ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖସ୍ଥିତ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମ୍ମୁତି ଠାରେ ସଂଗ୍ରାମୀ ନେତା ହୃଷିକେଶ ଗାନ୍ଧୀ ଙ୍କ ଅଧ୍ୟକ୍ଷତାରେ ଭାରତ ରତ୍ନ ଡ଼ଃ ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଂଗ୍ରାମୀ ନେତା ହୃଷିକେଶ ଗାନ୍ଧୀ ଙ୍କ ଅଧ୍ୟକ୍ଷତାରେ ଭାରତ ରତ୍ନ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ୬୭ତମ ମହାପରିନିର୍ବାଣ ଅବସରରେ ମହମ ବତୀ ଲଗାଇ ପୁଷ୍ପମାଲ୍ୟ ଅର୍ପଣ କରି ମହାପରିନିର୍ବାଣ ଦିବସ ପାଳନ କରାଯାଇଥିଲେ।ଏହି ଅବସରରେ ଯସବନ୍ତ ନାଏକ,ଅଞ୍ଜୁ କୁମାର, ସୁଶିଳା ନାଏକ,କେତକୀ ମାଝୀ ଏବଂ ଅନ୍ୟାନ୍ୟ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

