ନ୍ୟୁଜଗ୍ୟାଲେରି,ସୁନ୍ଦରଗଡ଼: ଟାଉନ ପୁଲିସ ଦ୍ବାରା ନକଲି ସିବିଆଇ ଅଧିକାରୀ ଗିରଫ ହୋଇଛନ୍ତି। ରେଳବାଇରେ ଚାକିରି କରାଇଦେବାକୁ କହି ୪ଜଣଙ୍କ ଠାରୁ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ ସଂପୃକ୍ତ ଯୁବକ। ଅଭିଯୁକ୍ତ ଯୁବକର ଘର ଟାଉନ ଥାନା ପଣ୍ଡରିଢ଼ିପା ଅଞ୍ଚଳର ଓ ତାର ନାଁ ଉମେଶ ତନ୍ତୀ ବୋଲି ଜଣାପଡ଼ିଛି।୨୦୨୧ ମସିହାରେ ରେଳବାଇ ବିଭାଗରେ ନର୍ସ, ଟିକେଟ କାଉଣ୍ଟରରେ ଚାକିରି କରିଦେବାକୁ କହି ସବଡେଗା କିରାଲଗା ଅଞ୍ଚଳର ଜଣେ ମହିଳାଙ୍କ ସହାୟତାରେ ଟଙ୍କା ନେଇଥିଲେ। ଚାକିରି ପାଇଁ […]
ନ୍ୟୁଜଗ୍ୟାଲେରି,ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମେଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। କ୍ରିକେଟ ବ୍ୟାଟରେଜଣେ ଯୁବକ ଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ସନ୍ତୋଷ ହାତୀ। ଅନ୍ୟ ଜଣେ ଆହତ ଥିବା ବେଳେ ଅଭିଯୁକ୍ତ ଫେରାର ଅଛି। ସୂଚନା ଅନୁସାରେ ମେଣ୍ଡା ଗାଁର ସନ୍ତୋଷ ହାତୀଙ୍କ ଘରକୁ ଅଭିଯୁକ୍ତ ଆସିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ସନ୍ତୋଷଙ୍କ ସହିତ ଯୁକ୍ତିତର୍କ କରିଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଚଢ଼ାଉ କରି ପିକ୍ଅପ୍ ଭ୍ୟାନ୍ (ଓଡି ୩୩ଏସି ୯୧୨୦) ରୁ ୭ କ୍ୱିଣ୍ଟାଲ ୧୩ କେଜି ଗଞ୍ଜେଇ ଜବତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼-ଛତିଗୁଡା ସିକେରକୁପା ଗାଁ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଏହି ଘଟଣା ରେ ପୁରୀ ଜିଲ୍ଲା ଗୋପଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମର ରମେଶ ଜେନା (୩୩)ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୭୯ ଲକ୍ଷ ୩୦ […]
ନର୍ଲା ପୋଲିସ ର ସୂଚନା ମୁତାବକ ମ- ରାମପୁର ଥାନା ଅନ୍ତର୍ଗତ ଡୁମେରୀ ଗ୍ରାମର ସୋମନାଥ ପାତ୍ର ଙ୍କ ପୁଅ ବେଣୁଧର ପାତ୍ର ବୟସ -୧୯ ବର୍ଷ ଗତ କିଛି ମାସ ତଳେ ନର୍ଲା ଥାନା ଅଞ୍ଚଳର ଜଣେ ମୂକ ବଧିର ୧୭ ବର୍ଷୀୟ ନାବାଳିକା କୁ ଘରେ କେହି ନ ଥିବାର ସୁଯୋଗ ନେଇ ଯୁବକ ଜଣକ ନାବାଳିକା କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ,ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । […]
