ଭବାନୀପାଟଣା ବ୍ଲକ ସ୍ଥିତ କୁଟୁରୁ ଖମା ଠାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ବିଭିନ୍ନ ସଂଗଠନର ସମର୍ଥନରେ ବ୍ୟାପକ ଭାବରେ ବନ୍ଦ ପ୍ରଭାବ ପଡିଥିବା ଦେଖିବାକୁମିଳିଛି।ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଷ୍ଟ୍ରୀୟ ଚୌଧୁରୀ ବିକାଶ ପଟେଲ ଙ୍କ ଆହ୍ଵାନ କ୍ରମେ ଭାରତ ବନ୍ଦ ପାଳନ ପ୍ରଭାବ ପଡିଛି। ଓବିସି ଜନଗଣନା, ଚାକିରୀ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ, ଇଭିମ ହଟାଓ, ବେଶରକାରୀ କ୍ଷେତ୍ରରେ ଏସଟି ଏସସି ଓବିସିଙ୍କ ପାଇଁ ସଂରକ୍ଷିଣ,ପୁରୁଣା ପେନସନ ସ୍କିମ ପୁନଃ କାର୍ଯ୍ୟକାରୀ କରିବା, ଏସଟି ଏସସି ଛାତ୍ର ଛାତ୍ରୀ ଙ୍କୁ ସ୍କେଲାରସିପ ପ୍ରଦାନ କରିବା ଭଳି ନଅ ଗୋଟି ଦାବି ରହିଛି।ଏହି ବନ୍ଦ ପାଳନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

