ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କରିଛି କଳାହାଣ୍ଡି ବାସୀଙ୍କୁ। ସେ ଜଣେ ଅତ୍ୟନ୍ତ ସରଳ ଓ ଅମାୟିକ ରାଜନେତା ଭାବରେ ଅଞ୍ଚଳରେ ପରିଚିତ ଥିଲେ। ପଞ୍ଚାୟତ ରାଜନୀତିରୁ ଯାତ୍ରା ଆରମ୍ଭ କରି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଭାବେ ଲାଞ୍ଜିଗଡ଼, ଥୁଆମୂଳ ରାମପୁର ସମେତ ଦୁର୍ଗମ ଓ ଆଦିବାସୀ ବହୁଳ ଅଞ୍ଚଳର ବିକାଶର ମୂଳଦୁଆ ପକାଇଥିଲେ। ତାଙ୍କର ଆତ୍ମାର ସଦଗତି କାମନା ପାଇଁ ଜିଲ୍ଲା ପ୍ରତେକ ରାଜନେତା,ବୁଦ୍ଧିଯିବି,ଜନସାଧାରଣ ଦୁଖଃ ପ୍ରକାଶ କରିବା ସହିତ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତିଃ 🙏
Latest entries
ଜିଲ୍ଲା ଖବରOctober 3, 2026ଭବାନିପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସହ କଥିତ ଦୁର୍ବ୍ୟବହାର ପ୍ରତିବାଦ
ଜିଲ୍ଲା ଖବରSeptember 30, 2026ଦୁର୍ଗାପୂଜା ଓ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା -୨୦୨୬ର ପ୍ରସ୍ତୁତି ବୈଠକ।
ଜିଲ୍ଲା ଖବରSeptember 30, 2026ଭବାନୀପାଟଣା ବସଷ୍ଟାଣ୍ଡରେ ଚିତାବାଘ କବୁକରିବା ମକ୍ ଡ୍ରିଲ୍
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ

