ଗେଲରି, ଭବାନୀପାଟଣା:ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଳନ ବ୍ଲକ, ପଞ୍ଚାୟତ ଓ ଜିଲ୍ଲାସ୍ତରରେ ପ୍ରଜ୍ୱଳିତ ହେଲା ୫ ଲକ୍ଷରୁ ଊର୍ଦ୍ଧ୍ୱ ଦୀପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଭରତୀୟ ଜନତା ପାର୍ଟି ପକ୍ଷରୁ ଭବାନୀପାଟଣା ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପବିତ୍ର ମନ୍ଦିର ପରିସରରେ ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି ଅବସରରେ ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ସାମୂହିକ ଭାବେ ଦୀପ […]
ଭବାନୀପାଟଣା : ଆଜି ସ୍ଥାନୀୟ ପରିସଂଖ୍ୟାନ ସଭାଗୃହ ଠାରେ ବାଳିକା ଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହିତ ବାଳ୍ୟ ବିବାହ ନିରୋଧ ଏବଂ ବାଳିକାଙ୍କ ପ୍ରତିଥିବା ସାମାଜିକ ଭେଦଭାବ ଦୂର କରିବା ଉଦ୍ଦେଶ୍ୟରେ “ବେଟି ବଚାଓ, ବେଟି ପଢ଼ାଓ” ଅଭିଯାନର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆମ୍ବୁଲାନ୍ସ ସେବା ଓ ଚିକିତ୍ସା ବ୍ୟବସ୍ଥାରେ ଅବହେଳା ଅଭିଯୋଗ କରି ମୃତକଙ୍କ ପରିବାର ଓ ଗ୍ରାମବାସୀ ନ୍ୟାୟ ଏବଂ ଉପଯୁକ୍ତ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ କରିଥିଲେ।ସୂଚନା ଅନୁଯାୟୀ, କର୍ଲାସୋଡା ଗ୍ରାମର ଶୀତଳ ନାଏକ କପଡ଼ା ଶୁଖାଇବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଝିଅ ବିଦ୍ୟୁତ୍ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଉମା ଶଙ୍କର କରଙ୍କ ଦୁଇଟି ଇଂରାଜୀ ପୁସ୍ତକ Legacy of Kalahandi ଓ Tales from Tel Valley ଲୋକାର୍ପିତ ହୋଇଯାଇଛି। ସମାଜ ସେବୀ ଅଶୋକ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଡ଼ ଜୟଦେବ ସାହୁ, ଇତିହାସ ବିଭାଗ ମୁଖ୍ୟ ଡ଼ ନଳିନୀ କାନ୍ତ ରଣା, ପ୍ରଗତି ଇନଷ୍ଟିଚ୍ୟୁଟର […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ବିଜେଡିର ଜିଲ୍ଲା ସ୍ତସରୀୟ ପଦ ପଦବୀ ଚୟନ ହୋଇଯାଇଛି। ଏହିପରିପେକ୍ଷିରେ ଆଜି ଭବାନୀପାଟଣା ଟାଉନ ସଭାପତି ଭାବରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଧବଳେଶ୍ଵର ମହାପାତ୍ର ଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଛି। ଶ୍ରୀ ମହାପାତ୍ର ବିଜେଡି ର ସାଙ୍ଗଠାନିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କରେ ସଂଗଠନ ର କାର୍ଯ୍ୟ ଦକ୍ଷତାର ସହ କରି ଆସୁଥିବାରୁ ତାଙ୍କୁ ଭବାନୀପାଟଣା ଟାଉନ ସଭାପତି ଭାବରେ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ସରକାରୀ ପ୍ରାଥମିକ ବିଦ୍ୟାଳୟ , ମେଦିନୀପୁର ରେ ଆନନ୍ଦ ଉଲ୍ଲାସର ସହିତ ପବିତ୍ର ଗୁରୁ ଦିବସ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଥିଲାବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ଶ୍ରୀମତୀ ଜାହ୍ନବି ଶବର ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ସାଧନ ସଂଯୋଜକ ପର୍ଣ୍ଣଚ଼ନ୍ଦ୍ର ନେଗୀ ପ୍ରମୁଖ ଯୋଗଦାନ ପୂର୍ବକ ଗୁରୁ ଶ୍ରେଷ୍ଟ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ […]
