ନ୍ୟୁଜଗ୍ୟାଲେରି,ଭବାନୀପାଟଣା ଶକ୍ତି ନଗର ପଡା ସ୍ଥିତ ମାଁ ମଙ୍ଗଳା ଜନକଲ୍ୟାଣ କେନ୍ଦ୍ର ପରିସରରେ କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମାଝୀ ବୈଠକ ର ଉଦେଶ୍ୟ ଜ୍ଞାପନ ପୂର୍ବକ ସଂମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଓଡିଶା ରାଜ୍ୟ ସିଟି ଫେଡେରେସନ୍ ର ସଭାପତି ତଥା ବିଶିଷ୍ଟ ଶିକ୍ଷକ ନେତା […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ ଅନୁବନ୍ଧିତ ରେ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ୧୯ବର୍ଷ ରୁ କମ ବୟସ ର ବ୍ୟାଡିମିନଣ୍ଟନ ଖେଳାଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଂଘ ର ସଭାପତି ପ୍ରଦୀପ ଦାସ ଙ୍କ ସଭାପତିତ୍ୱ ରେ ଉଦ୍ଧଘାଟିତ ହୋଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ପ୍ରାୟ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଂଘର ତୃତୀୟ ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ବୈଠକ ମା ତାରିଣୀଙ୍କ ପିଠସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ନାରୟଣ ପ୍ରସାଦ ନାୟକ ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପ୍ରାୟ ତିରିଶ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇ ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭାର ପ୍ରାରମ୍ଭରେ ସଙ୍ଘ ର ସମ୍ପାଦକ ସାରଦା ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେବାସହ ଆଜି ବୈଠକ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦ୍ଧଘାଟନ ହୋଇଯାଇଅଛି । କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉଦ୍ଧଘାଟନୀ ଉତ୍ସବରେମୁଖ୍ୟ ଅତିଥି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହିଥିଲେ । ସଂଘର ସମ୍ପାଦକ ସନ୍ଦୀପ ମିଶ୍ର, ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅବସରରେ ବାଲ୍ୟ ବିବାହ ବିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍,ଉପ ଜିଲ୍ଲାପାଳ ଡ. ବିଶ୍ୱଜିତ୍ ଦାସ, ସି ଡି ଏମ ଓ, ଡି ଇ ଓ,ଡି ପି ଏମ (ଏନ୍ ଏଚ୍ ଏମ), ଡି ଏସ ପି, […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଗେଟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ତାଙ୍କ ଦାବି ଗୁଡିକ ହେଲା ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +2 ରୁ +୩ କରିବା ସହିତ ଦରମା ହାର ଲେବୁଲ ୫ରୁ ଲେବୁଲ୯କୁ ଧାର୍ଯ୍ୟ କରାଯାଉ ଏବଂ ନୂତନ ପଦବୀ ସୃଷ୍ଟିକରି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ପକ୍ଷରୁ ଜଙ୍ଗଳ ରୁ ବାରାହ ଶିକାର କରିଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଶିକାରୀଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶଯେ ଚପରିଆ ପଞ୍ଚାୟତ ବାଞ୍ଜିପଦର ଗ୍ରାମର କେତେକ ଲୋକ ଆଜି ସଖାଳ ଭୋର ସମୟରେ ବିଶି ବର୍ଣି ସଂରକ୍ଷିତ ଜଙ୍ଗଳରୁ ଏକ ବାରାହ ଗାଁକୁ ଆସିଥିବା ବେଳେ ସଙ୍ଘବଧ ହୋଇ ମାରିଥିଲେ । ବିଶେଷ ସୁତରୁ କେଗାଁ ବନ ବିଭାଗ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ନର୍ଲା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଡ.