ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ସମ୍ମିଳନୀ

ନ୍ୟୁଜଗ୍ୟାଲେରି, ଜୟପୁର: ଓଡ଼ିଶା ରାଜ୍ୟ କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଜୟପୁର ର ଏକ ଘରୋଇ ହୋଟେଲ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କେସିସି ବ୍ୟାଙ୍କ ସଭାପତି ଇଂ ଇଶ୍ଵର ପାଣଗ୍ରାହୀ, ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ବ୍ୟବସାୟୀ ଏବଂ ସମାଜସେବୀ ସଞ୍ଜୁ ଜୈନ ରହିଥିବାବେଳେ ସଂଘର ରାଜ୍ୟ ଉପସଭାପତି ସତ୍ୟଜିତ ରାୟ ଚୌଧୁରୀ ଏବଂ […]

ଜିଲ୍ଲା ସାମ୍ୱାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି, ରାୟଗଡ: ରାୟଗଡ଼ା ଜିଲ୍ଲା ପ୍ରଦକ୍ଷୀଣ ଗୃହ ସ୍ଥିତ କନଫରେନ୍ସ ହଲରେ ୨୦୨୫ ଆର୍ଥିକ ବର୍ଷର ଜିଲ୍ଲା ସାମ୍ୱାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ଡ ବାଦଲ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂଘର ପ୍ରାକ୍ତନ ସମାଜ ପ୍ରତିନିଧି ତଥା ସଂଘର ସଦସ୍ୟ ସ୍ୱର୍ଗତଃ ପରମାନନ୍ଦ ଦାସଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘରେ ପ୍ରଥମରୁ ସାମ୍ୱାଦିକ ସୁରକ୍ଷା ଓ ମଙ୍ଗଳ ତଥା […]

କୋକସରା ଠାରେ ପେନସନ୍ ଗ୍ରାହୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା

ନ୍ୟୁଜଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ କୋକସରା ବ୍ଲକ ପେନସନ୍ ଗ୍ରାହୀ ସଂଘର ସାଧାରଣ ବୈଠକ,ଓ ସମ୍ବର୍ଦ୍ଧନା ସହ ନୂତନ କମିଟି ଗଠିତ । ପେନସନ୍ ଗ୍ରାହୀ ସଂଘର ସଭାପତି ତ୍ରିନାଥ ଠାକୁର ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ଼ ବିଧାୟକ ସୁଧିର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଅମଲା ସଂଘ ଉପଦେଷ୍ଟା କେଶରୀ ଦଳେଇ ମୁଖ୍ୟବକ୍ତା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶରତ […]

ୟୁଏଏସ ପୋର୍ଟାଲକୁ ଶିକ୍ଷକ ସଂଘର ବିରୋଧ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍) ର ଏକ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଲୟ  କୁ ରେଲି କରିଥିଲେ।ଏହି ରେଲି ରେ ରାଜ୍ୟ ସଭାପତି (ଏ ୟୁ ପି ଟି ଏଫ )ଧୀରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘ ସଭାପତି ମଧୁସୂଦନ ପ୍ରଧାନ ଓ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ନେତୃତ୍ୱରେ ସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା […]

ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ କଳାହାଣ୍ଡି ର ନୂତନ କର୍ମକର୍ତ୍ତା ଚୟନ ।

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ୧୩ ଗୋଟି ବ୍ଲକର କୋଣ ଅନୁକୋଣରୁ ଆସିଥିବା ଶତାଧିକ ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ ର ନୂତନ କର୍ମକର୍ତ୍ତା ପୁନର୍ଗଠନ ଓ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅଲ ଓଡିଶା ସିଡୁଲ କାଷ୍ଟ ପେଡେରେସନ ର ଜିଲ୍ଲା ଆବାହକ କମିଟି କଳାହାଣ୍ଡି ଆହ୍ବାନ କ୍ରମେ ଭବାନୀ ପାଟଣା ବ୍ଲକ ର ପାଷ୍ଟିକୁଡ଼ି ବଜାର ପ୍ରାଙ୍ଗଣ ଠାରେ ରାମ ସ୍ବାମୀ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା […]

