Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସେହିପରି ରାଧାକୃଷ୍ଣ ମନ୍ଦିର ପରିସରରେ. ପୁରୁଣା ପଡା ମନ୍ଦିର ସମୂହ ସମନ୍ଵୟ କମିଟି ପକ୍ଷରୁ ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଙ୍କ ଆବାହକତ୍ବରେ ସ୍ଵର୍ଗତ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ମନ୍ଦିର ଟ୍ରଷ୍ଟୀ ସଭାପତି କୈଳାଶ ପ୍ରଧାନ ମୁଖ୍ୟ ଅତିଥି , ମନ୍ଦିର ଟ୍ରଷ୍ଟୀ ସଦସ୍ୟ ନିରଞ୍ଜନ ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ତାଙ୍କ ସ୍ମୃତି ଚାରଣ କରିଥିଲେ. ସେହିପରି ଭୋଇଗୁଡା ଧବଳେଶ୍ଵର ମନ୍ଦିର ଠାରେ ମଧ୍ଯ ସଚ୍ଚିଦାନଁଦ ମହାଖୁଡ ଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ଥିଲା. ସ୍ଵର୍ଗତ ପ୍ରଧାନ ଏକାଧାରରେ ଶିକ୍ଷକ, ସଂଗଠକ, କଳାକାର ଥିଲେ. ସେ କୁର୍ମି କ୍ଷେତ୍ରୀୟ ସଂସ୍ଥା ର କୁଳାଧୀକାରୀ ଦିର୍ଘ ବର୍ଷ ଧରି ଥିଲେ. ତାଙ୍କ ମୃତ୍ୟୁରେ କୁର୍ମି ସମାଜ ର ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ.
Editor, News Gallery Mob: 9439506580 Email: newsgallery.in@gmail.com
