ନ୍ୟୁଜଗ୍ୟାଲେରି, ବାଲେଶ୍ବର: ରାଜ୍ୟ ପରିବହନ ବିଭାଗର ଦୁର୍ଘଟଣା ରୋକିବା ଦିଗରେ ଉଦ୍ୟମ ସତ୍ତ୍ବେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳେ ବାଲେଶ୍ବର ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଯାତ୍ରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁସାରେ, ଆଜି ବାଲେଶ୍ଵର ସହର ଉପକଣ୍ଠ ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ସକାଳ ପ୍ରାୟ ୯ଟା ସମୟରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ […]
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସେହି ମୃତକମାନଙ୍କର ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୬ ପୁରୁଷ ଓ ଦୁଇ ଶିଶୁ ଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ(୨୫), ସୀତାରାମ ପ୍ରଧାନ(୬୦), ସୁଜ୍ଞାନୀ କୁମାରୀ ପ୍ରଧାନ(୩୧), ରମେଶ ପ୍ରଧାନ(୬୨) ଓ ତ୍ରିପତି ପ୍ରଧାନ(୪୮), ଗଡ […]
ଭୁବନେଶ୍ୱର : (ନ୍ୟୁଜଗ୍ୟାଲେରି) ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ମୋଡାଲିଟି ପ୍ରକାଶ ପାଇଛି। ଉକ୍ତ ମୋଡାଲିଟି ଅନୁଯାୟୀ, ୨୦୧୩ ପରବର୍ତ୍ତୀ ସମୟରେ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହେବେ। ସେମାନଙ୍କ ଚୁକ୍ତିଭିତ୍ତିକ ଅବଧି ନିୟମିତ ଚାକିରିରେ ଯୋଗ ହେବା ସହ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରାଯିବ। ନିୟମିତ କର୍ମଚାରୀଙ୍କ ପରି ସେମାନଙ୍କୁ ସମସ୍ତ ପ୍ରକାର […]
କଟକ:ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ସରକାରଙ୍କର ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ଏ ସଂକ୍ରାନ୍ତରେ ସରକାରଙ୍କ ଦ୍ବାରା ଦାଖଲ ସତ୍ୟପାଠ ଉପରେ ଅସନ୍ତୋଷ ପ୍ରକାଶ କରି ଏଭଳି ମନ୍ତବ୍ୟ ଦେବାସହିତ ତୁରନ୍ତ ଏ ଦିଗରେ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ସରକାରୀ ଡାକ୍ତରଖାନା ପରିସରକୁ ଦଲାଲମୁକ୍ତ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନାହାନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀ […]
କଳାହାଣ୍ଡି:ବାଲେଶ୍ବରଜିଲ୍ଲାବାହାନଗାଠାରେ ଘଟିଥିବାଦୁର୍ଘଟଣାକୁ ନେଇ ସିବିଆଇ ସ୍କାନରରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ ଅମୀରଖାନ୍। ସିବିଆଇ ହେପାଜତରେ ଅଛନ୍ତି ଅମୀର । ତାଙ୍କ ଘରେ ପହଞ୍ଚି ସିବିଆଇ ଟିମ୍ ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ ଖୋଲିଛି। ଘର ଭିତରେ ପଶି ସିବିଆଇ ଟିମ୍ ତନାଘନା କରୁଛି। ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ ଚାଲିଛି। ସୂଚନାଯୋଗ୍ୟ, ୩ ଜଣିଆ ସିବିଆଇ ଟିମ ଗତକାଲି ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲେ। […]
କଳାହାଣ୍ଡି: ପୁରୀ, ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରୁଛନ୍ତି। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ଶେଷ ହେବ। ଏହାପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ଏଣେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ। ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି […]
