ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।

ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ଧର୍ମଗଡ଼ ବ୍ଲକ ବେହେରା ଧଅରପୁର ରାଜସ୍ୱ ନିରୀକ୍ଷକ ଅଧିନ ବିଭିନ୍ନ ଗ୍ରାମ ର ହିତାଧିକାରୀ ଙ୍କୁ ଘରଡିହ ପଟ୍ଟା ବଣ୍ଟନ ହୋଇ ହୋଇଯାଇଛି।ଏହି ଅବସରରେ ବେହେରା ସ୍ଥିତ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗ ଦେଇ ନିଜ ହସ୍ତରେ ପଟ୍ଟା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥି ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ […]

ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ

ନ୍ୟୁଜ୍ ଗ୍ୟାଲେରୀ,ଧର୍ମଗଡ ବେହେରା:( ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ବାଙ୍କିମୁଣ୍ଡାରେ ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ପୀଠ ରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଦ୍ଵାଦଶୀ ରେ ଖଣ୍ଡା ଧୁଆ ସହ ଦଶରା ପର୍ବ ପାଳିତ ହୁଏ । ଚଳିତ ବର୍ଷ ଶନିବାର ଦିନ ଦ୍ଵାଦଶୀ ତିଥି ହେତୁ ସନ୍ଧ୍ୟା ସମୟରେ ଗ୍ରାମର ଗୋନ୍ତିଆ ଓ ପୂଜାରୀ ଙ୍କ ଘରରୁ ଦେବୀଙ୍କ ଅସ୍ତ୍ର ଶସ୍ତ୍ର ଖଣ୍ଡା ବାହାର କରି ପାଖ ବେହେରା […]

କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: ବାର୍ଷିକ ଦଶହରା ପାଇଁ ଉତ୍ସବ ମୁଖର ୩୩ କୋଟି ଦେବା ଦେବୀ ଙ୍କ ଗାଁ। ଆବାହ ମାନ କାଳରୁ ପୂର୍ବଜ ମାନେ କରି ଆସୁଛନ୍ତି ଏହି ପର୍ବ।ଛତିଶଗଡ଼ ସୀମାନ୍ତ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଦୁଇଟି ପାହାଡ଼ ପାଦ ଦେଶରେ ଅବସ୍ଥିତ କାଙ୍କେରୀ ଗାଁ। ଗାଁ ର ଇଷ୍ଟ ଦେବତା ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା ଆଜି ପାଳିତ ହାଇଯାଇଛି।ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା ପାଇଁ ସମଗ୍ର ଗାଁ ଚଳଚଞ୍ଚଳ ହୋଇପଡ଼ିଥିଲା।ମା ମାଣିକେଶ୍ବରୀ ଙ୍କ […]

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ଧର୍ମଗଡ ର ଶୈଳେଶ ଭୋଇ । ସେ ସପ୍ତମ ସ୍ଥାନ ରେ ରହି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରୀ ଭୋଇ ଧର୍ମଗଡ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ର […]

ୟୁଆଇଏଲ ସିଏସଆର୍ ପକ୍ଷରୁ ମହାପ୍ରଣାୟ ଯାନ ପ୍ରଦାନ

ନ୍ୟୁଜ ଗ୍ୟାଲେରି, ଥୁଆମୁଲ ରାମପୁର:ରାୟଗଡ଼ା ଜିଲ୍ଲା ଟିକିରୀ ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାପ୍ରଣାୟ ଯାନ ଥୁଆମୁଲ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ୟୁଆଇଏଲ ଖଣି ସିଏସଆର୍ ପକ୍ଷରୁ ସମ୍ପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍କଳ ଆଲୁମିନା ଏହାର ସିଏସଆର୍ ଅନ୍ତର୍ଗତ ପାର୍ଶ୍ଵସ୍ଥ ଗ୍ରାମାଞ୍ଚଳରେ ଲୋକାଭିୁଖୀ ଜନକଲ୍ୟଣକାରୀ କାର୍ଯ୍ୟ ଜାରି ରଖିଛି।ଗ୍ରାମାଞ୍ଚଳରେ ଭିତ୍ତିଭୂମୀ ଉନ୍ନୟନ ତଥା କୌଶଳ ପ୍ରଶିକ୍ଷଣ ଜରିଆରେ ଜୀବିକା […]

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ନ୍ୟୁଜ ଗ୍ୟାଲେରି,ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟିର ୧ ଘଣ୍ଟା ରାଷ୍ଟ୍ର ପାଇଁ କାର୍ଯ୍ୟକ୍ରମ କରାଯାଇଥିଲା।ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ବରେ ଜିଲ୍ଲାରେ ଗତ ୧୭ ସେପ୍ଟେମ୍ୱର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଠାରୁ ଆସନ୍ତା ୨ ଅକ୍ଟୋବର ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଚାଲୁ ରହିଥିବା “ସେବା ପକ୍ଷ” ପାଳନ କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ […]

କର୍ମଜୀବୀ ସାମ୍ବାଦିକ ସଂଘ ବଲାଙ୍ଗୀର ଜିଲ୍ଲାର କମିଟି ଗଠିତ

ନ୍ୟୁଜ ଗ୍ୟାଲେରି,ବଲାଙ୍ଗୀର: ଭାରତୀୟ ସାମ୍ବାଦିକ ସଂଘ ସହବନ୍ଧିତ ଓଡ଼ିଶା କର୍ମଜୀବୀ ସମ୍ବାଦିବ ସଂଘ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜଳସେଚନ ବିଭାଗର ଡାକ ବଙ୍ଗଳା ଠାରେ ମୁଖ୍ୟ ସଂଯୋଜକ ଜନାବ୍ ଖାଁଙ୍କ ସଭାପତିତ୍ବରେ ବନ୍ଧୁମିଳନ ଏବଂ ଜିଲ୍ଲା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଗଞ୍ଜାମ ଜିଲ୍ଲା ସଭାପତି ଅରୁଣ କୁମାର ପଣ୍ଡା, କଳାହାଣ୍ଡି ଜିଲ୍ଲା […]

ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟରେ ନୂଆଁଖାଇ ଭେଟ ଘାଟ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟ ପରିସରରେ ପଶ୍ଚିମ ଓଡିଶାର ଗଣପର୍ଣ ନୂଆଁଖାଇ ଭେଟ ଘାଟ ଅନୁଷ୍ଟିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି କାରୁଣ୍ଡ କଳା ମଞ୍ଚର ନିର୍ଦ୍ଦେଶକ ପ୍ରଦୀପ ଧଙ୍ଗଡାମାଝି , ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ରାମ କୁମାର, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, […]

କଲଚୁରୀ କଲାର ସମାଜ ପକ୍ଷରୁ ବଡପୂଝାରୀଗୁଡା ଠାରେ ନୂଆଁଖାଇ ଭେଟଘାଟ

ନ୍ୟୁଜଗ୍ୟାଲେରି,ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡପୂଝାରୀଗୁଡା ଠାରେ କଳାହାଣ୍ଡି ଜିଲ୍ଲା କଲାର ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଇଷ୍ଟଦେବାଦେବୀ ଙ୍କ ପାଖରେ ପୁଷ୍ପମାଲ୍ୟ ଓ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଛତିଶଗଡ ଅଞ୍ଚଳ ସମେତ ଗୋତମୁଣ୍ଡା ,ପିପଲଗୁଡା ,ପୂଝାରୀଗୁଡା , ଅଲଁଭଟା,ମୁନିଭଟା ଅଞ୍ଚଳରୁ କଲାର ସମାଜ ର ଶତାଧିକ ଲୋକେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ କଳାହାଣ୍ଡି କଲଚୁରି କଲାର ସେନା ର ସଭାପତି ଚୁଡ଼ାମଣି […]

ଭାରତୀୟ ଜନତା ପାର୍ଟି ପକ୍ଷ ରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ନେତୃତ୍ୱରେ କଳାହାଣ୍ଡିର ୧୩ ଗୋଟି ବ୍ଲକ୍ ର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଅଛି। […]

