ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଯାକମ ଠାରେ ଏକ ପର୍ଯ୍ୟଟନସ୍ଥଳୀ ଏବଂ ପର୍ଯ୍ୟଟନଗୃହ ର ଶୁଭାରମ୍ଭ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଙ୍କ କରକୋମଳରେ ଉଦ୍ଧଘାଟନ ହୋଇଯାଇଛି।
ଏହି ଉଦ୍ଧଘାଟନ ଉତ୍ସବରେ ପୂର୍ବତନ ସାଂସଦ କୁମାର ସାହେବ ଅର୍କ କେଶରୀ ଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ,ସି ସି ଏଫ ସନ୍ତୋଷ ଯୋଶୀ, ଡି ଏଫୋ ଓ କଲାବନନ ଆର,ବିଜେପି ସମାଜସେବୀ ଭାରତ ଭୂଷଣ ଦେଓ, ରାଜକୁମାର ସାହେବ ଫତେ କେଶରୀ ଦେଓ, ସାଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ନାଏକ, ଦକ୍ଷିଣ ବନଖଣ୍ଡ ଅଧିକାରୀ ରମେଶ ଚନ୍ଦ୍ର ରାଉତ,ଯୋଗେନ୍ଦ୍ର ମାଝୀ ଉପସ୍ଥିତ ରହିଥିଲେ।
ଏହି ପର୍ଯ୍ୟଟନ ସ୍ଥଳୀ ରେ ସମସ୍ତଙ୍କୁ ରହିବା ଓ ପ୍ରକୃତି ର ସୌନ୍ଦର୍ଯ୍ୟ ବାତାବରଣ ଅନୁଭବ କରିପାରିବେ ।ସେଥିପାଇଁ ଏହି ବ୍ୟବସ୍ଥା ଯାକମ ଠାରେ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଯାକମର ସ୍ଥାନୀୟ ବାସିନ୍ଦା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

