Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏଥିରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ସମାରୋହ ରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ପୁରସ୍କୃତ କରିଥିଲେ ଓ ଅଧିକ ରୁ ଅଧିକ ପିଲାଙ୍କୁ ଦକ୍ଷତା ପରିସର କୁ ଆଣିବା ପାଇଁ ଆହ୍ୱାନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ଃ ସଞ୍ଜୟ କୁମାର ଶତପଥୀ ପିଲାମାନଙ୍କୁ ଦକ୍ଷ ହେବାପାଇଁ ଉପଦେଶ ଦେଇଥିଲେ.ଏଥିରେ ସରକାରୀ ପଲିଟେକ୍ନିକ,ସରକାରୀ ଆଇ.ଟି.ଆଇ,ସି.ଟି.ଟି.ସି, ଶାହୀ ଏକ୍ସପୋର୍ଟସ, ଜନଶିକ୍ଷଣ ସଂସ୍ଥାନ ରୁ ୨୦୦ ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ. ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ସଂଚାଳନ କରିଥିବାବେଳେ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା, ସରକାରୀ ଆଇ.ଟି.ଆଇ ର ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, ସି. ଟି.ଟି. ସି ର ସେଣ୍ଟର ମ୍ୟାନେଜର ଜୀବନଜ୍ୟୋତି ଓଝା, ଉଦୟନ ମହାପାତ୍ର , ୟଙ୍ଗ ପ୍ରଫେସନାଲ ଅମ୍ବୁଜ ତିୱାରୀ,ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦେଶକ ସୁବ୍ରତ ତ୍ରିପାଠୀ , ଶାହୀ ଏକ୍ସପୋର୍ଟସ ର ପ୍ରଶାନ୍ତ ପାଣିଗ୍ରାହୀ ଓ ସୁବାଷ ଚନ୍ଦ୍ର ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
