ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଗତକାଲି ରାତିରେ ଭବାନୀପାଟଣା ସହର ଧୋବା ପଡା ସ୍ଥିତ ମଦଭାଟିରେ କର୍ମଚାରୀ ଙ୍କୁ କିଛି ଦୃବୁତ ମାରପିଟ କରିଥିବା ଘଟଣା ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଜଣେ ପିଲାକୁ ଏହି ମଦଭାଟି କର୍ମଚାରୀମାନେ ପିଟିଥିବା ଅଭିଯୋଗ ଆଣିଥିଲେ ତାକୁନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦେଖିବାକୁ ପାଇଥିଲେ ମଦ ଭାଟିର କର୍ମଚାରୀ ଙ୍କୁ କିଛି ଦୁର୍ବୁତ୍ତ ମାଡ ମାରିଥିବା ପୋଲିସ ଦେଖେବାକୁ ପାଇଥିଲା ବୋଲି ପୋଲିସ ଗଣମାଧ୍ୟମ କୁ ଜଣାଇଥିଲେ।
ପୋଲିସ ଭାଟି ମର୍ମଚାରିକୁ ସହର ଚିକିତ୍ସାଳୟ କୁ ନେଇ ଚିକିତ୍ସା କରିଥିବା ଟାଉନ ଥାନା ପୋଲିସ ଗଣମାଧ୍ୟମକୁ ଜଣାଇଥିଲେ ଏବଂ ଘଟଣାକୁ ନେଇ ତଦନ୍ତ କରୁ ଥିବା ପୋଲିସ ସୂତ୍ରରୁ ଜଣାପଡିଥିଲା।ସୂଚନା ଅନୁସାରେ ଭାଟି କର୍ମଚାରୀ ଙ୍କୁ ଲହୁ ଲୁହାଣ ହୋଇ ମଦଭାଟିର ଦୁଇ କର୍ମଚାରୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ଭାଟି ଭିତରେ ଲୋକମାନେ ଜୋର ଜବରଦସ୍ତି ପଶି ଭଙ୍ଗାରୁଜା କରିଥିବା ପ୍ରମାଣ ମଧ୍ୟ ହସ୍ତଗତ ହୋଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

