ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ପ୍ରାଥମିକ ଏସ୍କକେଡର ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବି ନେଇ ଭବାନୀପାଟଣା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି।ତାଙ୍କର ପ୍ରଥମ ଦାବି ହେଲା ଯେ.ଆଇ ଏସ ବାବାଦ କୁ ୧୨୫୦୦ଟଙ୍କା ୨୦୨୧ ମସିହା ରେ କଟିଥିଲା ତାହାଏପ୍ରାଯନ୍ତ ଯେ.ଆଇ ଏସ ଖାତାରେ ପଡ଼ିନାହିଁ। ଦୃତିୟ ଦାବି ଏମ ପି ଏସ ବାବଦକୁ ୧୦% କୁଟୁଥିବା ଟଙ୍କା ପାଞ୍ଚ ମାସହେଲା କଟୁଛି ତାହା ଏମପି ଏସ ରେ ଯମହୋଇନାହିଁ ।
ତାକୁନେଇ ସଦର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ ଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି ବୋଲି ସଂଘ ପକ୍ଷରୁ ଗଣମଧ୍ୟମକୁ ପ୍ରକାଶିତ କରିଛନ୍ତି।ଏହି ଗଣ ଧାରଣାରେ ସଂଘ ସଭାପତି ଦାମୋଦର ଚନ୍ଦନ, ସମ୍ପାଦକ ନିତ୍ୟନନ୍ଦ ରଣା, ସଭ୍ୟ ସୁବ୍ରତ ଦଣ୍ଡସେନା, ପ୍ରଶାନ୍ତ କୁମାର ପ୍ରଧାନ, ତ୍ରିଲୋଚନ ସାହୁ, ଉପସଭାପତି ପ୍ରମିଳା ସାହୁ, କୈଳାଶ ମାଝୀ ଏବଂ ସଦର ବ୍ଲକ ର ଏସ୍କ କେଡର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଦୁଇ ଦଫା ଦାବି ପୁରଣ ନହେବାଯାଇ ଧାରଣାରୁ ଓହରିବୁ ନାହିଁ ବୋଲି ଗଣମଧ୍ୟ ମକୁ କହିଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

