ନ୍ୟୁଜଗ୍ୟାଲେରି, ଭବାନୀପାଟଣା; ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତରଣାଳୟ ଅଧିନସ୍ତ ମାଇ ଭାରତ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି ମିଳିତ ସହଯୋଗରେ ଏକ ସଚେତନତା ଏବଂ ଶିକ୍ଷାମୂଳକ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ” ଆୟୋଜିତ ହୋଇଥିଲା।ଏଥିରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅତିଥି ଡ଼. ରାକେଶ କୁମାର ସାହୁ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ-୨୦୨୪ଭବାନୀପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରଜମୋହନ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରି ଶବର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ସମ୍ମାନୀତ ଅତିଥି ଏବିଇଓ ଜୟ କୁମାର ମାଝୀ,ଏବିଇଓ ଜଗଦୀଶ ଚନ୍ଦ୍ର ମୁଣ୍ଡ, ଏବିଇଓ ହୃଷୀକେଶ ନାଏକ, ଚିତ୍ରଶିଳ୍ପୀ ପ୍ରଭାସ ମିଶ୍ର, ବିଏମ୍ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଅବସରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ କରାଯାଇଥିଲା । ସ୍ଥାନୀୟ ଓସ୍ୱାନ ହଲଠାରେ ଆୱାସି ମାଧ୍ୟମରେ ସିଧା ପ୍ରସାରଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ଉପରେ ଶପଥ ପାଠ କରାଇଥିଲେ ।ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକର ଓସ୍ୱାନ ହଲ ସହିତ ସିଧାସଳଖ ଯୋଡିହୋଇ କର୍ମଚାରୀ ମାନେ ଶପଥ ପାଠ କରିଥିଲେ ।କଳାହାଣ୍ଡି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଗତ ଅଗଷ୍ଟ ୧୨ ତାରିଖରେ ଭବାନୀପାଟଣା ପୌର ପରିଷଦର ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଅନାସ୍ଥା ଭୋଟ ଗ୍ରହଣ ହୋଇଥିଲା। ଏଥିରେ ୨୦ଟି ୱାର୍ଡର ସମସ୍ତ କାଉନସିଲର ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଭୋଟ ଦେଇଥିଲେ। ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ନିଜ ପଦ ହରାଇବା ନେଇ ଗତ ଗୁରୁବାର ଦିନ ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ମ୍ୟୁନିସିପାଲ ମାନୁଆଲ ଆକ୍ଟ ୮୯(କ) ଅନୁଯାୟୀ ଗତକାଲି କଳାହାଣ୍ଡି ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଗତ ୨୦୨୩ ଡିସେମ୍ବର ୮ ତାରିଖରେ ଠିକାସଂସ୍ଥା ମୈତ୍ରୀ ଇଂଫାଷ୍ଟ୍ରଚର ପ୍ରବଞ୍ଛନାରେ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ତିଜିମାଳି ପାହାଡ଼ ଅଞ୍ଚଳର ୧୦ଟି ଗ୍ରାମ(ରାୟଗଡା ଜିଲ୍ଲାର ୨ଟି ମୌଜା ଓ କଳାହାଣ୍ଡି ଜିଲ୍ଲାର ୨ଟି ଗାଁ) ରେ ଖଣି ଉଦ୍ଦେଶ୍ୟରେ ଜଙ୍ଗଲଜମିର କିସମ ପରିବର୍ତ୍ତନ ପାଇଁ ଗ୍ରାମସଭା କରିବାକୁ ଚେଷ୍ଟା କରିଥିଲେ।ଏଥିରେ କୋୖଣସି ଗ୍ରାମରୁ ଲୋକଙ୍କ ସମ୍ମିତ ନମିଳିବାରୁ କମ୍ପାନୀ ଗୁଣ୍ଡା ନିୟୋଜିତ କରି ଲୋକଙ୍କୁ ଦସ୍ତଖତ/ଟିପଚିହ୍ନ ନେଇଥିଲେ। ସ୍ଥାନୀୟ ତହସିଲଦାର, ବ୍ଳକ ଉନ୍ନୟନ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମହିଳା କ୍ୟାଡରଙ୍କ କଳାହାଣ୍ଡି ପୋଲିସ ଠାରେ ଆତ୍ମ ସମର୍ପଣ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ ଗୃହରେ ଡ଼ିଆଇଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ ଛାତିଶଗଡ଼ ସୁକମା ଜିଲ୍ଲା ପାମେଡ଼ ଥାନା ଅନ୍ତର୍ଗତ ବୋଟେମ ଗ୍ରାମରେ ଜନ୍ମିତା ଦେବେ ସୋରି ଔରଫ ଗୀତା(୨୨) ପିଏଲଜିଏ ବାଟାଲିଆନ-୧ରେ ମାଓ କମାଣ୍ଡର ହିଡ଼ମା ଦ୍ୱାରା ଅନୁପ୍ରାଣିତ ହୋଇ ଦଣ୍ଡକା ରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଦୀର୍ଘ ୪୩ ବର୍ଷ ଧରି ଲେଖନୀ ମୁନରେ କଳାହାଣ୍ଡିର ବିଭିନ୍ନ ସମସ୍ୟା କୁ ରାଜ୍ୟ ଓ ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟିକଲା ଭଳି ସମ୍ବାଦ ପରିବେଷଣ ଯୋଗୁଁ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ବିଜୟ ଦ୍ବିବେଦୀ ଙ୍କୁ କଳାହାଣ୍ଡି ନିଶ୍ଚୟ ମନେ ରଖିବ। ଜଣେ ନିର୍ଭୀକ ସାମ୍ବାଦିକ ଭାବରେ କଳାହାଣ୍ଡି ପ୍ରତି ଥିବା ତାଙ୍କ ଅବଦାନ ଅବିସ୍ମରଣୀୟ ରହିବ ଓ ଏଥିଯୋଗୁଁ ବିଜୟ ବାବୁ ଅବର୍ତ୍ତମାନ ପରେ ମଧ୍ୟ ଦୀର୍ଘ ଦିନ ଧରି କଳାହାଣ୍ଡି ଜନ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଆୟୋଜିତ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକମ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ ର ପୋଷ୍ଟର ଉନ୍ମୋଚନ କରାଯାଇଥିଲା।ଜିଲ୍ଲାରେ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ କୁ ସଫଳ କରିବା ରେ ସମସ୍ତ ଙ୍କର ସହଯୋଗ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀଙ୍କ ପରଲୋକ ଘଟିଛି। ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତ ଦ୍ୱିବେଦୀଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିଲା। ଦୀର୍ଘ ବର୍ଷ ଧରି ସେ ବିଭିନ୍ନ ସମ୍ବାଦପତ୍ର ଯଥା ପ୍ରଜାତନ୍ତ୍ର, ପ୍ରଗତିବାଦୀ, ଅନୁପମ ଭାରତ,ଭଳି ଅନୁଷ୍ଠାନ ରେ ସାମ୍ବାଦିକତା କରି ଆସିଥିଲେ ହେଁ ପରବର୍ତ୍ତୀ ସମୟରେ “ସମାଜ” ଖବରକାଗଜରେ ଦୀର୍ଘ ବର୍ଷ ଧରି କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରି ଜିଲ୍ଲାର ବହୁ ସମସ୍ୟା ସମ୍ପର୍କରେ ସମ୍ବାଦ ପରିବେଷଣ କରି ବେଶ୍ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:(ରଜନୀକାନ୍ତ ମିଶ୍ର) କିର୍ତ୍ତି ଅର୍ଜନ କଲା ବୃହତ ସମ୍ବଲପୁରୀ ନୃତ୍ୟ ପାଇଁ ଜାତୀୟ ସ୍ତରରେ ସମ୍ମାନିତହେଲା ଭବାନୀପାଟଣା ବିକାଶ କଲେଜ। ବିଦ୍ୟାଳୟରେ ଚଳିତ ବର୍ଷ ଅଗଷ୍ଟ ୧ ତାରିଖ “ସମ୍ବଲପୁରୀ ଦିନ ” ପାଳନ ଅବସରରେ ବିଦ୍ୟାଳୟ ର ତିନିଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କୁ ନେଇ ସାମୁହିକ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମକୁ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍” ରେ ସ୍ଥାନିତ କରିବା ପାଇଁ ପଠାଯାଇଥିଲା ।ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ବିକାଶ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା:(ସତ୍ୟନାରାୟଣ ମହାପାତ୍ର) ପ୍ରତିବର୍ଷ ନଭେମ୍ବର ପହିଲା କୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବରେ ପାଳନ କରାଯାଉଛି। ତେବେ ଜିଲ୍ଲା ଗଠନ ଦିବସ କଳାହାଣ୍ଡି ଅସ୍ମିତାର ପରିଚାୟକ ତେଣୁ ପ୍ରତି ସ୍ତରରେ ଜିଲ୍ଲା ସାରା ପାଳନ କରାଯାଉ ଓ ଏଥିରେ କଳାହାଣ୍ଡିଆ ଜିଲ୍ଲାର ସମସ୍ତ ସଂଗଠନ, ସାଂସ୍କୃତିକ ସଂଗଠନ, ରାଜନୈତିକ ସଂଗଠନ ସାମିଲ ହୋଇ ନିଜ ନିଜ ସ୍ତରରେ ଉତ୍ସବ ଆୟୋଜନ କରିବାକୁ ଆଜି ସ୍ଥାନୀୟ ଅମଲା ଭବନ ଠାରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ […]
