ନ୍ୟୁଜଗ୍ୟାଲେରି ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ତରଫରୁ ନୂତନ ଭାବରେ ଦାଇତ୍ୱ ପାଇଥିବା ଜିଲ୍ଲା ସଭାପତି ଏଵଂ ମଣ୍ଡଳ ସଭାପତି ଓ ଜିଲ୍ଳା ପ୍ରତିନିଧି ଏବଂ ରାଜ୍ୟ ପରିଷଦ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ପୂର୍ବତନ ଜିଲ୍ଳା ସଭାପତି ଦେବେନ୍ଦ୍ର ମହାନ୍ତି ଓ ଧନଞ୍ଜୟ ପାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,
ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ରାଜ୍ୟ ମହିଳା ନେତ୍ରୀ କୁନ୍ତି ପାଳ ବରିଷ୍ଠ କାର୍ଯ୍ୟକର୍ତ୍ତା ଦିକସନ ମଙ୍ଗରାଜ ,ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟା ସୁକାନ୍ତି ସା ଯୋଗ ଦେଇ ଥିଲେ। ନୂତନ ଭାବରେ ଦାଇତ୍ୱ ପାଇଥିବା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ସମେତ ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ଵାଇଁ, ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ, ଧର୍ମଗଡ଼ ନଗର ସଭାପତି ସୈାରଭ ମତ୍ତଲ, କୋକସରା ମଣ୍ଡଳ ସଭାପତି ବସନ୍ତ ବାଗ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ଵିଜମରା ମଣ୍ଡଳ ସଭାପତି ସରୀତା ସରାଫ ଖଇରପଦର ମଣ୍ଡଳ ଜିଲ୍ଲା ପ୍ରତିନିଧି ଜୟ ଶଙ୍କର ମୁଣ୍ଡ,ଟିପିଗୁଡା ଜିଲ୍ଲା ପ୍ରତିନିଧି ବିଭୁଦତ୍ତ ପ୍ରଧାନୀ, ଧର୍ମଗଡ଼ ନଗର ଜିଲ୍ଲା ପ୍ରତିନିଧି ଡମ୍ବରୁ ଧର ଠାକୁର, କୋକସରା ଜିଲ୍ଲା ପ୍ରତିନିଧି ଦୂର୍ଗା ପ୍ରସାଦ ପ୍ରଧାନୀ ଆମପାଣି ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ଓ ଅରୁଣ କୁମାର ପଣ୍ଡା, ଚକ୍ର ଧର ନାଏକ ଙ୍କୁ ସମଦ୍ଧିତ କରାଯାଇଥିଲା।
ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ମମତା ମାହୁନ୍ତ ଯୋଗ ଦେଇ ଥିଲେ । ନୂତନ ଭାବରେ ଦାଇତ୍ୱ ପାଇଥିବା ଜିଲ୍ଲା ସଭାପତି ତଥା ମଣ୍ଡଳ ସଭାପତି ଏଵଂ ଜିଲ୍ଲା ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ଯୁବ ନେତା ହିମାଂଶୁ ଶେଖର ପଣ୍ଡା, ଚତୁର୍ଭୁଜ ତାଣ୍ଡି ମଞ୍ଚ ରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

