ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କାର୍ତିକ ପୂର୍ଣ୍ଣିମା ଅବସରରେ ଭବାନୀପାଟଣା ସ୍ଥିତ ଅର୍କା ବାହାଲି ପଡା ପୁରୁଣା ଚେକଗେଟ ଠାରେ ନାମ ସଂକ୍ରିତନ ଅନୁଷ୍ଠିତ ହୋଇଯାଇଛି।ଏହି ମହାକାର୍ତ୍ତିକ ପୂର୍ଣ୍ଣିମା କୁ ବହୁଦିନ ରୁ ଆନୁଷ୍ଠାନିକ ଭାବେ କରିଆସୁଥିବା ମୁଖ୍ୟ ନନ୍ଦୁ ଲାଲ ନାଏକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ହୃସିକେଶ ଗାନ୍ଧୀ ଉପସ୍ଥିତ ରହି ବେହେରା ଗୁଡା ରୁ ଆସିଥିବା ମା ତାରିଣୀ ମହିଳା ସଂକୀର୍ତ୍ତନ ଦଳ କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିରହିଥିଲା।ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ପୂର୍ବତନ କାଉନସିଲର ସୁରଥ ରାଉତ, ଯସବନ୍ତ ନାଏକ,ପ୍ରକାଶ ସାହୁ, ଫନିନ୍ଦର ରାଉତ, ରିତିକ ସାହୁ, ଅନୁପ ନାଏକ,ରମେଶ ନାଏକ,ରାଜେଶ ମିଶ୍ର, ହିମାଂଶୁ ସିଂ,ଯୁଧିଷ୍ଠିର ତାଣ୍ଡି, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

