ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସହର ପୌରପାଳିକା ଅଧିନ ଏକ ନମ୍ବର ୱାର୍ଡ ରାଧା କୃଷ୍ଣ ମନ୍ଦିର ନିକଟ ରାସ୍ତା ଓ ନାଳି ଖରାପ ଥିବାରୁ ଆବର୍ଜନା ଗଦାହୋଇ ବର୍ଷା ପାଣି ମନ୍ଦିର ସାମ୍ନା ରେ ଆଣ୍ଟୁଏ ଆଣ୍ଟୁଏ ଜମି ରହିଥିବା ରୁ ଲୋକେ ଯିବା ଆସିବା ପାଇଁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ଦେଖିବାକୁ ମିଳିଥିବା ଦେଖି ଆଜି ସଦର ବିଧାୟକ ସାଗର ଚରଣ ଦାସ ପଡ଼ା କୁ ପରୀଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସମାଧାନ ପାଇଁ ପୌରପାଳିକା ନିର୍ବାହୀ ଅଧିକାରୀ ଙ୍କ ସହିତ ଫୋନ ମାଧ୍ୟମରେ ଯୋଗାଯୋଗ କରି ସମାଧାନ ପାଇଁ କହିଥିଲି। ବିଧାୟକ ଙ୍କ ଏପରି କର୍ଯ୍ୟକୁ ଲୋକଙ୍କ ମଧ୍ୟରେ ଭୂରିଭୂରି ପ୍ରଶଂସା ର ସୁଅ ଛୁଟିଥିବା ଦେଖିବକୁ ମିଳିଛି।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