ଜିଏସଟି ହାର କମ କୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ବିଜେପି କଳାହାଣ୍ଡି ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟି ହ୍ରାସ ହେବା ଦ୍ୱାରା ସାମାନ୍ୟ ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାରମାନଙ୍କୁ ସିଧାସଳଖ ଲାଭ ମିଳିଵା ସହ ସାଧାରଣ ଜନତାଙ୍କ ପାଇଁ ଜୀବନଯାପନ ରେ ସହଜତା ଆସିବ । ଦେଶର ଆର୍ଥିକ ଶକ୍ତିକୁ ଆହୁରି ଦୃଢ଼ କରିବାରେ ଜିଏସଟି ହ୍ରାସ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବର୍ତ୍ତମାନ ର ଜିଏସଟି ହାରକୁ ସରଳ ଏବଂ ହ୍ରାସ କରାଯିବା […]

କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ

ନ୍ୟୁଜ ଗ୍ୟାଲେରି, କୋକସରା:କାର୍ଯ୍ୟ ରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ର ନୂଆଁଖାଇ ଭେଟଘଟ ନିକୁଞ୍ଜ ଚଲାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ କୁସୁମଖୁଣ୍ଟି ଡାକ ବଙ୍ଗଳାଠାରେ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ଦୁର୍ନୀତି ମୁକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଗୁରୁତ୍ୱ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ତଥା […]

ଜିଲ୍ଲା ପରିଷଦ ଓ ବ୍ଳକ ସଭାପତିଙ୍କୁ ନେଇ ବିଜେଡିର ସମନ୍ୱୟ ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା :ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବରେ ଦାୟିତ୍ଵ ନେଲା ପରେ ପ୍ରଥମ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଳକ ସଭାପତି ମାନଙ୍କୁ ନେଇ ବିଜେଡିର ଏକ ସମନ୍ୱୟ ବୈଠକ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ହେବାପାଇଁ ଜିଲ୍ଲା ବିଜେଡି […]

ହୋଣ୍ଡା ମୋଟର ୧୨୫ ହର୍ନେଟ ଓ ୧୦୦ ସିସି ଡିଏକ୍ସ ମୋଟର ସାଇକେଲ କଳାହାଣ୍ଡି ବଜାରରେ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ହୋଣ୍ଡା ମୋଟର ସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌.ଏମ୍‌.ଏସ୍‌.ଆଇ.) କଳାହାଣ୍ଡି ଜିଲ୍ଲାରେ ଅଲ୍ ନ୍ୟୁ ସିବି ୧୨୫ ହର୍ନେଟ ଏବଂ ୧୦୦ ସିସି ଡିଏକ୍ସ ମୋଟର ସାଇକେଲ ବିକ୍ରୟ ଆରମ୍ଭ କରିଛି। ଭବାନୀପାଟଣାସ୍ଥିତ ମହେଶ ହୋଣ୍ଡା ପକ୍ଷରୁ  ବିକ୍ରୟର ଶୁଭାରମ୍ଭ କରାଯାଇଛି। ମହେଶ ହୋଣ୍ଡାର ମାଲିକ ମନୋଜ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଭବାନୀପାଟଣା ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ୧୨୫ ହର୍ନେଟ ନୂତନ ବିକ୍ରୟ […]

କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳୀ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପଶ୍ଚିମ ଓଡ଼ିଶାର ଅନ୍ୟତମ ଜନପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଗତକାଲି ଦେହାନ୍ତ ହୋଇଛି । କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଭବାନୀପାଟଣା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ରାଜୁ ଢୋଲକିଆଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ବିଜେଡି ତରଫରୁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ […]