ନ୍ୟୁଜ ଗ୍ୟାଲେରି,ଭବାନିପାଟଣା: ସଦର ବ୍ଲକ ଅର୍ନ୍ତଗତ ସର୍ଗୀଗୁଡା ଗ୍ରାମ ଠାରେ ଚାଲୁଥିବା ବେଆଇନ୍ ରନ୍ଧା ଦେଶୀ ମଦ ତିଆରି ଉପରେ ଚଢାଉ କରି ଜବତ କରାଯାଇଛି । ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଭାରପ୍ରାପ୍ତ ଅଧିକାରୀ ତିଳକରାମ ନାଏକ ଙ୍କ ନେତ୍ରୁତ୍ଵରେ ସଦର ବ୍ଲକ ସର୍ଗୀଗୁଡା ଗ୍ରାମର ପଛ ପଟ ଏକ ନାଳ ରେ ଦେଶୀ ରନ୍ଧା ମଦ ସ୍ଥାନକୁ ଚଢାଉ କରି ୨୦୦ ଲିଟର ମହୁଲ ରନ୍ଧା ମଦ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୮ତମ ଶୁଭ ଜନ୍ମ ଦିନ ଅବସରରେ ଜୀବନବିନ୍ଦୁ ଓ କଳାହାଣ୍ଡି ବିଜୁ ଜନତା ଦଳ ଆନୁକୁଲ୍ୟରେ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟର ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶିଶୁ ଓ୍ବାର୍ଡ ଠାରେ ଫଳ ବଣ୍ଟନ କରାଯାଇଥିଲା ।ଏହି ରକ୍ତଦାନ ଶିବିରରେ ସର୍ବମୋଟ ୭୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ କଳାହାଣ୍ଡି ବିଜେଡି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ପ୍ରାଥମିକ ଏସ୍କକେଡର ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବି ନେଇ ଭବାନୀପାଟଣା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି।ତାଙ୍କର ପ୍ରଥମ ଦାବି ହେଲା ଯେ.ଆଇ ଏସ ବାବାଦ କୁ ୧୨୫୦୦ଟଙ୍କା ୨୦୨୧ ମସିହା ରେ କଟିଥିଲା ତାହାଏପ୍ରାଯନ୍ତ ଯେ.ଆଇ ଏସ ଖାତାରେ ପଡ଼ିନାହିଁ। ଦୃତିୟ ଦାବି ଏମ ପି ଏସ ବାବଦକୁ ୧୦% କୁଟୁଥିବା ଟଙ୍କା ପାଞ୍ଚ ମାସହେଲା କଟୁଛି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୬ ଜଣଙ୍କର ନାମ ପଞ୍ଜୀକରଣ କରାଯାଇଥିଲା ସେଥି […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କ୍ଷେତ୍ରିୟ ପାଇକ ସମାଜ ମ.ରାମପୁର ଉପମଣ୍ଡ ଠାରେ ବିଜୟା ଦଶମୀ ନଗର ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମ.ରାମପୁର ରାଜ ପରିବାର ରୁ ନୀଳମାଧବ ସିଂଦେଓ ଉପସ୍ଥିତ ରହିଥିଲେ। ମ.ରାମପୁର ଉପମଣ୍ଡଳ କୂଳସୋଦର ହୃଦାନନ୍ଦ ଧଙ୍ଗଡାମାଝୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ବିଜୟା ଦଶମୀ ରେ ନଗର ପରିଭ୍ରମଣ ଅସ୍ତ୍ର ଶସ୍ତ୍ର ଏବଂ ମଶାଲ ଧରି ପାଇକ ମାନଙ୍କ ପରମ୍ପରା ପ୍ରଦର୍ଶନ ପରିଭ୍ରମଣ […]
ନ୍ୟୁଜ ଗ୍ୟାଲେରି,ଭବାନିପାଟଣା:ମା ମାଣିକେଶ୍ଵରୀ ଙ୍କ ଛତ୍ର ଭବାନୀପାଟଣା ସହର ଉପକଣ୍ଠସ୍ଥ ଜେନାଖାଲ ଠାରେ ରୀତିନୀତି ଅନୁଯାୟୀ ସନ୍ଧି ପୁଜା ପରେ ମା ଙ୍କ ଛତର ଦୀର୍ଘ ଚାରି କିଲୋମିଟର ଯାତ୍ରା କରିଥିଲେ । ସକାଳ ୬ ଟା ରୁ ଛତ୍ର ଜେନାଖାଲ ରୁ ବାହାରି ୧୨ ଘଣ୍ଟା ସମୟରେ ମା ମାଣିକେଶ୍ଵରୀ ମନ୍ଦିର ରେ ପ୍ରବେଶ କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ମା ଜେନାଖାଲ ରୁ ବାହାରିବା ପୁର୍ବରୁ ଘୁମୁରା ଟ୍ରୁପ, ଘଣ୍ଟ ଦଳ, ନିଶାନ ବାଦ୍ଯ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଯାକମ ଠାରେ ଏକ ପର୍ଯ୍ୟଟନସ୍ଥଳୀ ଏବଂ ପର୍ଯ୍ୟଟନଗୃହ ର ଶୁଭାରମ୍ଭ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଙ୍କ କରକୋମଳରେ ଉଦ୍ଧଘାଟନ ହୋଇଯାଇଛି। ଏହି ଉଦ୍ଧଘାଟନ ଉତ୍ସବରେ ପୂର୍ବତନ ସାଂସଦ କୁମାର ସାହେବ ଅର୍କ କେଶରୀ ଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ,ସି ସି ଏଫ ସନ୍ତୋଷ ଯୋଶୀ, ଡି ଏଫୋ ଓ କଲାବନନ ଆର,ବିଜେପି ସମାଜସେବୀ ଭାରତ ଭୂଷଣ ଦେଓ, ରାଜକୁମାର ସାହେବ ଫତେ କେଶରୀ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୬୩ଜଣଙ୍କର ନାମ ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୧୩୧ ଗୋଟି ରହିଥିବା ବେଳେ ଦଳଗତ ଗ୍ରାମ ସମସ୍ୟା ୨୯ ଗୋଟିଏ ସି ଏମ୍ ଆର୍ ଏଫ୍ ସହାୟତା ଦୁଇ ଓ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ମହା ସମାରୋହ ର ସେବା ପତ୍ରିକା କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଙ୍କ ଦ୍ଵାର ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟ କର୍ମ ରେ ସଂଘ ସଭାପତି ଶରତ ନାୟକ ଙ୍କ ଅଧ୍ୟକ୍ଷ ତାରେ ସଭା ଅନୁଷ୍ଠିତ ହୋଇଥିଲା ।କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ରୂପେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଓ ସମ୍ମାନିତ ଅତିଥି ରୂପେ ପୂର୍ବତନ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମଦ୍ ଭଗବତଗୀତା ହେଉଛି ସାକ୍ଷାତ ଭଗବାନ ଙ୍କ ଦିବ୍ୟବାଣୀ ଏହାର ମହିମା ଅପାର ଓ ଅପରିମିତ। ଗୀତା ହେଉଛି ଆତ୍ମାଜ୍ଞାନର ବିଜ୍ଞାନ ପାର୍ଥିବ ବନ୍ଧନ ମଧ୍ୟରେ ଥାଇ ମାୟାଜାଲ ରେ ଛନ୍ଦୀହୋଇ ମନ ଓ ବୁଦ୍ଧିକୁ ସନ୍ତୁଳିତ କରି ଆତ୍ମାକୁ ଉତଥାନ ମାର୍ଗରେ ଆଗେଇ ନେବାପାଇଁ ଯେଉଁ ଜ୍ଞାନ ର ଆବଶ୍ୟକତା […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ପୁରୁଣା ପଡା ଠାରେ ନିରଞ୍ଜନ ପ୍ରଧାନ (ବିଦ୍ରୋହୀ) ଙ୍କ ଦ୍ଵାଦଶ କାର୍ଯ୍ୟକ୍ରମ ଅବସରରେ ଏକ ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଏବଂ ନିରଞ୍ଜନ ସ୍ମରଣିକା କମିଟି ଗଠିତ ହୋଇଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କପିଳମୁନୀ, ଆଶ୍ରମ ପୀଠ, ପାଇକମାଳ , ହରିଶଙ୍କର ଶାଖା ଖପ୍ରାଖୋଲ ସମେତ କେତେକ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ପୁରୁଣା ପଡା ରାଧାକୃଷ୍ଣ ମନ୍ଦିର ନିକଟରେ ନିରଞ୍ଜନ ବିଦ୍ରୋହୀଙ୍କ ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କପା କ୍ରୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ତିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷୟତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟିକା ନର୍ଲା ମନୋରମା ମହାନ୍ତି, ଉପଜିଲ୍ଲାପାଳ ଧର୍ମଗଡ ଧୀମାନ ଚକମା, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମଲୟ କୁମାର ପରିଡା,ସାଂସଦ ପ୍ରତିନିଧି,ସଦର ବିଧାୟକ ପ୍ରତିନିଧି , ଜିଲ୍ଲାସ୍ତରୀୟ ଅଧିକାରୀ, କପା ଚାଷୀ, ମିଲର୍ସ, ସି.ସି.ଆଇ. ର ପ୍ରତିନିଧି, […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୧୧ ତାରିଖରେ ଅନୁଷ୍ଠିତ ହେବ ।ଜେନା ଖାଲ ରେ ମା ଙ୍କ ଛତର ର ବିଧି ଅନୁସାରେ ପୂଜ୍ଯ ପୂଜା ସାରି ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଙ୍କୁ ଦର୍ଶନ ଦେବା ନିମନ୍ତେ ଭକ୍ତଙ୍କ ଭିଡରେ ମା ଙ୍କ ଛତର ମନ୍ଦିର ପ୍ରବେଶ କରିବ।