ନ୍ୟୁଜଗ୍ୟାଲେରି,ଭବାନିପାଟଣା: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ରାସ ବିହାରୀ ବେହେରାଙ୍କ ପରଲୋକ ହୋଯାଇଛି। ଜଣେ ଦକ୍ଷ ପ୍ରଶାସକ ଓ ଜନପ୍ରିୟ ନେତା ଭାବରେ ସମାଜ ମଙ୍ଗଳ ପାଇଁ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ।ରାସ ବିହାରୀ ବେହେରା (ଜନ୍ମ: ୧୨ ଅପ୍ରେଲ ୧୯୩୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଓ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
Latest entries
ଜିଲ୍ଲା ଖବରNovember 6, 2026ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ରାସ ବିହାରୀ ବେହେରାଙ୍କ ପରଲୋକ
ଜିଲ୍ଲା ଖବରNovember 6, 2026ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ୧୬ତମ ପ୍ରତିଷ୍ଠା ଦିବସ
ଜିଲ୍ଲା ଖବରNovember 3, 2026କଳାହାଣ୍ଡି ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ ଜିଲ୍ଲା କମିଟି ଗଠିତ
ଜିଲ୍ଲା ଖବରOctober 31, 2026କଳାହାଣ୍ଡି ମାଟିରେ ପ୍ରଥମ ଥର ରାଜ୍ୟ ସ୍ତରୀୟ କ୍ୟାରମ ମହାକୁମ୍ଭ

