Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ଅବସରରେ ପାଞ୍ଚ ଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ପୂଜା ନୀତି ନିୟମ ଅନୁସାରେ ହେବା ସହ ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ପରେ ଠାକୁର ଙ୍କ ସିଂହାସନ ବିଜେ ହୋଇଛନ୍ତି।ଏନେଇ ବ୍ରଜମୋହନ ପଞ୍ଚଦେବ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଭାପତି ଉପଜିଲ୍ଲାପାଳ ଧିମାନ ଚକମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିର ଟ୍ରଷ୍ଟ ର ଉପ ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ,ସମ୍ପାଦକ ନିରଞ୍ଜନ ମହାପାତ୍ର, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ, ସୁକଲାଲ ଅଗ୍ରୱାଲ, ଧରଣୀଧର ଧଙ୍ଗଡା ମାଝୀ, ସୁରେଶ ଚନ୍ଦ୍ର ମୁଣ୍ଡ, ବିଦ୍ୟାଧର ସାହୁ, କୃପାସିନ୍ଧୁ ପଣ୍ଡା, ହୃଷୀକେଶ ମିଶ୍ର,ରମେଶ ଚନ୍ଦ୍ର ପଣ୍ଡା,ସନ୍ତୋଷ ମେହେର, ସୁରେନ୍ଦ୍ର ମୁନି ସରୋଜ ସାହୁ, ଜନ୍ମେଜୟ ନାଏକ, ସୁବାସ ଅଗ୍ରୱାଲ, ହେମନ୍ତ କୁମାର ମାଝୀ, ଓ ସହରର ଅନ୍ୟାନ୍ୟ ମାନେ ସହଯୋଗୀ ଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସୁଚାରୁ ରୂପେ ଶେଷ ହୋଇଅଛି।
Editor, News Gallery Mob: 9439506580 Email: newsgallery.in@gmail.com