ଛତର ଉତ୍ସବ କୁମହାସମାରୋହରେ ଶାନ୍ତି, ଶୃଙ୍ଖଳା ସହିତ ପାଳନ କରିବା ପାଇଁ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ କଳାହାଣ୍ଡି ବିଜେଡି ତାର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି।କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନେତୃତ୍ୱରେ ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରୁ ଶାସ୍ତ୍ରୀ ଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ।ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଗାନ୍ଧି ଛକ ଠାରେ ଏକ ଜିଲ୍ଲା ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:(ସତ୍ୟନାରାୟଣ ମହାପାତ୍ର)ପବିତ୍ର ମହାଳୟା ଉପଲକ୍ଷେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ଜଳେଶ୍ଵର ମନ୍ଦିର ନିକଟସ୍ଥ ପିପଳ ନାଳ ଠାରେ “ସାମୁହିକ ତିଳ ତର୍ପଣ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ରାହ୍ମଣ ସମାଜର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଓ ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ଏହି ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମରେ ସହରର ବହୁ ବ୍ରାହ୍ମଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ପଣ୍ଡିତ ମଙ୍ଗଳୁ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପୌରପାଳିକା ଭବାନୀପାଟଣା ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଟାଉନ ହଲ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା, ଆଲୋଚନା ଚକ୍ର,ସ୍ଵଚ୍ଛତା ହିଁ ସେବା ଉଦଯାପନୀ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର ୱାନ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ ଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ପଞ୍ଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ଲୋକସଭା ସାଂସଦ ମାଳବିକା ଦେବୀ ଉପସ୍ଥିତ ରହିଥିଲେ ।ଏହି ବୈଠକ ରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ,ଭବାନୀପାଟଣା ବିଧାୟକ ପ୍ରତିନିଧି, ବ୍ଲକ ଅଧ୍ୟକ୍ଷ ପ୍ରପୁଲ୍ଲ କୁମାର ସାହୁ,ଉପାଧ୍ୟକ୍ଷା ,ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ ଙ୍କ ସମେତ ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ ।ଏଥିରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୪ ଜଣଙ୍କର ନାମ ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୩୦ ଗୋଟି ରହିଥିବା ବେଳେ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ତାର ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ଏଥିପାଇଁ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ପଦଯାତ୍ରାରେ ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶ୍ରୁତିର ପ୍ରସଙ୍ଗକୁ ଧରି କଳାହାଣ୍ଡି ବିଜେଡି ମଇଦାନକୁ […]
