ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଇଭିଏମ୍, ଭିଭିପାଟରେ ପ୍ରଦତ୍ତ ମତଦାନ ବୃଥା ଯାଏନାହିଁ। ଇଭିଏମ ମାଧ୍ୟମରେ ୧୧୨ କୋଟିରୁ ଉର୍ଦ୍ଧ୍ବ ମତଦାତା ୨୬ଟି ବିଧାନସଭା, ଗୋଟିଏ ଲୋକସଭା ନିର୍ବାଚନରେ ଡିସେମ୍ବର ୨୦୧୭ ନିର୍ବାଚନରେ ମତଦାନ କରିଥିଲେ। ଏପରିକି ୨୦୧୯ ନିର୍ବାଚନରେ ଓଡ଼ିଶାରେ ସଫଳତାର ସହିତ ଇଭିଏମ୍ ବ୍ୟବହାର କରାଯାଇଥିଲା। ଆସନ୍ତା ସାଧାରଣ ନିର୍ବାଚନରେ ଅନେକ ନୂଆ ଓ ଯୁବବର୍ଗର ଭୋଟର ଭୋଟ ଦେବାକୁ ଯାଉଥିବାବେଳେ ଇଭିଏମ୍ ର ବ୍ୟବହାର ଓ ଭିଭିପାଟର ବିଶ୍ବସନୀୟତା ସଂପର୍କରେ ସେମାନଙ୍କୁ ସଚେତନ କରିବା ଆବଶ୍ୟକ ହୋଇପଡ଼ିଛି। […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ରାଜ୍ୟ ସରକାରଙ୍କ ଜଗନ୍ନାଥ ଏକ୍ସପ୍ରେସ ବସ ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମୋଡରେ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରଦ୍ଧାଳୁମାନଙ୍କ ପୁରୀକୁ ଯିବା ପାଇଁ ଏହି ବସ ସେବା ଏକ ସୁଯୋଗ ଆଣିଦେଇଛି । ପ୍ରଥମ ପର୍ଯ୍ୟାୟ ରେ ୧୨ଟି ଜିଲ୍ଲାରୁ ଏହି ବସ ସେବା ଆରମ୍ଭ କରାଯାଇଛି । କଳାହାଣ୍ଡିଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ପ୍ରଧାନ ଶିକ୍ଷକ ଅଗସ୍ଥି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଅଗସ୍ଥି ସାହୁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପ୍ରଧାନ ଶିକ୍ଷକଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ଫାଇବ୍-ଟି ସ୍କୁଲ ରୂପାନ୍ତରୀକରଣ ବାବଦରେ ଚୂଡ଼ାନ୍ତ ବିଲ୍ କରିଦେବାକୁ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟାରେ ଜିଲ୍ଲାର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ହରେକୃଷ୍ଣ ମେହେର, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଜନୀକାନ୍ତ ସା, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମ ପ୍ରସାଦ ବାବୁ, କଳା ଓ ସଂସ୍କୃତି କ୍ଷେତ୍ରରେ ପଦ୍ମନାଭ ରାଜୁ, ସମାଜସେବା କ୍ଷେତ୍ରରେ ଗଣେଶ ରାମସିଂହଙ୍କୁ ସ୍ୱତନ୍ତ୍ର ଭାବେ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ ଧର୍ମଗଡ଼ ଓ ଭବାନୀପାଟଣା ରେ ଅନୁଷ୍ଠିତ ବିଭିନ୍ନ ଖାଦ୍ୟ ଷ୍ଟଲ୍ କୁ ଖାଦ୍ୟ ନିରାପତ୍ତା ବିଭାଗ ଦ୍ଵାରା ଯାଞ୍ଚ କରାଯାଇଥିଲା। ଧର୍ମଗଡ଼ ପଞ୍ଚାୟତ ପଡିଆ ଧର୍ମଗଡ଼ ରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଧର୍ମଗଡ଼ ଖାଦ୍ୟ ନିରାପତ୍ତା ଅଧିକାରୀ- ବିଶ୍ୱଜିତ ନାଏକ ଏବଂ ତାଙ୍କ ଟିମ୍ ଙ୍କ ଦ୍ଵାରା ଉତ୍ସବ ପଡ଼ିଆ ର ଭିତର ଓ ବାହାର ପରିସର ରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ ଯାଞ୍ଚ କରାଯାଇଥିଲା। […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ନାଗରିକ ଅଧିକାର, କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ଆଜି ସମୟର ଆବଶ୍ୟକତା ଆଉ ଅଳ୍ପ ଦିନ ମଧ୍ୟରେ ଦେଶରେ ପାଳିତ ହେବାକୁ ଯାଉଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏଇ ନିର୍ବାଚନରେ ଯୁବବର୍ଗର ଭୋଟରମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ଭୋଟଦାନ କରିବେ । ସଶକ୍ତ ଦେଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନିଶ୍ଚିତ ବଜାୟ ରଖିବାକୁ ୨୬ତମ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡିଜିଲ୍ଲା ପ୍ରାଥମିକ ଶିକ୍ଷକ ଭବନଠାରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭବନର ୧୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭାରତର ମିଶାଇଲ ମେନ ପୂର୍ବତନ ରାଷ୍ଟ୍ରପତି ଡ଼କ୍ଟର ଏପିଜେ ଅବଦୁଲ କଲାମ ଆଜିର ଦିନରେ ଏହି ଭବନଟିକୁ ଶିକ୍ଷକ ମାନଙ୍କ ଉଦଶ୍ୟରେ ଲୋକାର୍ପିତ କରିଥିଲେ । ସେହି ସ୍ମୃତିକୁ ସ୍ମରଣୀୟ କରିବାପାଇଁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ ସଞ୍ଜୟ କୁମାର ଶତପଥୀ ଯୋଗଦେଇ ପ୍ରାଥମିକ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ ଦୃତିୟ ସନ୍ଧ୍ୟା ରେ କଳାହାଣ୍ଡି ବୀରମାଟି କଳା, ସଂସ୍କ୍ରୁତି, ଭାଇଚାରା ଓ ବନ୍ଧୁତା ରଜ୍ଜୁରେ ବନ୍ଧାହୋଇ ବିକାଶ ପଥରେ ଆଗେଇ ଚାଲିଛି। ଜିଲ୍ଲାରେ ପ୍ରକୃତିରାଣୀ ତାର ଅପୂର୍ବ ସମ୍ଭାର ଭରପୁର କରି ରଖିଛି। ଜିଲ୍ଲାର ପ୍ରତିଟି ଅଧିବାସୀ ଆଜି ଶିକ୍ଷିତ ଓ ସଚେତନ ହେବା ସହିତ ଅନ୍ୟକୁ ଖାଦ୍ୟ ଯୋଗାଉଛନ୍ତି । ସାହିତ୍ୟ ଓ ସଂସ୍କୃତି ଦିଗରେ ସାରା ବିଶ୍ବରେ ନିଜର ଉଲ୍ଲେଖନୀୟ ଛାପ ଛାଡ଼ିଛନ୍ତି ବୋଲି ୨୬ତମ କଳାହାଣ୍ଡି ଉତ୍ସବ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡିର ମହନୀୟ କଳା, ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କଳା, କଳାକାର ଓ କଳାପ୍ରେମୀଙ୍କ ଏଇ ମାଟିର ବୀରତ୍ୱର ଗାଥା ବଖାଣ କରେ ଘୁମୁରା, ବନାବାଡି। ଅବର୍ଣ୍ଣନୀୟ କଳାର ସମ୍ଭାର ଏ ମାଟିର ଅପୂର୍ବ ମହୋତ୍ସବ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା। ଏହି ମହାନ ପରମ୍ପରାକୁ ଉଜ୍ଜୀବିତ କରି ରଖିଥିବା ଏଇ ଲୋକ ମହାପର୍ବ କେବଳ ପାଳିତ ହେଉନାହିଁ ନୂଆ ନୂଆ ଇତିହାସ ଲେଖୁଛି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ର ଲୋକନୃତ୍ୟ ଘୁମୁରା କୁ ଆହୁରି ସମୃଦ୍ଧ କରିବା ଉଦ୍ଦେଶ୍ୟ ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଏହି ପ୍ରଶିକ୍ଷଣ କେନ୍ଦ୍ର ର ଶୁଭ ଉଦ୍ଘାଟନ କରିବା ସହିତ ପ୍ରଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା ର ନୂତନ ସଂସ୍କୃତି ଭବନ ନିର୍ମାଣ ପରେ ସେଠାରେ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗ୍ରାମପଞ୍ଚାୟତର ସରପଞ୍ଚ ଦିଗାମ୍ବର ଲୁହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକ ପରିଚାଳନା କରିଥିବାବେଳେ ଜି ଆର ଏସ ଭୁବନେଶ୍ବର ନାଏକ ଉପସ୍ଥାପନ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କୈଳାଶ ଚନ୍ଦ୍ର ନାଏକ,ମୁଖ୍ୟ ବକ୍ତା ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ରିଷିଗାଁ ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ର ଜାତୀୟ ସେବା ଯୋଜନା ଦ୍ଵାରା ପୋଷ୍ୟ ଗ୍ରାମ ରିସିଗାଁ ଠାରେ ଅନୁଷ୍ଠିତ ଶୀତକାଳୀନ ଶିବିରର ଚତୁର୍ଥ ଦିବସରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଡା: ରାଧାରାଣୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଭବାନୀପାଟଣା ସରକାରୀ ମୁଖ୍ୟ ଚିକିତ୍ସାଳୟ ରୁ ଏକ ଛ ଜଣିଆ ଦଳ ରିସିଗାଁ ହାଇସ୍କୁଲ ରେ ସକାଳ ଦଶଟା ରେ ପହଞ୍ଚିଥିଲା । ଏହି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନିକଟସ୍ଥ ପୋଷ୍ୟଗ୍ରାମ ରିଷି ଗାଁ ଗ୍ରାମଠାରେ ଜାତୀୟ ସେବା ଯୋଜନା ଅଧିକାରୀ ଡ. ରାଧାରାଣୀ ନାୟକଙ୍କ ତତ୍ତ୍ୱାବଧାନରେ ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ ଜଣ ବାଳିକା ସ୍ଵେଚ୍ଛାସେବୀଙ୍କୁ ନେଇ ୫ ତାରିଖ ଠାରୁ ଆରମ୍ଭ ହୋଇ ୧୧ ପର୍ଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ ବିଦ୍ୟାଳୟ ର ଖେଳ ପଡିଆ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ଉଦ୍ଧଘାଟନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ମୂଖ୍ୟ ଅତିଥି ମୁଖ୍ୟବକ୍ତାଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ସମ୍ମାନିତ ଅତିଥି ଅତିରିକ୍ତ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରେ ଆରବିଆଇର ଆର୍ଥିକ ସଚେତନତା ଉପରେ ‘ୱାକାଥନ୍’ ଜନସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ଠାରେ ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଏକ ‘ୱାକାଥନ୍’ ଆୟୋଜିତ କରଯାଇଥିଲା। ଏହି ‘ୱାକାଥନ୍’ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଟାଉନ ହଲ ଠାରେ ପହଞ୍ଚି ଥିଲା ଏବଂ ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଏକ ଜରୁରୀ ବୈଠକ ଆଶୁତୋଷ ମିଶ୍ରଙ୍କ ଆବାହକତ୍ୱରେ ତଥା ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅମଲା ଭବନ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଅମଲା ସଂଘ କଳାହାଣ୍ଡି ଶାଖା ସଭାପତି ସୁକାନ୍ତ କୁମାର ମହାପାତ୍ର, ରାଜସ୍ୱ ଅମଲା ସଂଘ କଳାହାଣ୍ଡି ଶାଖା ସଭାପତି ନୀଳକଣ୍ଠ ଗୌଡ, ଟ୍ରେଜେରି ଅମଲା ସଂଘ କଳାହାଣ୍ଡି ଶାଖା ସଭାପତି କୁରେଶ୍ୱର ମାଝୀ, ନିବନ୍ଧକ ଅମଲା ସଂଘର ଅବିନାଶ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:(ଉତ୍ତମ କୁମାର ଦାଶ) କଳାହାଣ୍ଡି ଜିଲ୍ଲା ରେ ଏକ ଅଭବାନୀୟ ଘଟଣା ସାମାନାକୁ ଆସିଛି।ପାରିବାରିକ କଳହ କୁ କେନ୍ଦ୍ର କରି ସ୍ତ୍ରୀ ଙ୍କୁ ହତ୍ୟା କଲା ସ୍ୱାମୀ । ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଇପିଟା ର ମୋହନ ଭାଟି(୫୩) ଓ ତାଙ୍କ ସ୍ତ୍ରୀ ମିନା ଭାଟି(୪୭) ଙ୍କ ମଧ୍ୟରେ ପାରିବାରିକ ସମସ୍ୟା କୁ ନେଇ ବିଭିନ୍ନ ସମୟରେ ଝଗଡା ହେଇ ଆସୁଥିଲା । ମଙ୍ଗଳବାର ରାତିରେ ପୁଣିଥରେ ଦୁଇଜଣ ଙ୍କ ମଧ୍ୟରେ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖସ୍ଥିତ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମ୍ମୁତି ଠାରେ ସଂଗ୍ରାମୀ ନେତା ହୃଷିକେଶ ଗାନ୍ଧୀ ଙ୍କ ଅଧ୍ୟକ୍ଷତାରେ ଭାରତ ରତ୍ନ ଡ଼ଃ ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଂଗ୍ରାମୀ ନେତା ହୃଷିକେଶ ଗାନ୍ଧୀ ଙ୍କ ଅଧ୍ୟକ୍ଷତାରେ ଭାରତ ରତ୍ନ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ୬୭ତମ ମହାପରିନିର୍ବାଣ ଅବସରରେ ମହମ ବତୀ ଲଗାଇ ପୁଷ୍ପମାଲ୍ୟ ଅର୍ପଣ […]