ନ୍ୟୁଜଗ୍ୟାଲେରି, ଭବାନିପାଟଣା: କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ ।କଳାହାଣ୍ଡି ଜିଲ୍ଲା ସି.ଟି. ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ୨୯ତମ ପବିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ସୌଜନ୍ୟ ତଥା ଆତିଥ୍ୟ ଭାର ଲାଞ୍ଜିଗଡ଼ ବ୍ଲକ ସି.ଟି. ପ୍ରାଥମିକ ଶିକ୍ଷକ ସଂଘ ବହନ କରିଥିଲା। କଳାହାଣ୍ଡି ଜିଲ୍ଲା ସି.ଟି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ରାଜ୍ୟ ସରକାରଙ୍କ ସିଏମ୍ କିସାନ ଯୋଜନାରେ ୧,୬୮,୮୬୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୯୮୮ ଜଣ ଭୂମିହୀନ କୃଷକ ପରିବାରଙ୍କ ଖାତାକୁ ପ୍ରତ୍ୟକ୍ଷ ଭାବରେ ୩୩,୮୨,୧୮,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମହାନ ଚରଣ ମାଝୀ ଏହି ଐତିହାସିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ରେ ଟାଉନ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ସପ୍ତମ ଭବାନୀପାଟଣା ଟାଉନ ଫୁଟବଲ୍ ଲିଗ୍ ଟୁର୍ଣ୍ଣାମେନ୍ଟ ଉଦଜାପିତ ହୋଇଯାଉଛି। ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ସପ୍ତମ ଭବାନୀପାଟଣା ଟାଉନ ଫୁଟବଲ୍ ଲିଗ ଟୁର୍ଣ୍ଣାମେନ୍ଟ ଉଦଜାପିତ ହୋଇଯାଇଛି। ଏହି ଉଦଜାପନି ଦିବସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଯୋଗଦାନ କରି ଆଜିର ଫୁଟବଲ ମ୍ୟାଚ୍ ରେ ଚାମ୍ପିଅନ ହୋଇଥିବା ଏବଂ ରନର୍ସ ଅପ ଦଳ ଓ ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶ୍ରାବଣ ପୂର୍ଣ୍ଣିମା ଅବସରରେ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ବିଶ୍ୱ ସଂସ୍କୃତ ଦିବସ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ମଙ୍ଗଳୁ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ରହ୍ମଚାରୀ ଖଗେଶ୍ୱର, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦର ସମ୍ମିଳନୀ କକ୍ଷରେ ସାମୁହିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବ୍ରାହ୍ମଣ ସମାଜର ମହିଳା ଶାଖା ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମାଜ ସେବୀ ସୌଦାମିନୀ ପାଢ଼ୀ, ସବିତା ଶତପଥୀ ଓ ରଞ୍ଜିତା ମୁଣ୍ଡ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରି ରାକ୍ଷୀ ଅର୍ପଣ କରାଯାଇଥିଲା। ତାପରେ ପ୍ରଜ୍ଞା […]
