କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ଅନ୍ତର୍ଗତ ତେନ୍ତୁଳିକୁପା ଗାଁ ର ସୁଦମ ଭୋଇ ର ଗତକାଲି ନିକଟସ୍ଥ ଏକ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣା ର ତଦନ୍ତ ପାଇଁ ଏମ୍ ରାମପୁର ପୋଲିସ ଗାଁ କୁ ଯାଇଥିବା ବେଳେ ଗାଁ ଲୋକେ ପୋଲିସ କୁ ଅଟକ ରଖିଛନ୍ତି।ସୁଦାମ କୁ ଗତ କିଛି ଦିନ ତଳେ ରିଷିଡା ଫାଣ୍ଡି ପୋଲିସ ଏକ ଚୋରି ଘଟଣାରେ ଘରୁ ସୁଦାମ କୁ ନେଇ ଫାଣ୍ଡି ରେ ଅଟକ ରଖି ପଚରାଉଚରା କରିଛାଡ଼ିଦେଇଥିଲେ।
ହେଲେ ସେ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ଗତ କାଲି ସଂଧ୍ୟା ସମୟରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ସୁଦାମ ର ମୃତ ଦେହ ଠାବ ହୋଇଥିଲା।ଏ ନେଇ ଏମ୍ ରାମପୁର ଥାନା କୁ ଖବର ଦେଇଥିଲେ।ଏହାକୁ ନେଇ ଏମ୍ ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଙ୍କ ସମେତ ପୋଲିସ ଷ୍ଟାପ ଗାଁ କୁ ଯାଇ ତଦନ୍ତ ସମୟରେ ଗାଁ ଲୋକେ ଫାଣ୍ଡି ଅଧିକାରୀ ଙ୍କୁ ଅଟକ ରଖିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