ନ୍ୟୁଜଗ୍ୟାଲେରି,ଜୁନାଗଡ଼:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଆଇ ଆର ବି କ୍ୟାମ୍ପ ନିକଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ପୃଥିରାଜ ପ୍ରଧାନୀ(୪୦) ହୋଇଥିବାବେଳେ ସେ କୁଲିହାରି ଗାଁର ବୋଲି ଜଣାପଡିଛି। ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତ ଦେହକୁ ଧରି ପରିବାର ଓ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବିରେ ଜୁନାଗଡ଼ ପୋଲିସ ଥାନା ସମ୍ମୁଖ ଜାତୀୟ ରାଜପଥ ୨୬ରେ ରାସ୍ତାରୋକ କରିଥିଲେ। ଏହାଯୋଗୁଁ ରାସ୍ତାର ଉଭୟ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି।ଭିନ୍ନକ୍ଷମଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ସଶକ୍ତ କରି ସମାଜର ମୂଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ପ୍ରତିବର୍ଷ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି।ଏହି ଅବସରରେ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟଲୟରୁ ବାହାରି ସହର ପରିକ୍ରମା ପୂର୍ବକ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ପହଞ୍ଚିଥିଲା। ଶୋଭାଯାତ୍ରାକୁ ଅତିରିକ୍ତ […]
ନ୍ୟୁଜଗ୍ୟାଲେରି,ଜୁନାଗଡ଼: (ସୁନୀଲ କୁମାର ସିଂହ) ଖୁବ ଶୀଘ୍ର ବଦଳିବାକୁ ଯାଉଛି ଜୁନାଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ୱରୀଙ୍କ ମନ୍ଦିରର ରୂପରେଖ। ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିରର ପାରିପାର୍ଶ୍ୱକ ଉନ୍ନତି କରଣ ଓ ସୋନ୍ଦଯ୍ୟମୟ ରୂପାନ୍ତରଣ ପାଇଁ ଅଢେଇ କୋଟି ଟଙ୍କା ଅନୁମୋଦନ ହୋଇ ଆସିଛି। ଯାହାକୁ ନେଇଁ ଜୁନାଗଡ଼ ସହର ବାସୀଙ୍କ ମଧ୍ୟରେ ଉସାହ ଦେଖିବାକୁ ମିଳିଛି। ଏପରିସ୍ଥଳେ ଲଙ୍କେଶ୍ୱରୀ ମନ୍ଦିରର ନିକଟରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦ ଆୟୋଜିତ ଓଡ଼ିଆ ସଂଙ୍ଗୀତ ଜଗତର ମଉଡ଼ମଣି ତଥା ଅମୃତ କଣ୍ଠ ସ୍ବର୍ଗତ ଚିତ୍ତ ରଞ୍ଜନ ଜେନା ଙ୍କ ୬ଷ୍ଠ ତମ ବାର୍ଷିକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅବସରରେ ଚିତ୍ତକର୍ଷକ ସଂଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏତତ୍ ସହିତ ସ୍ୱର୍ଗତ ମହମ୍ମଦ ଅଜିଜ ଏବଂ ସଂଙ୍ଗୀତ ଜଗତର ବରିଷ୍ଠ କଣ୍ଠଶିଳ୍ପୀ ମାନଙ୍କ ଅଭୁଲା ସ୍କୃତି ଚାରଣ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସଂଙ୍ଗୀତ ସନ୍ଧ୍ୟା ରେ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ଟାଉନହଲ ଠାରେ ଏକ କର୍ମଶାଳା ତଥା ‘ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ’ ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଆସିଥିବା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଙ୍କୁ ଭବାନୀପାଟଣା ସ୍ଥିତ ଘରୋଇ ହଟେଲ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ ଏବଂ ଭବାନୀପାଟଣା […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ବିଶ୍ବର ସର୍ବ ବ୍ରୁହତ ଗଣତନ୍ତ୍ରର ଆତ୍ମା ହେଉଛି ଆମ ଭାରତୀୟ ସମ୍ବିଧାନ । ଆମ ସମ୍ବିଧାନ ଏ ଦେଶକୁ ବିବିଧତା ମଧ୍ୟରେ ଏକତା ହେବାର ପ୍ରେରଣା ଯୋଗାଇଥାଏ । ବିଶ୍ବରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଦ୍ବାରା ଦୀର୍ଘ ଦୁଇ ବର୍ଷ ଏଗାର ମାସ ୧୮ ଦିନ ଧରି ପ୍ରସ୍ତୁତ ଭାରତୀୟ ସମ୍ବିଧାନ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦେଶର ପ୍ରତିଟି ନାଗରିକଙ୍କ ହକ୍ ଓ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିଥାଏ ଦେଶର […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କାର୍ତିକ ପୂର୍ଣ୍ଣିମା ଅବସରରେ ଭବାନୀପାଟଣା ସ୍ଥିତ ଅର୍କା ବାହାଲି ପଡା ପୁରୁଣା ଚେକଗେଟ ଠାରେ ନାମ ସଂକ୍ରିତନ ଅନୁଷ୍ଠିତ ହୋଇଯାଇଛି।ଏହି ମହାକାର୍ତ୍ତିକ ପୂର୍ଣ୍ଣିମା କୁ ବହୁଦିନ ରୁ ଆନୁଷ୍ଠାନିକ ଭାବେ କରିଆସୁଥିବା ମୁଖ୍ୟ ନନ୍ଦୁ ଲାଲ ନାଏକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ହୃସିକେଶ ଗାନ୍ଧୀ ଉପସ୍ଥିତ ରହି ବେହେରା ଗୁଡା ରୁ ଆସିଥିବା ମା ତାରିଣୀ ମହିଳା ସଂକୀର୍ତ୍ତନ ଦଳ କୁ ଉତ୍ସାହିତ କରିଥିଲେ। […]
ନ୍ୟୁଜଗ୍ୟାଲେରି,ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ମାଁ ବସ୍ତରେନ କଳାପରିଷଦ ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା,କଳା,ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ, ସାରା ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବ ର ଜନକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି। କବି ଦୀପକ କୁମାର ସୁନାନୀ ଙ୍କ ଆବାହକତ୍ବ ରେ ଡୁମେରଗୁଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ମୁଖ୍ୟ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଜାତୀୟ ଶିଶୁ କଳା ପ୍ରତିଯୋଗୀତା ମେଡିନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଭାଗ ନେଇଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛତ୍ର-ଛାତ୍ରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସର ରେ ଆୟୋଜିତ ଭବ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଲବ୍ଧ ପ୍ରତିଷ୍ଠିତ ଚିତ୍ର ଶିଳ୍ପୀ ମୁକୁନ୍ଦ ରେଡ଼ି , ସମ୍ମାନିତ ଅତିଥି ମଞ୍ଜୁରୀ ନାଗ […]
ନ୍ୟୁଜଗ୍ୟାଲେରି,ନର୍ଲା:କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦ୍ଧା ସେକ୍ସନ ର ଗନ୍ଧର ବାରୁ ଗାଁ ନିକଟ ରେ ଅସୁସ୍ଥ ହେଇ ଚିକିତ୍ସିତ ହେଉଥିବା ଜଙ୍ଗଲୀ ହାତୀ ବିଳମ୍ୱିତ ରାତିରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦ୍ଧା ସେକ୍ସନର ଗନ୍ଧର ବାରୁ ଗାଁ ନିକଟରେ ଗୋଟିଏ ଜଂଗଲୀ ହାତୀ ଅସୁସ୍ଥ ଥିବା ସ୍ଥାନୀୟ ଗନ୍ଧର ବାରୁ ଗାଁ ଲୋକେ ଦେଖିବା ପରେ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ସର୍ବ ଭାରତୀୟ ଯାଦବ ମହାସଭାର ନିର୍ଦେଶ କ୍ରମେ ଆଜି ଭବାନୀପାଟଣା ସହର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଏବଂ ସହର ଯାଦବ ମହାସଭାର ମିଳିତ ଆନୁକୂଲ୍ୟରେ ଯାଦବ ସୋର୍ଯ୍ୟ ଦିବସ ମହା ସମାରୋହ ରେ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ଉତ୍କଳ ମହିଳା ଯାଦବ ମହାସଭାର […]