ନୂତନ କର୍ମକର୍ତା ଚୟନ ପାଇଁ ନଗର ଯାଦବ ସମାଜ ଭବାନୀପାଟଣାର ପ୍ରସ୍ତୁତି ବୈଠକ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ନଗର ଯାଦବ ସମାଜର ବୈଠକ ସୁଶ୍ରୀ ଶୁଭଲକ୍ଷ୍ମୀ ନାୟକଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଥିଲା ।ସଭାକାର୍ଯ୍ୟ ପତିରାମ ହଂସ ପରିଚାଳନା କରିଥିଲେ ।ଏହି ସଭାରେ ଭବାନୀପାଟଣାର ବିଭିନ୍ନ ୱାର୍ଡରୁ ବରିଷ୍ଠ ସଭ୍ୟ ଅର୍ଜୁନ ଧଙ୍ଗଡ଼ାମାଝୀ, କନ୍ଦର୍ପ ରାଉତ, ସଂକୀର୍ତନ ଭାଟି , ସୀତାରାମ ଘି, ସନ୍ତୋଷ ବିଶି, ଦୁର୍ଗୁ ନିଆଲ, ଧବଳେଶ୍ୱର ବାଗ, ରଥାଙ୍ଗ ବେମାଲ, ଅର୍ଜୁନ ଭାଟି, ରେବତୀ ଖର୍ଶେଲ, ନରେନ୍ଦ୍ର ଘି, ରବିନାରାୟଣ କରୁଅଁl, ପ୍ରଭାତୀ ଜାଲ, ମନରଞ୍ଜନ ରଏ, ଘାସିରାମ […]

ଆଦିତ୍ୟ କୁମାର ପଣ୍ଡା ଙ୍କୁ ଭଦ୍ୟ,ସଂବର୍ଦ୍ଧନା

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଲାଞ୍ଜିଗଡ ବ୍ଲକ ଭଟାଙ୍ଗ ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ  କନର୍ଲା ର ପ୍ରଧାନଶିକ୍ଷକ ଆଦିତ୍ୟ କୁମାର ପଣ୍ଡା ପବିତ୍ର ଗୁରୁ ଦିବସ ରେ ମୁଖ୍ଯମନ୍ତ୍ରୀ ପୁରସ୍କାର ଗ୍ରହଣ କରି କନର୍ଲା ଗ୍ରାମ ତଥା ଲାଞ୍ଜିଗଡ଼ ବ୍ଲକ କୁ ଗୌରବାନ୍ନିତ କରିଥିବାରୁ କନର୍ଲା ଗ୍ରାମବାସୀ ଙ୍କ ପକ୍ଷରୁ ଆଦିତ୍ୟ ପଣ୍ଡା ଙ୍କୁ ଗ୍ରାମ ର ଏକ ସଂଵର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରେ ଭବ୍ୟ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିଖିଳ ଉତ୍କଳ ସି. ଟି […]

ବିଜେପି ର ନୂଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କୋକସରା ବ୍ଲକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇ ଏକ ଏମିତିକା ପର୍ବ ଯାହା ଭାଇଚାରା,ପରମ୍ପରା ଓ ସାମାଜିକ ନିଦର୍ଶନ କୁ ଏକ ସୂତ୍ରରେ ବାନ୍ଧି ନିଜର ପରିବାର ଜାତି ସମାଜ କୁ ଏକ ସୁତ୍ରରେ ଏକତା ର ବାର୍ତ୍ତା ଦେଇଥାଏ। ସେ ରାଜନୀତି କ୍ଷେତ୍ରରେ ହେଉ ଅବା ସାମାଜିକ କ୍ଷେତ୍ରରେ ହେଉ ନୂଆଁଖାଇ ପର୍ବ ର ଗାରିମାମୟ ଇତିହାସ ସବୁବେଳେ ପଶ୍ଚିମ ଓଡ଼ିଶାର ଲୋକଙ୍କ […]

‘ସଂସ୍କାର ଭାରତୀ’ କଳାହାଣ୍ଡି ତରଫରୁ “ନୂଆଖାଇ ଭେଟଘାଟ” କାର୍ଯ୍ୟକ୍ରମ ଅନୁଷ୍ଟିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳା ଓ ସଂସ୍କୃତି ପାଇଁ ସଦା ସମର୍ପିତ ‘ସଂସ୍କାର ଭାରତୀ’ କଳାହାଣ୍ଡି ତରଫରୁ “ନୂଆଖାଇ ଭେଟଘାଟ” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ “ଚେତନାର ଉତ୍ସେ ନୂଆଖାଇ” ଶୀର୍ଷକୋକ୍ତି କବି ସମ୍ମେଳନକୁ ଶବ୍ଦ ବିଶେଷଜ୍ଞ ଡ.ଉମେଶ ଚନ୍ଦ୍ର ଶତପଥୀ ଉଦଘାଟନ କରିଥିଲେ। ଯୁବକବି ଆଶୁତୋଷ ପୁରୋହିତଙ୍କ ସଂଯୋଜନାରେ ବହୁ ସଂଖ୍ୟାରେ ନିମନ୍ତ୍ରିତ କବିଗଣ ସ୍ୱରଚିତ କବିତା ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସଂସ୍କାର ଭାରତୀର ଜିଲ୍ଲା ସଭାପତି ଭାଗୀରଥି ବେହେରାଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ […]

