ନର୍ଲା ପୋଲିସ ର ସୂଚନା ମୁତାବକ ମ- ରାମପୁର ଥାନା ଅନ୍ତର୍ଗତ ଡୁମେରୀ ଗ୍ରାମର ସୋମନାଥ ପାତ୍ର ଙ୍କ ପୁଅ ବେଣୁଧର ପାତ୍ର ବୟସ -୧୯ ବର୍ଷ ଗତ କିଛି ମାସ ତଳେ ନର୍ଲା ଥାନା ଅଞ୍ଚଳର ଜଣେ ମୂକ ବଧିର ୧୭ ବର୍ଷୀୟ ନାବାଳିକା କୁ ଘରେ କେହି ନ ଥିବାର ସୁଯୋଗ ନେଇ ଯୁବକ ଜଣକ ନାବାଳିକା କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ,ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ପୀଡ଼ିତା ପରିବାର ଲୋକେ ଗତ ୬ ତାରିଖ ଦିନ ନର୍ଲା ଥାନରେ ଅଭିଯୋଗ କରିଥିଲେ ଥାନା ଅଧିକାରୀ ଗଙ୍ଗାଧର ମେହେର ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଅଭିଯୁକ୍ତ କୁ ଗତ ୨୭ ତାରିଖ ଦିନ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ପୀଡ଼ିତା କୁ ଡ଼ାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ନାମରେ ପକ୍ସୋ ଆକ୍ଟ ୯୩/୨୩ ଦଫା ୩୬୩.୩୬୬ ଏ,୩୭୬(୨)ନ,୫୦୬ ଅପିସି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