ନ୍ୟୁଜ ଗ୍ୟାଲେରି, କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ଦେବେନ୍ଦ୍ର ପୁଝାରୀ ଓ ରେବତୀ ପୁଝାରୀଙ୍କ ଝିଅ ପୁର୍ଣିମା ପୁଝାରୀ ସର୍ବ ଭାରତୀୟ ନିଟ୍ (ୟୁଜି) ପରିକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସର୍ବ ଭାରତୀୟ ସ୍ତରରେ ଅନୁସୂଚିତ ଜନଜାତି ବର୍ଗରେ ପୁର୍ଣିମା (୪୧୩୭ ରେଙ୍କ) ରଖିଛନ୍ତି। ତାଙ୍କର ଏହି ସଫଳତା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସୋମବାର ସନ୍ଧ୍ୟାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ସ୍ବାଗତ ଜଣାଛନ୍ତି ପରିବାର ଓ ସମ୍ପର୍କୀୟ ମାନେ। […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସପ୍ତମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନରେ ସ୍ପୋର୍ଟସ ହଷ୍ଟେଲ ବନାମ ମାରୋଡୋନା ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ସମାପ୍ତି ପର୍ଯ୍ୟନ୍ତ ସ୍ପୋର୍ଟସ ହଷ୍ଟେଲ ୧/୦ ଗୋଲ ରେ ଅଗ୍ରଣୀ ହୋଇଥିଲେ। ଖେଳର ମ୍ୟାଚ କମିସନର ନବୀନ କୁମାର ନାୟକ ଙ୍କ ତତ୍ୱାବଧାନରେ ଖେଳକୁ ଛବିଲାଲ ନାଏକ, ଉଦ୍ଧବ ମାଝୀ, ପୁରନ୍ଧର ମାଝୀ ଓ ଚଞ୍ଚଳ […]
ନ୍ୟୁଜ ଗ୍ୟାଲେରି, କୋକସରା: ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ଟିକେଟ୍ କାଟିଲେ ପୂରା ରାସ୍ତାର, ହେଲେ ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେଲେ ବସ୍ କର୍ମଚାରୀ। ଏପରି ଅଭାବନୀୟ ଦୃଶ୍ୟ ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ମୁଖ୍ୟ ଛକ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆସିବା ପାଇଁ ହାଇଦ୍ରାବାଦ ସ୍ଥିତ ରାଜଧାନୀ ବସ୍ କାଉଣ୍ଟରେ ଟିକଟ ପାଇଁ ପହଞ୍ଚି ଥିଲେ। ତେବେ ସେଠାରେ ପ୍ରବାସୀ […]
ନ୍ୟୁଜଗ୍ୟାଲେରି, ଭବାନିପାଟଣା:ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କର ଆତ୍ମାର ସଦଗତି କାମନା କରି ୨ମି ପାଇଁ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଛି ।ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରି ନୂତନ ନିର୍ବାଚନ ମଣ୍ଡଳୀ ଗଠନ ପରେ ସେ ୨୦୦୯ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲାଞ୍ଜିଗଡ଼ର ପ୍ରଥମ ବିଧାୟକ ଭାବେ ନିର୍ବାଚିତ […]
ନ୍ୟୁଜଗ୍ୟାଲେରି,ଭବାନିପାଟଣା: ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ଫଟୋଗ୍ରାଫି ଓ ଫଟୋ ସାମ୍ବାଦିକତାର ଗୁରୁତ୍ୱ ଉପରେ ବରିଷ୍ଠ ସାମ୍ବାଦିକଙ୍କ ଆଲୋକପାତ ଭବାନୀପାଟଣା ସ୍ଥିତ ଲଳିତ ଇଲେକ୍ଟ୍ରୋନିକ୍ସ ପରିସରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଲଳିତ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ସଚିନ ଅଗ୍ରୱାଲଙ୍କ ଆୟୋଜନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଫଟୋଗ୍ରାଫର ଆସୋସିଏସନର ସଭାପତି ରଞ୍ଜନ ସାହୁଙ୍କ ସମେତ ବହୁ ସଂଖ୍ୟକ ଫଟୋଗ୍ରାଫର ଓ ସାମ୍ବାଦିକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ସତ୍ୟନାରାୟଣ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କରିଛି କଳାହାଣ୍ଡି ବାସୀଙ୍କୁ। ସେ ଜଣେ ଅତ୍ୟନ୍ତ ସରଳ ଓ ଅମାୟିକ ରାଜନେତା ଭାବରେ ଅଞ୍ଚଳରେ ପରିଚିତ ଥିଲେ। ପଞ୍ଚାୟତ ରାଜନୀତିରୁ ଯାତ୍ରା ଆରମ୍ଭ କରି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଭାବେ ଲାଞ୍ଜିଗଡ଼, ଥୁଆମୂଳ ରାମପୁର ସମେତ ଦୁର୍ଗମ ଓ ଆଦିବାସୀ ବହୁଳ ଅଞ୍ଚଳର ବିକାଶର ମୂଳଦୁଆ ପକାଇଥିଲେ। ତାଙ୍କର ଆତ୍ମାର ସଦଗତି କାମନା […]
