ଭବାନୀପାଟଣା ସ୍ଥିତ ମାନିକେଶ୍ୱରୀ ଛକ ଠାରେ ଭରତୀତ ଜନତା ପାର୍ଟି ପକ୍ଷରୁ ଓଡିଶା ରାଜ୍ୟ ପ୍ରଭାରୀ ସୁନୀଲ ବନସଲ ଙ୍କୁ ସ୍ୱଗତ ସମ୍ବାଧନା କଲେ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟ କର୍ତ୍ତା । ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ ବିଶି ନଗର ସଭାପତି ,ସଦର ବିଧାୟକ ପ୍ରତିନିଧି ଭଣ୍ଡେସ୍ୱର ମହାପାତ୍ର, ପ୍ରଭାତ ମହାନ୍ତି ,ଶଶାଙ୍କ ଦାସ,ସୁନୀତି ମୁଣ୍ଡ, ଚିତ୍ତରଞ୍ଜନ ପାତ୍ର,ଚନ୍ଦନ କୁମାର ପାତ୍ର,ଜାଗା ବନ୍ଧୁ ସାହୁ,ଭବାନୀପାଟଣା ନଗର ମଣ୍ଡଳ ବରିଷ୍ଠ କାର୍ଯ୍ୟ କର୍ତ୍ତା ଉପସ୍ଥିତି ରହିଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

