ନ୍ୟୁଜଗ୍ୟାଲେରି,ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି ।
ଜିଲ୍ଲା ସଭାପତି: ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର – ଉମାକାନ୍ତ ମହାପାତ୍ର, ବରଗଡ – ଅଶି୍ୱନୀ କୁମାର ଷଡଙ୍ଗୀ, ଭଦ୍ରକ – ହେମନ୍ତ ପାଢୀ, ଭୁବନେଶ୍ୱର – ବାବୁ ସିଂ, ବଲାଙ୍ଗୀର – ଶିବାଜୀ ମହାନ୍ତି, ବୌଦ୍ଧ – ବିପ୍ର ଚରଣ ମହାନ୍ତି, କଟକ ନଗର – ଲଲାଟେନ୍ଦୁ ବଡୁ, କଟକ ସଦର – ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଦେବଗଡ – ଅରୁଣ କୁମାର ସାହୁ, ଢେଙ୍କାନାଳ – ନରେଶ ମହାପାତ୍ର, ଗଜପତି – ବିଧାୟକ କେ. ନାରାୟଣ ରାଓ, ଗଂଜାମ – ଡ.ସୁବାଷ ସାହୁ, ଘୁମୁସର – ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର, ଯାଜପୁର – ଗୌତମ ରାୟ, ଝାରସୁଗୁଡା – ସୁନୀଲ ପଣ୍ଡା, କଳାହାଣ୍ଡି – ଆର୍ତତ୍ରାଣ ମହାପାତ୍ର, କନ୍ଧମାଳ – ଜଗନ୍ନାଥ ସାହୁ, କେନ୍ଦ୍ରାପଡା – କିଶୋର ପଣ୍ଡା, କେନ୍ଦୁଝର – ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧା – ରଶ୍ମି ରଂଜନ ମହାପାତ୍ର, କୋରାପୁଟ – ସୁମନ୍ତ ପ୍ରଧାନ, ମାଲକାନଗିରି – ନିମାଇ ପାଲ୍, ରାଇରଙ୍ଗପୁର – କୃପାସିନ୍ଧୁ ମହନ୍ତ, ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁର – ଜଗଦୀଶ ବିଶୋଇ, ନୟାଗଡ -ତାପସ ରଞ୍ଜନ ମାର୍ଥା, ନୂଆପଡା – ସୁବ୍ରତ ଠାକୁର, ପୁରୀ – ଆଶ୍ରିତ ପଟ୍ଟନାୟକ, ରାୟଗଡା – ଶିବ ପଟ୍ଟନାୟକ, ସମ୍ବଲପୁର – ଗିରିଶ ପଟେଲ, ସୁବର୍ଣ୍ଣପୁର – ପ୍ରମୋଦ ମହାପାତ୍ର, ସୁନ୍ଦରଗଡ – ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ(ବଣାଇ) – ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ) – ଲତିକା ପଟ୍ଟନାୟକ ବୋଲି ପ୍ରେସ୍ ବାର୍ତା ଜରିଆରେ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଜଣାଇଛନ୍ତି ।
Latest entries
UncategorisedJune 20, 2026ଭବାନୀପାଟଣାରେ ଶୀତଳ ଷଷ୍ଠୀ ଆଡ଼ମ୍ବର ସହକାରେ ପାଳିତ
ଜିଲ୍ଲା ଖବରJune 20, 2026ସଂସଦ ସେଣ୍ଟ୍ରାଲ ହଲ୍ ରେ କଳାହାଣ୍ଡି ଛାତ୍ରୀ ଝାନସୀ ଙ୍କ କମାଲ
ଜିଲ୍ଲା ଖବରJune 18, 2026ବିଶିଷ୍ଟ ସମାଜସେବୀ ଡାକ୍ତର ପଲଉ ପ୍ରଧାନଙ୍କୁ ଶକ୍ତିନଗର ବାସୀଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରJune 15, 2026ହାଇୱାକୁ ପଛରୁ ପିଟିଲା ବି ଏମ ଡବ୍ଲୁ କାର