“ସ୍ୱାସ୍ଥ୍ୟ ହିଁ ସମ୍ପଦ” ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଶିବିର।

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: “ସ୍ୱାସ୍ଥ୍ୟ ହିଁ ସମ୍ପଦ” କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା ଙ୍କ ଅଭିନବ ପ୍ରୟାସ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ପ୍ରଥମ ଥର କରି ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏକ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ସ୍ଥାନୀୟ ସହରାଞ୍ଚଳ […]

କଳାହାଣ୍ଡି ଜିଲ୍ଲା ନୂତନ ବିଜେଡି ଜିଲ୍ଲାସଭାପତି ସ୍ୱାଗତ ସମ୍ବର୍ଦ୍ଧନା

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଦିଆଯାଇଛି।ଜିଲ୍ଲା ବିଜେଡି ସଭାପତିଙ୍କୁ ଭବ୍ୟ ସ୍ଵାଗତ ପାଇଁ ବିଜୁ ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ରେଲୱେ ଷ୍ଟେସନ ଛକ ଠାରୁ ବିଶାଳ ବାଇକ ରେଲି ବାହାରି ଭବାନୀପାଟଣା ସହର ପରିକ୍ରମା କରି ମାଁ ମାଣିକେଶ୍ଵରୀ ମନ୍ଦିର ନିକଟରେ ପହଞ୍ଚିଥିଲା।ମାଁ ମାଣିକେଶ୍ଵରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ରେ ବାହାରି […]

ବିକାଶ ଉଇସଡ଼ମ୍ ପାର୍କରେ ‘ଗୁରୁତ୍ସୋବ ୨୦୨୫’ ପାଳିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୁଣ୍ୟ ଜନ୍ମତିଥିରେ ଗୁରୁଦିବସ ଅବସରରେ ବିକାଶ ଉଇସଡମ୍ ପାର୍କ ପରିସରରେ ‘ଗୁରୁତ୍ସୋବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରକୃତିବନ୍ଧୁ ରବୀନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ଶିକ୍ଷା ପ୍ରଭାରୀ ଡି ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ […]

ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ୩୦ ସେପ୍ଟେମ୍ବର ୨୦୨୫ ରିଖ ଦିନ ଜିଲ୍ଲା ସଦର ମହକୁମା ଭବାନିପାଟଣା ଠାରେ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ […]

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ରେ କଳାହାଣ୍ଡି ସି.ଟି ପ୍ରାଥମିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭାରତର ପ୍ରଥମ ରାଷ୍ଟ୍ରପତି ତଥା ଜ୍ଞାନ ଯୋଗୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିରେ ଗୁରୁ ଦିବସ ପାଳନ ହୋଉଛି। ସେହିପରିପେକ୍ଷି କଳାହାଣ୍ଡି ଜିଲ୍ଲା ସି.ଟି ସଂଘ ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁ ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ଼ାଃ ନିବେଦିତା ନାଥ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ସ୍ବାଧିନ ପାତ୍ର, ସ୍ବତନ୍ତ୍ର ଅତିଥି ସି.ଟି ଶିକ୍ଷକ ସଂଘ ରାଜ୍ୟ ସଭାପତି ତଥା ପ୍ରକୃତିବନ୍ଧୁ […]

