ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ଜନ୍ମଦିନ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ପତ୍ର ମାଧ୍ୟମରେ ତାଙ୍କର ଶୁଭକାମନା ପ୍ରକାଶ କରିଛନ୍ତି। ଶୁଭେଚ୍ଛା ପତ୍ରରେ ରାଷ୍ଟ୍ରପତି ଲେଖିଛନ୍ତି ଯେ ରାଷ୍ଟ୍ରପତି ମହୋଦୟା ସୁଜିତ୍ କୁମାରଙ୍କ ଦେଶସେବା, ନିଷ୍ଠା, ଯୁବ ସଶକ୍ତିକରଣ ଓ ସମାଜସେବାରେ ତାଙ୍କର ଅବଦାନକୁ ସ୍ବୀକାର କରି ସେମାନଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ଅବିରତ ସେବାକାର୍ଯ୍ୟ ପାଇଁ ମଙ୍ଗଳକାମନା କରିଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