ବିଶ୍ୱଜିତ୍ ଦାସ, ଅତିରିକ୍ତ ଏସ ପି. ଆନନ୍ଦ ପ୍ରସାଦ ଗୁରୁ, ବ୍ଲକ୍ ଅଧ୍ୟକ୍ଷ ମନୋରମା ମହାନ୍ତି,ବି ଡି ଓ ବାସନ୍ତୀ ସେଠୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ମୋଟ ୬୯ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୫୨ଟି […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥାନୀୟ ଓଡିଶୀ କଳାକେନ୍ଦ୍ର ପରିସରରେ ଓଡ଼ିଶାର ଅଗ୍ରଣୀ ସଙ୍ଗୀତ ଶିକ୍ଷାନୁଷ୍ଠାନ ସଙ୍ଗୀତ ସୁଧା ପକ୍ଷରୁ ଗୁରୁପୂର୍ଣିମା ପାଳିତ ହୋଇଯାଇଛି। ସଂଗୀତ ସୁଧାର ପ୍ରଧାନ ଶିକ୍ଷକ ଶଶାଙ୍କ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପ୍ରକୃତି ବନ୍ଧୁ ପ୍ରଦୀପ ସାହୁ, ସମ୍ମାନିତ ଅତିଥି ଗୁରୁ ସୁଧୀର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ କରୁଣାକର ଦାସ, ସଙ୍ଗୀତ ସୁଧାର ଗୁରୁ ଶଚିକାନ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ପବିତ୍ର ଗୁରୁ ପୂର୍ଣ୍ଣିମା ଅବସର ରେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ କର୍ଲାପାଟ ରେଞ୍ଜ ଦକ୍ଷିଣ ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ କର୍ଲାପାଟ ରେଞ୍ଜର ତୀର୍ଥରାମ ମାଝୀ ଙ୍କ ତତ୍ତ୍ବାବଧାନ ରେ ପାଳିତ ହେଇଯାଇଛି । ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ତଥା ବିଜୁ ଯୁବ ଜନତା ଦଳର ଯୁବ ସମ୍ପାଦକ ସେନାପତି ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟରେ ଥିବା ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କରି ଛତିଶଗଡର ଶିକାରୀ ମାନଙ୍କୁ ଚାଲାଣ ହେଉ ଥିବା ଛତିଶଗଡ ଏସ ଟି ଏଫ ଟିମ ସୂଚନା ପାଇଁ କଳାହାଣ୍ଡି ବନ ବିଭାଗ ଏବଂ ଛତିଶଗଡ ଏସ ଟି ଏଫ ଟିମ ଖଲିଗଡ଼ ଗାଁ ରେ ଛଢାଉ କରିଥିଲେ । ଚଢ଼ାଉ ସମୟରେ ଗାଁ ର ଅନେକ ଲୋକଙ୍କ ଘରୁ ଧନୁ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବଦିନାତ୍ମକ ଘୋଷ ଯାତ୍ରା ଅବସରରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ, ପୌରପାଳିକା, ଭବାନୀପାଟଣା ଓ ଜିଲ୍ଲାର ବିଭିନ୍ନ ସଂଗୀତ ଅନୁଷ୍ଠାନଙ୍କ ମିଳିତ ସହଯୋଗରେ ପ୍ରତିଦିନ “ଭଜନ ଧାରା”ଅନୁଷ୍ଠିତ ହେଉଛି । ଷଷ୍ଠ ଦିନରେ କଳାହାଣ୍ଡି ଲେଖକ କଳା ପରିଷଦ ପରିଚାଳିତ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀଗଣ ବହୁ ଭକ୍ତଙ୍କ ଗହଣରେ ଭକ୍ତିଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ । ଏଥିରେ କଳା ପରିଷଦର […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ରେ ମାତିଛନ୍ତି ସରକାରୀ ଜମି ମାଟି, ଉରୁମ ଚୋର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଲି, ମାଟି ଓ ପଥର ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ଦାୟିତ୍ୱ ରେ ଥିବା ଖଣି ଓ ରାଜସ୍ୱ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଭବାନୀପାଟଣାବ୍ଳକ ରିଷଗାଁ ପଞ୍ଚାୟତ ର ରାଜସ୍ବ ଜମି ଥିବା ପ୍ରାୟ ୧୦ ଏକର ରୁ ଉର୍ଦ୍ଧ ରାଜସ୍ବ ଜମିରେ ଏକାଧିକ ଇଟା ଭାଟି କରାଯିବା ସହ ଏକର ଏକର […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଜୁନାଗଡ଼,ଔଷଧିୟ ବୃକ୍ଷ ଲଗାଇ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରି ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଟାୟତ ସାହୁ ଙ୍କୁ ଆଜି ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ଏବଂ ତାଙ୍କ ପରିବାର ସାକ୍ଷାତ କରି ସୁବେଚ୍ଛା ଜଣାଇଥିଲେ । ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ବ୍ଲକ ର ପଦ୍ମଶ୍ରୀ ପଟାୟତ ସାହୁ ଶତାଧିକ ପ୍ରକାରର ଔଷଧୀୟ ବୃକ୍ଷ ଲଗାଇ ପ୍ରଧାନ ମନ୍ତ୍ରୀ ଙ୍କ ମନକୀବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇଁ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କେସିଙ୍ଗା ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ର ଭବାନୀପାଟଣା ଇରିଗେସନ କଲୋନୀ ଛକ ନିକଟରେ ଏକ ସ୍କୁଟିଗାଡି ରାସ୍ତା କଡରେ ଯାଉଥିବା ବେଳେ ଏକ ଟ୍ୱେମ୍ପୁ ସାମ୍ନା ପଟୁ ରୁ ଧକ୍କା ହେବେ ଫଳରେ ସ୍କୁଟି ରେ ବସିଥିବା ନାବାଳକ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଶିବ ଡାକୁଆ ଟୁନା ଡାକୁଆ ଓ ନାବାଳକ ଭବାନୀପାଟଣା ରାମସଗାର ପଡା ରହୁଥିବା ଘର ଠାରୁ ବାହାରି ଟିଉସନ ଛାଡିବାକୁ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା, ଆସନ୍ତା ୨୨ ତାରିଖରେ କଳାହାଣ୍ଡି ଆସୁଛନ୍ତି ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏନେଇ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ବ୍ୟାପକ ଆୟୋଜନ ଆରମ୍ଭ ହୋଇଯାଇଛି । ଏଠାରେ ହେବାକୁଥିବା ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେବେ ଜେପି ନଡ୍ଡା । ଏହି କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ୯ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କେସିଙ୍ଗା ର ବ୍ୟବସାୟୀ ଙ୍କ ଘରୁ ଗତ ୨୯ ମେ ରେ ଡକାୟତିହୋଇଥିବା ଡକାୟତ ମାନଙ୍କୁ ଧରିବାରେ ସଫଳତା ହାସଲ କରିଛି କେସିଙ୍ଗା ପୋଲିସ। କେସିଙ୍ଗା ଏସଡି ପି ଓ ରୋହିତ ବର୍ମା ଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ ଗଠନକରି ପୋଲିସ ତାର ତଦନ୍ତ ଜାରି ରଖିଥିଲା। ଗତ ୨୯ ମେ ରେ କେସିଙ୍ଗାର ଜଣେ ବ୍ୟବସାୟଙ୍କ ବାସଭବନରୁ ରାତି ୨ ଟା ସମୟରେ ୮ରୁ ୯ ଜଣ ଡକାୟତ ଘର ପଛ ପଟେ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା, ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସୁବ୍ରତ କୁମାର ନାୟକ ଉପସ୍ଥିତରହି ଜିଲ୍ଲାରେ ଯଦି ବାତ୍ୟା ପ୍ରଭାବରେ ବନ୍ୟା କିମ୍ବା ଅତ୍ୟଧିକ ବର୍ଷା ହୁଏ,ତେବେ ତାହାର ସଠିକ୍ ମୁକାବିଲା କିପରି କରାଯାଇପାରିବ ସେ ବିଷୟକୁ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା, ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜିଲ୍ଲା ସ୍ତରୀୟ ସମନ୍ୟୟ କମିଟି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ଯୁବପିଢୀ ଙ୍କୁ ତମାଖୁ ସେବନର ଭୟାବହ ପରିଣାମ ବିଷୟରେ ସଚେତନତା ଓ ନିରାକରଣ ଅଭିଯାନ ଉପରେ ବିଶେଷ ଆଲୋଚନା ହୋଇଥିଲା। ତମାଖୁ ମୁକ୍ତ ଜିଲ୍ଲା ପାଇଁ ବିଭିନ୍ନ ପଦକ୍ଷେପ ସଚେତନତା କାର୍ଯ୍ୟକ୍ରମ,ବିଦ୍ୟାଳୟ ମାନଙ୍କରେ ତମାଖୁ ମୁକ୍ତ ପରିବେଶ, COPTA ନିୟମ ୨୦୨୩କୁ ରୂପାୟନ ଓ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ସୁବ୍ରତ କୁମାର ନାୟକ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ଶୋଭାଯାତ୍ରା ରେ ବିକାଶ ଜିଏନଏମ ଟ୍ରେନିଙ୍ଗ କେନ୍ଦ୍ରର ଛାତ୍ର ଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ, ଅଙ୍ଗନବାଡ଼ି କର୍ମୀ, “ଶକ୍ତି” କର୍ମକର୍ତ୍ତା, ୟୁନି ସେଫ୍ ଅଧିକାରୀ,ଜିଲ୍ଲା ସ୍ତରୀୟ ଅଧିକାରୀ ,ଶ୍ରମ କାର୍ଯ୍ୟାଳୟ ର […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଜୋନ ନଂ୩ ଅନ୍ତର୍ଗତ ଗଣ୍ଡବାରଝୋଲା ପଞ୍ଚାୟତର ଫୁକଜୁଡି ଗାଁ କୁ ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯାଇ ସେଠାକାର ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ଆଲୋଚନା କରିବା ସହ ତୃଣମୂଳ ସ୍ତରରେ ଦଳର ସଂଗଠନ କିଭଳି ଆହୁରି ମଜବୁତ୍ ହୋଇପାରିବ ସେ ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା, ପରିବର୍ତ୍ତନଶୀଳ ସମାଜ , ଶିକ୍ଷାର ଭିତ୍ତିଭୂମି, ବିଦ୍ୟାର୍ଥୀ ମାନଙ୍କ ଆବଶ୍ୟକତା ତଥା ତଦନୁସାରେ ଶିକ୍ଷକ ମାନଙ୍କ ସାମଗ୍ରିକ ଓ ବୌଦ୍ଧିକ ଉନ୍ନତି ନିମନ୍ତେ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ଭବାନୀପାଟଣାର ଯୁକ୍ତ ତିନି ବିଭାଗର ସଭାଗୃହ ଠାରେ ଦୁଇଦିନ ବ୍ୟାପି ଶିକ୍ଷକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡି.ନାଗେଶ୍ଵର ରାଓ ଶୁଭ ଉଦ୍ଧଘାଟନ କରି କାର୍ଯ୍ୟକ୍ରମର ପ୍ରାରମ୍ଭିକ […]
କଳାହାଣ୍ଡି:ଭବାନୀପାଟଣା,(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ସହର ସମେତ ଜିଲ୍ଲାର ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀରୁ ଏବେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦିନ ତମାମ ଗ୍ରୀଷ୍ମ ତାପ ବୃଦ୍ଧି ସାଙ୍ଗକୁ ଗୁଳୁଗୁଳିର ପ୍ରଭାବ ଅଧିକରୁ ଅଧିକ ଲାଗି ରହୁଛି। ବିଶେଷ କରି ଦହଗଞ୍ଜ କରୁଛି ବାରମ୍ବାର ବିଦ୍ୟୁତ୍ କାଟ। ଲୋକେ ସକାଳୁ ଉଠି କାମ କରିବାକୁ ବାହାରିବା ବେଳେ ବିଦ୍ୟୁତ ଗୋଲ ହେଉଥିବା ବେଳେ ସନ୍ଧ୍ୟାରେ ଆସି ଟିକେ ବିଶ୍ରାମ ନେବାବେଳକୁ ବି […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କେସିଙ୍ଗା ରେଳ ଷ୍ଟେସନରେ ଏକ ମାଲ ବୋଝଇ ଟ୍ରେନ ମଝିରୁ ଅଲଗା ହୋଇଗଲା ତେବେ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇପାରିଛି। ଏଥିରେ କିଛି କ୍ଷତି ହୋଇ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଦାମନଯୋଡିରୁ ଆଲୁମିନା ବୋଝେଇ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଅନୁଗୁଳ ଅଭିମୁଖେ ଯାଉଥିଲା। ଟ୍ରେନ୍ଟି କେସିଙ୍ଗା ଷ୍ଟେସନରେ କିଛି ସମୟ ପାଇଁ ଅଟକିବା ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ମାତ୍ର […]