କଳାହାଣ୍ଡି:ରାୟଗଡା ଅମ୍ବାଦଲା, ରେଳ ବିଭାଗ ଉପରେ କୋପ ଦୃଷ୍ଟି ପଡିଛି। କେଉଁଠି ନା କେଉଁଠି ରେଳ ବିଭାଗରେ ସମସ୍ୟା ଦେଖା ଦେଉଛି। ଆଜି ପୁଣି ରାୟଗଡା ଜିଲ୍ଲାର ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତର ବକସାଇନ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ମାଲବାହୀ ଟ୍ରେନ ଲାଞ୍ଜିଗଡ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ସମୟରେ ତିନୋଟି ବଗି ରେଳ ଧାରଣରୁ ଖସି ପଡିଛି, ଯେଉଁଥିପାଇଁ ରେଳ ଯାତାୟତ ବ୍ୟାହତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଧନଜୀବନର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। […]
କଳାହାଣ୍ଡି: ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଥିବା ମାୟାବର୍ହା ଛକ ଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାର ଅଟିକିବା ପରେ ଏଥିରେ ଯାଉଥିବା ଜଣେ ବ୍ୟକ୍ତି ଫୋନ୍ରେ କଥା ହେଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଧକ୍କାରେ ମୃତ୍ୟୁ ହେବା ଘଟଣାରେ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି। କିନ୍ତୁ ପ୍ରଶାସନର ପ୍ରତିଶ୍ରୁତି ପାଇବା ପରେ ଦୀର୍ଘ ୫ ଘଣ୍ଟା ପରେ ରାସ୍ତା ଅବରୋଧ ହଟି ଥବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପାଟଣାଗଡ଼ ବ୍ଲକ ଭାଲୁଜୁରୀ ଗ୍ରାମର […]
କଳାହାଣ୍ଡି:ବଲାଙ୍ଗୀର,ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍କୁ ଏକ କାର ପଛପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅକାଳରେ ଜୀବନ ହରାଇଛନ୍ତ। ସୂଚନା ଅନୁସାରେ, ବଲାଙ୍ଗୀର ସହର ରାମଜୀପଡ଼ାର ଆୟୁର୍ବେଦିକ ଚିକିତ୍ସକ ଡା. ଜୟନ୍ତ ପ୍ରକାଶ ନାଏକଙ୍କ ପୁଅ ଆତ୍ମଜ ଓରଫ ଅମନ ନାଏକ ପରିବାର ଓ ସଂପର୍କୀୟଙ୍କ […]
କଳାହାଣ୍ଡି:ଭୁବନେଶ୍ୱର, ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ ଉପରେ ପୂର୍ବରୁ ଅନେକ ସାହିତ୍ୟ ସୃଷ୍ଟି ହୋଇଛି କଳାହାଣ୍ଡି ଜିଲ୍ଲା ର ଔପନ୍ୟାସିକ ରାସ ବିହାରୀ ବେହେରା ଙ୍କ ରଚିତ ଉପନ୍ୟାସ “ଅନ୍ବେଷି” ବିଭିନ୍ନ ଦିଗରୁ ଅନନ୍ୟ ଗାନ୍ଧୀବାଦ ସଭ୍ୟତାକୁ ସବଳ,ସଚଳ ଓ ସୁଦୃଢ଼ କରାଯାଇ ପାରିବ ବୋଲି ଏହି ଉପନ୍ୟାସଟିର ଅନ୍ତଃସ୍ୱର ରହିଛି। ଏହି ଆବଶ୍ୟକତା ନିମିତ୍ତ ଉପନ୍ୟାସ “ଅନ୍ୱେଷି” ପଢିବା ଆବଶ୍ୟକ ବୋଲି ଏହାର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ପ୍ରଖ୍ୟାତ ଔପନ୍ୟାସିକ ବିଭୁତି ପଟ୍ଟନାୟକ ମତ […]
ଝାରସୁଗୁଡ଼ା : ଗତ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରସଙ୍ଗକୁ ନେଇ ଶୁକ୍ରବାର ପୁଣିଥରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ବିଜେଡି ଯୋଜନା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଆଇନ୍ ତା ବାଟରେ ଯାଉନି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପୂଜାରୀ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଜୁଏଲ୍ ଓରାମ, […]
କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ଅନ୍ତର୍ଗତ ତେନ୍ତୁଳିକୁପା ଗାଁ ର ସୁଦମ ଭୋଇ ର ଗତକାଲି ନିକଟସ୍ଥ ଏକ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣା ର ତଦନ୍ତ ପାଇଁ ଏମ୍ ରାମପୁର ପୋଲିସ ଗାଁ କୁ ଯାଇଥିବା ବେଳେ ଗାଁ ଲୋକେ ପୋଲିସ କୁ ଅଟକ ରଖିଛନ୍ତି।ସୁଦାମ କୁ ଗତ କିଛି ଦିନ ତଳେ ରିଷିଡା ଫାଣ୍ଡି ପୋଲିସ ଏକ ଚୋରି ଘଟଣାରେ ଘରୁ ସୁଦାମ କୁ […]
କଳାହାଣ୍ଡି ଜିଲ୍ଲା ଭବାନିପାଟଣା ର ଦାପ୍ତା ସଂସ୍ଥା ଠାରେ ସ୍ଵାତି ଅନୁଷ୍ଠାନ ତରଫରୁ ଦୁଇ ଦିନିଆ ମହିଳା ସଶକ୍ତିକରଣ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି , ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ଡି ଏସ ଡବ୍ଲୁ ଓ ଶ୍ରୀମତୀ ପୁଣ୍ୟବତି ହେବେନସ୍ ଉଦ୍ଧଘାଟନ କରିଥିଲେ। ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ଶୋଷଣ କୁ ରୋକିବା ପାଇଁ ସରକାର୍ ବିଭିନ୍ନ ପଦକ୍ଷେପ ନେଇ ଅନେକ […]
କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେଆଧାର କାର୍ଡ ଅପଡେଟ ନିମନ୍ତେ ସ୍ଵତନ୍ତ୍ର କ୍ୟାମ୍ପ 10 ବର୍ଷ ପୂର୍ବରୁ ପଞ୍ଜୀକରଣ କରାଯାଇ ଆଧାର ପାଇଥିବା ବ୍ୟକ୍ତିମାନଙ୍କ ଆଧାର କାର୍ଡ ରେ ପରିଚୟ ପ୍ରମାଣ ଓ ଠିକଣା ପ୍ରମାଣକୁ ସଂଯୋଗ କରିବା ପ୍ରକ୍ରିୟାକୁ “ଆଧାର ଡକୁମେଣ୍ଟ ଅପଡେଟ” କୁହାଯାଏ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁରୁଣା କୋଠାରେ ସ୍ଵତନ୍ତ୍ର କ୍ଯାମ୍ପ ଖୋଲାଯାଇଛି । ସମସ୍ତ ସରକାରୀ ଅଧୀକାରୀ ଓ କର୍ମଚାରୀ ଏହାର ସୁଯୋଗ ନେଇ ନିଜର ଆଧାର ଅପଡେଟ କରାନ୍ତୁ ବୋଲି […]
କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଡ଼ଃ ବିଶ୍ୱଜିତ ଦାସ ,ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ବେଦ ଭୂଷଣ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୭୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୬୪ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୪ଟି […]
ଭବାନୀପାଟଣା ସ୍ଥିତ ସ୍ଥାନୀୟ ଟାଉନ୍ ହଲ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ,ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ଜିଲ୍ଲା ବିଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ରାଇକା ଯୋଗ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ମଣ୍ଡଳ ଦିବସ […]
କଳାହାଣ୍ଡି ଜିଲ୍ଲା ର ଛାତ୍ର ଛାତ୍ରୀ ଙ୍କ ଅବକାଶ ସମୟରେ ଶିକ୍ଷାର୍ଥୀମାନେ ଆନନ୍ଦରେ ବିଭିନ୍ନ ବିଷୟଭିତ୍ତିକ ପାଠ୍ୟ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ଗ୍ରୀଷ୍ମ ଅବକାଶ ସମୟ ରେ ଶିକ୍ଷାର୍ଥୀଙ୍କ ପାଠପଢ଼ା ସମ୍ବର୍ଦ୍ଧିତ ସ୍ପଷ୍ଟୀକରଣ ନିମନ୍ତେ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଦେୟମୁକ୍ତ”ଟୋଲ ଫ୍ରି”ନଂ ୧୮୦୦୩୪୫୭୯୮୨ଜାରି କରିଛନ୍ତି।ଶିକ୍ଷାର୍ଥୀ ମାନେ ବିଭିନ୍ନ ବିଷୟରେ ଶିକ୍ଷା ଗ୍ରହଣ ସ୍ୱରୂପ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ଓ […]
ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ କରି କେସିଙ୍ଗା ସ୍ଥିତ ଅତିରିକ୍ତ ଦେୱାନୀ ଜଜ୍ ତଥା ଜେ ଏମ ଏଫ୍ ସି ର ନୂତନ କୋଠା ମୁଖ୍ୟ ଅତିଥି ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୂରଲୀଧର ଙ୍କ କରକମଲ ରେ ଉଦ୍ଧଘାଟିତ ହୋଇଥିଲା । ସଭା ଆରମ୍ଭ ପୂର୍ବରୁ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ଉତ୍କଳଜନନୀ” ପରିବେଷଣ ସହ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରଯାଇଥିଲା।କେସିଙ୍ଗା ଠାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ […]