ନ୍ୟୁଜଗ୍ୟାଲେରି, ଭବାନିପାଟଣା:ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ କଳାହାଣ୍ଡି ବିଜେପି ପକ୍ଷରୁ ବିଶାଳ କଳସ ଶୋଭାଯାତ୍ରା ସମତା, ସାମାଜିକ ସମରସତା, ଭାଇଚାରା ଓ ମାନବିକତାର ମହାନ ବାର୍ତ୍ତା ପ୍ରଚାର କରିଥିବା ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଏକ ଭବ୍ୟ କଳସ ଶୋଭାଯାତ୍ରା ଓ ସମସ୍ତ ମଣ୍ଡଳକୁ ପବିତ୍ର କଳସ ବିତରଣ କାର୍ଯ୍ୟକ୍ରମ ଭବାନୀପାଟଣାରେ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି : ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜୁ ଓ ଛାତ୍ର ଜନତା ଦଳର ବୁଥ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର କେସିଙ୍ଗା ବ୍ଳକ୍ ପାଷ୍ଟିକୁଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଦଳୀୟ ସଂଗଠନକୁ ତୃଣ ମୂଳ ସ୍ତରରେ ଆହୁରି ମଜଭୂତ କରିବା ସହ ରାଜ୍ୟର ବିଜେପି ସରକାରଙ୍କ ବିଫଳତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବା ନେଇ ଆଲୋଚନା ହୋଇଥିଲା। ଏହା ସହିତ ନିର୍ବାଚନ କମିଶନଙ୍କ ଏସଆଇଆର ପ୍ରକ୍ରିୟାରେ ଯେମିତି […]
ନ୍ୟୁଜଗ୍ୟାଲେରି,ଭବାନିପାଟଣା: ସୁସ୍ଥ ପରିବେଶ ସୁସ୍ଥ ସମାଜ ଗଠନ ଏହି ଆଧାରରେ ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ରାଲିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଯୋଗଦେଇ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ | ଉକ୍ତ ରାଲିଟି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଜେଲ ଛକ ଦେଇ ଗନ୍ଧିଛକ ଠାରେ ପହଞ୍ଚି ଥିଲା । ଛାତ୍ର ଛାତ୍ରୀ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସହର ପୌରପାଳିକା ଅଧିନ ଏକ ନମ୍ବର ୱାର୍ଡ ରାଧା କୃଷ୍ଣ ମନ୍ଦିର ନିକଟ ରାସ୍ତା ଓ ନାଳି ଖରାପ ଥିବାରୁ ଆବର୍ଜନା ଗଦାହୋଇ ବର୍ଷା ପାଣି ମନ୍ଦିର ସାମ୍ନା ରେ ଆଣ୍ଟୁଏ ଆଣ୍ଟୁଏ ଜମି ରହିଥିବା ରୁ ଲୋକେ ଯିବା ଆସିବା ପାଇଁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ଦେଖିବାକୁ ମିଳିଥିବା ଦେଖି ଆଜି ସଦର ବିଧାୟକ ସାଗର ଚରଣ ଦାସ ପଡ଼ା କୁ ପରୀଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ […]
ନ୍ୟୁଜଗ୍ୟାଲେରି,ଭବାନିପାଟଣା: ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଭେଟି ସି ଓ ଆର ଓ ଆର ଟି ଇ ପ୍ରତି ପୂରଣ ଏକ ଦାଵି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି । ଆର ଟି ଇ ଅର୍ଥ ମଞ୍ଜୁର ହୋଇପଡି ରହିଥିବା ସତ୍ତ୍ୱେ ସ୍କୁଲଗୁଡିଙ୍କୁ ପ୍ରତି ପୂରଣ ଦିଆଯାଉ ନ ଥିବାରୁ ସରକାର […]