ଭବାନୀପାଟଣା ସ୍ଥିତ ପ୍ରାଥମିକ ଶିକ୍ଷକସଂଘ ଭବନ ଠାରେ ଜିଲ୍ଲା ସ୍ତରୀୟ NMOPS କଳାହାଣ୍ଡି ଶାଖା ତରଫରୁ ଜିଲ୍ଲା ସଭାପତି ସାମନ୍ତ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ସମ୍ମାନିତ ଅତିଥି ନନ ଗଜେଟେଡ଼ ଅଫିସର ରୂପକେଶରୀ ଦଲାଇ,ଜିଲ୍ଲା ଅମଲା ସଂଘ ସଭାପତି ସୁକାନ୍ତ ମହାପାତ୍ର,ଅମଲା ସଂଘ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ମୁଣ୍ଡ,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଧିରେନ କୁମାର ପଟ୍ଟନାୟକ,ରାଜ୍ୟ ଉପସଭାପତି AUPTF ଓଡିଶା ଦୀପକ କୁମାର ଦାସ,ଜିଲ୍ଲା NPS […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ପ୍ରୋଗ୍ରାମ୍ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ସମ୍ପର୍କିତ ସଚେତନତାକୁ ଗୁରୁତ୍ୱ ଦେଇ ଉକ୍ତ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା, ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମିଳିତ ସମନ୍ୱୟରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଗୋଳମୁଣ୍ଡା, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଜୟପାଟଣା ବ୍ଲକ ପଞ୍ଚାୟତ ସମିତି ସଂମିଲଣି କକ୍ଷ ଠାରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣୀ ଶିବିରରେ ଧର୍ମଗଡ଼ ଉପ ଜିଲ୍ଲାପାଳ, ବେଦ ଭୂଷଣ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୧୧୨ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୯ଟି […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ଅମଲା ସଂଘ ର ଆନ୍ଦୋଳନ କୁ ଆଜି୧୨ପୁରିଥିବା ବେଳେ ଅନୁଷ୍ଠିତ ଏହି ସଂମୁହିକ ଆନ୍ଦୋଳନ କୁ କଳାହାଣ୍ଡି ଓଏଏସ ସଙ୍ଘ ର ସଭାପତି ସୁବ୍ରତ କୁମାର ନାଏକ ଓଆରଏସ ସଙ୍ଘ ର ସଭାପତି ତଥା କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ଖିଲୋ, କଳାହାଣ୍ଡି ପ୍ରାଥମିକ ସଙ୍ଘର ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଅମାଲାମାନଙ୍କ ଦାବିକୁ ନ୍ୟାୟ ଦାବି କହିବା ସହିତ ଏହାକୁ ଶୀଘ୍ର ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ […]
କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ କାନକୁଟୁରୁ ପଞ୍ଚାୟତ ସରପଞ୍ଚ ବନମାଳୀ ମାଝୀ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଆସି ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲା ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କାନକୁଟୁରୁ ପଞ୍ଚାୟତ ରେ କାର୍ଯ୍ୟରତ ଜିଆରଏସ୍ ଭାଗବତ ପ୍ରସାଦ ସାହୁଙ୍କ ମନମୁଖୀ କାର୍ଯ୍ୟ କଳାପ କରୁଥିବା କାମରେ ଅବହେଳା ଯୋଗୁଁ ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ମାସ ମାସ ଧରି ନିଜ ମଜୁରୀ ପାଇପାରୁ ନାହାନ୍ତି। ଯାହା […]
କଳାହାଣ୍ଡି:ଭବାନୀପାଟଣା, ମେଦିନୀପୁର କ୍ଳଷ୍ଟର୍ ରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଲକ୍ଷ୍ମୀପୁର ଉ. ପ୍ରା. ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମର ଆବାହକ ସି ଆର୍ ସି ସି ତୁଳସୀ ରାମ ସାହୁ ଙ୍କ ତତ୍ତ୍ଵାବଧାନରେ ଏ ବି ଇ ଓ ହୃଷିକେଶ ନାୟକ ସଭାପତିତ୍ବ କରିଥିଲେ।ସରପଞ୍ଚ ରମେଶ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ମେଦିନୀପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ମୁଖ୍ୟବକ୍ତା […]