କଳାହାଣ୍ଡି ଜିଲ୍ଲା ଏମ ରାମପୁର ଠାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୂରଲୀଧର ଙ୍କ କରକମଳରେ ଅତିରିକ୍ତ ଦେୱାନୀ ଜଜ୍ ତଥା ଜେ ଏମ ଏଫ୍ ସି କୌର୍ଟ ର ନୂତନ କୋଠା ଶୁଭ ଉଦ୍ଧଘାଟନ ହୋଇଯାଇଛି। ଏମ ରାମପୁର ନୂତନ କୋଠା ଉଦ୍ଧଘାଟନ ହାଇକୋର୍ଟ ଜଜ୍ ଅଧ୍ୟକ୍ଷ, କୋଠାବାଡ଼ି କମିଟି ହାଇକୋର୍ଟ ଡ଼ଃ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ , ହାଇକୋର୍ଟ ରେଜିଷ୍ଟାର ଜେନେରାଲ ପ୍ରତାପ କୁମାର ପାତ୍ର, ହାଇକୋର୍ଟ ରେଜିଷ୍ଟାର ଭିଜିଲାନ୍ସ […]
ଭବାନୀପାଟଣା ବ୍ଲକ ସ୍ଥିତ କୁଟୁରୁ ଖମା ଠାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ବିଭିନ୍ନ ସଂଗଠନର ସମର୍ଥନରେ ବ୍ୟାପକ ଭାବରେ ବନ୍ଦ ପ୍ରଭାବ ପଡିଥିବା ଦେଖିବାକୁମିଳିଛି।ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଷ୍ଟ୍ରୀୟ ଚୌଧୁରୀ ବିକାଶ ପଟେଲ ଙ୍କ ଆହ୍ଵାନ କ୍ରମେ ଭାରତ ବନ୍ଦ ପାଳନ ପ୍ରଭାବ ପଡିଛି। ଓବିସି ଜନଗଣନା, ଚାକିରୀ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ, ଇଭିମ ହଟାଓ, ବେଶରକାରୀ କ୍ଷେତ୍ରରେ ଏସଟି ଏସସି ଓବିସିଙ୍କ ପାଇଁ ସଂରକ୍ଷିଣ,ପୁରୁଣା ପେନସନ ସ୍କିମ ପୁନଃ କାର୍ଯ୍ୟକାରୀ କରିବା, ଏସଟି […]
ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କଳାହାଣ୍ଡି ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀ ଡା ହେମନ୍ତ କୁମାର ପ୍ରଧାନ ପତାକା ଦେଖାଇ ଉଦ୍ଧଘାଟନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ମହାବିଦ୍ୟାଳୟର ଛାତ୍ର, ଅଗ୍ରଣୀ ଚାଷୀ, ପଶୁ ପାଳନ ଉଦ୍ୟୋଗି , ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ଅଂଶ ଗ୍ରହଣ କରି ଶୋଭାଯାତ୍ରା ସିଡିଭିଓ ଅଫିସ ଠାରୁ ବାହାରି […]
ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନିମୟ ପକ୍ଷରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ର ୭୪ଜଣ ଯୁବକ ଯୁବତୀ ଙ୍କୁ ଉତ୍ଥାନ କାର୍ଯ୍ୟକ୍ରମ ରେ ନିଯୁକ୍ତି ଦିଆଯାଇଛି।ଏଥିନିନାମନ୍ତେ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ବେଦାନ୍ତ ପକ୍ଷରୁ ଆୟୋଜିତ ଏକ ସ୍ୱନ୍ତନ୍ତ୍ର କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ପାଳ ପି.ଅନ୍ଵେଷା ରେଡି ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଭୟ ଜିଲ୍ଲା ର ୭୩ ଜଣ ଯୁବତ ଯୁବତୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ବେଦାନ୍ତ ଲିମିଟେଡ଼ […]
ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ହେଉଛନ୍ତି କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ। ଉତ୍କଳ ସମ୍ମିଳନୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳ କୁ ଏକତ୍ରିକରଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ପ୍ରଥମ ଓଡ଼ିଆ ଭାବରେ ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର ଓ ପ୍ରଥମ ଆଇନ ସ୍ନାତକ ହେବାସହ ମଧୁବାବୁ ଇଂଲଣ୍ଡ ଗସ୍ତ କରିବାର ପ୍ରଥମ ଓଡ଼ିଆ ଓ ବ୍ରିଟିଶ ଶାସନ ଅମଳରେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଥିଲେ। ମଧୁବାବୁ ଉତ୍କଳର ଅର୍ଦ୍ଧ […]
ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଯାଏ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରୁ ଜଣାପଡ଼ିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,କଳାହାଣ୍ଡି, କନ୍ଧମାଳ, […]