ସହଯୋଗର ହାତ ବଢ଼ାଇଛି ପଣ୍ଡରା ମାଳି ସେବା ସଂଘ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ପଂଚାୟତର କାଦୋ ପଦର ଗ୍ରାମର ରାଧାକାନ୍ତ ନାଏକ ପି -ଅଲେଖ ନାଏକ ବୟସ ୩୩ ପ୍ରାୟ ୨ ମାସ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେ,ଜି ହସ୍ପିଟାଲ ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରିବାରର ପକ୍ଷରୁ କହିବା ଅନୁଯାୟୀ ତାଙ୍କ ପାଖରେ ରାସନ୍ କାର୍ଡ କିମ୍ବା ଆୟୁଷ୍ମାନ କାର୍ଡ ମଧ୍ୟ ନାହିଁ ବୋଲି କହିଛନ୍ତି ।ଏହି ଦୁଃଖଦ ସମୟରେ ତାଙ୍କ […]

ୟୁରିଆ ନେବା ପାଇଁ ଅସମ୍ଭାଳ ଭିଡ଼, ବସ୍ତାଏ ସାର ପାଇଁ ଚାଷୀ ଦହଗଞ୍ଜ

ନ୍ୟୁଜ ଗ୍ୟାଲେରି, ଭବାନୀ ପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସାର ସଙ୍କଟ। ୟୁରିଆ ନେବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼। କର୍ଲାମୁଣ୍ଡା ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହ ମାନଙ୍କରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚାଷୀମାନେ ସାର ନପାଇ ହନ୍ତସନ୍ତ ହୋଇ ଫେରି ଯାଉଛନ୍ତି।ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିରେ ୬୮୦ ବସ୍ତା ୟୁରିଆ ସାର ମହଜୁଦ ଥିବା ବେଳେ ୧ […]

ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ ଉଦ୍ଧାର କଳା ଦମକଲ ବିଭାଗ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗାଁରେ ଘଟିଯାଇଛି ଅଘଟଣ। ଗାଁ ମୁଣ୍ଡରେ ଥିବା ପୋଖରୀ କୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇଙ୍କ ଅକାଳ ମୃତ୍ୟୁ ଘଟିଛି। ଗାଧୋଉ ଥିବା ବେଳେ ସାନଭାଇ ଗଭୀର ପାଣିକୁ ଚାଲିଯାଇଥିବା ବେଳେ ବଡ଼ଭାଇ ବଞ୍ଚାଇ ବାକୁ ସେ ମଧ୍ୟ ଗଭୀର ଜଳରେ ଫସି ଯାଇଥିଲା। ଦୁଇ ଭାଇ ଙ୍କ ଚିତ୍କାର ସତ୍ତ୍ୱେ ମଧ୍ୟ ଆଖପାଖରେ କେହି ନଥିବାରୁ ଉଭୟ […]

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ […]

ଭବାନୀପାଟଣା ଟାଉନଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ଟାଉନ ଥାନାରେ ନୂତନ ଭାବେ ଯୋଗଦେଇଛନ୍ତି ଥାନା ଅଧିକାରୀ ପ୍ରଦୁନ୍ମ ମହାପାତ୍ର। ଶ୍ରୀ ମହାପାତ୍ର ଏହା ପୂର୍ବରୁ କେସିଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ତେବେ ସେ ଭବାନୀପାଟଣା ଟାଉନ ଥାନାରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଉଛି।ଆଜି ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାୟକ,ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଅମିତ ଯାଦବ, କାଉନସିଲର ଭୁବନେ ବାଗ, କାଉନସିଲର ଶିବା ସାହୁ, ବିଜେଡି ଛାତ୍ର […]

ଭବାନୀପାଟଣା ପୌରପାଳିକା ର ସ୍ୱାୟତ୍ତ ଶାସନ ଦିବସ ପାଳନ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା ପୌରପାଳିକା ଆନୁକୁଲ୍ୟରେ ଟାଉନ ହଲ, ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ, ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ, ଚିନ୍ମୟ କୁମାର ନାୟକ, ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି ଶୁଭାବସରରେ ସମସ୍ତଙ୍କର ଉପସ୍ଥିତି ଏକ ଆନନ୍ଦମୟ ବାତାବରଣ ସୃଷ୍ଟି କରିଥିଲା ଏବଂ ସକାଳ ସମୟରେ ସମସ୍ତ ମହାପୁରୁଷଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପୌରପାଳିକା କାର୍ଯ୍ୟାଳୟ ପ୍ରାଙ୍ଗଣରେ ନଗରପାଳଙ୍କ ଦ୍ବାରା […]