କଲେଜ ଛକ ଠାରେ ଯାତ୍ରୀ ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଦାବୀ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ପାଖ କଲେଜ ଛକ ଠାରେ ଦୁଇଟି ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ସହ ଏକ ଶୌଚାଳୟ ନିର୍ମାଣ କରିବା ପାଇଁ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭବାନୀପାଟଣା ନଗରପାଳ ବିଷ୍ଣୁ ପ୍ରଧାନଙ୍କୁ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଛାତ୍ର ନେତା ଚୈତନ୍ୟ ବାଗଙ୍କ ନେତୃତ୍ବରେ ଏକ ଛାତ୍ର ପ୍ରତିନିଧି ଦଳ ପୌରାଧ୍ୟକ୍ଷଙ୍କୁ ସାକ୍ଷାତ କରି ବସ ଷ୍ଟପ ବା ଯାତ୍ରୀ ଗୃହ ନଥିବା […]

ଧର୍ମଗଡ଼ ସହରର ମୁଖ୍ୟ ରାସ୍ତାରେ ବୁଲୁଥିବା ଗାଈଗୋରୁ ଙ୍କୁ ବିଜ୍ଞାପିତ ଅଂଚଳ ନିଜ ଅକ୍ତିଆର କରି ବିଜୁ କଲ୍ୟାଣ ମଣ୍ଡପ ରେ ରଖାଯାଇଛି।

ନ୍ୟୁଜଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଂଚଳ ର ମୁଖ୍ୟ ରାସ୍ତା ରେ ଵୁଳୁଥିଵା ଗାଈଗୋରୁ ଙ୍କୁ ଆଜି ବିଜ୍ଞାପିତ ଅଂଚଳ ନିଜ ଅକ୍ତିଆର ରେ ଆଣି ଵୁଜୁ କଲ୍ୟାଣ ମଣ୍ଡପ ଠାରେ ରଖାଯାଇଛି ଵେଳି ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ସୂଚନା ଦିଆଯାଇଛି। ଗାଈଗୋରୁ ଧର୍ମଗଡ଼ ସହର ମୁଖ୍ୟ ରାସ୍ତା ରେ ଅବାଧ ଯାତାୟତ ଯୋଗୁଁ ଅତୀତରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ନିରୀହ ଜୀବନ ହାନି ହୋଇଥିବାର ଅଭିଯୋଗ ହୋଇଆସୁଥିଲା । […]

କଂଗ୍ରେସ ଦଳ ର ଦୋମୁହାଁ ନୀତି ବିରୁଦ୍ଧ ରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା : କଂଗ୍ରେସ ଦଳ ର ଦୋମୁହାଁ ନୀତି ଓ ନାରୀ ସୁରକ୍ଷା ନାଁ ରେ ରାଜ୍ୟ ରେ ଅସନ୍ତୋଷ ସୃଷ୍ଟି କରିବା ଭଳି ମୋନୋଭାବ କୁ ବିରୋଧ କରି ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ଓ କୁଷ ପୁତ୍ତଳିକା ଦାହ କରାଯାଇଅଛି ।ବାଲେଶ୍ଵର ଫକିର ମୋହନ କଲେଜ ର ଛାତ୍ରୀ ଆତ୍ମହତ୍ୟା ଘଟଣା କୁ ନେଇ ରାଜନୈତିକ ସ୍ବାର୍ଥ […]

ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଙ୍କ ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟନ ଓ ମାଁ ପାଇଁ ଗଛଟିଏ ପାଇଁ ବୃକ୍ଷ ରୋପଣ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଙ୍କ ନୂତନ କାର୍ଯ୍ୟାଳୟ ଓ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଭାରପ୍ରାପ୍ତ ଉପଜିଲ୍ଲାପାଳ […]

କାଙ୍କେରୀ ବୋଡ଼ର୍ କଲେଜ ଠାରେ ବୃକ୍ଷ ରୋପଣ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:ଧର୍ମଗଡ଼+୩ ବୋଡ଼ର୍ ଡିଗ୍ରୀ କଲେଜ କାଙ୍କେରୀ ଠାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଗୁପ୍ତେଶ୍ୱର ମେହେର ଙ୍କ ଅଧ୍ୟକ୍ଷତା ରେ ବନ ମହୋତ୍ସବ ତଥା ଏକ ସଚେତନତା ମୂଳକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ କମିଟି ସଭାପତି ଦିକଷନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହ କରିଥିଲେ ଏବଂ ମହାବିଦ୍ୟାଳୟ ଅଧ୍ୟାପକ ଅଭିମନ୍ୟୁ ନାଏକ,ପୂର୍ଣ୍ଣଚନ୍ଦ୍ର କୁମାର,ଦେବେନ୍ଦ୍ର ସୁନାନୀ, ଧର୍ମୁ […]

ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍‌ର ବୁଦ୍ଧିଜୀବୀ ସମ୍ମିଳନୀ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅଧିନସ୍ଥ ଥୁଆପଦର ଠାରେ ଅନୁସୂଚିତ ଜାତି ବର୍ଗର ତଥା ଅଲ୍ ଓଡିଶା ସିଡୁଲ୍ କାଷ୍ଟ ପେଡେରେସନ୍ କଳାହାଣ୍ଡିର ସଚେତନ ବୁଦ୍ଧିଜୀବୀ ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଟି ବ୍ଲକ, ୩ ଏନ୍‌ଏସ୍‌ସି ଓ ୧ ଟି ମ୍ୟୁନିସିପାଲଟିରୁ ଶତାଧରକ ବୁଦ୍ଧିଜୀବି ଯୋଗଦେଇ ତାଙ୍କର ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ଅନବରତ ଭାବେ ଲୋକଙ୍କ କାମ କରୁଥିବା ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍‌କୁ କିଛି ବ୍ୟକ୍ତି ନିଜ […]

ଓଡିଶା ରାଜ୍ୟ ଜୁନିୟର, ଶବ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଧଯାପିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ତତ୍ୱାବଧାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଅଛି। ଉଦଯାପିତ ଉତ୍ସବରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବେ ,ସମ୍ମାନିତ ଅତିଥି ଭାବରେ ରାଜ୍ୟ ପର୍ଯ୍ୟବେକ୍ଷକ ସୁଦୀପ୍ତ ବିଷୋୟୀ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର […]

ଉଚ୍ଚ ବୈଷୟକ ଶିକ୍ଷା ପାଇଁ ହାତ ବଢାଈଲେ ରାୟଗଡା ଜିଲ୍ଲା ପ୍ରଶାସନ ।

ନ୍ୟୁଜ ଗ୍ୟାଲେରି, ରାୟଗଡ:ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିନ୍ଦିପଦର ଗ୍ରାମର ମେଧାବୀ ଛାତ୍ର ଆୟୁଷ୍ମାନ ସତ୍ୟ ନାଚିକା ଚଳିତ ବର୍ଷ ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ମାଡ୍ରାସରେ ନାମ ଲେଖିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ବାପା ବଦ୍ରୁ ନାଚିକା ମୃତ୍ୟବରଣ କରିଥିବା ବେଳେ ତାଙ୍କର ମା ସାଲେମା ନାଚିକାଙ୍କ ବୟସାଧିକ ହେତୁ ପରିବାର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସୁଦୂର ମାଡ୍ରାସରେ ଯାଇ ପାଠ ପଢିବା ସମ୍ଭବପର ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ […]

ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ଦ୍ୱାରା ଷ୍ଟିଟ ଲାଇଟ (ଏଲଇଡି) ଲାଇଟ ଏଵଂ ନୂତନ ଭତ୍ତା ବଣ୍ଟନ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ ୱାଡ଼ ନମ୍ବର ୧ ଭୀମଖୋଜପଡା ଠାରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ କର କମଳରେ ଧର୍ମଗଡ ସହର ରେ ସୋନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ଷ୍ଟିଟ ଲାଇଟ (ଏଲଇଡି) ଲାଇଟ ର ଲୋକାର୍ପଣ କରିଥିଲେ । ବିଧାୟକ ଶ୍ରୀ ପାଟ୍ଟଯୋଷୀ ଲୋକାର୍ପଣ କରି କେନ୍ଦ ସରକାର ଓ ରାଜ୍ୟସରକାର ଙ୍କ ବିଭିନ୍ନ ବିକାଶ ମୂଳକ ଓ ଜନହିତ […]

କୋକସରା ଅବକାରୀ ବିଭାଗ ର ଚଢ଼ାଉ,୮ କେଜି ଗଞ୍ଜେଇ ଜବତ

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡାଗୁଡା ପଞ୍ଚାୟତ ଭାଳିଆଯୋର ଗ୍ରାମର ଅଭିରାମ ନାଏକ ୫୪ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଅଭିରାମ ନାଏକ ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।ଅଭିରାମ ଗଞ୍ଜେଇ ବ୍ୟାପାର ଚଳେଇ ଥିବା ବେଳେ ଶୁକ୍ରବାର ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋକସରା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର […]

ବିଶିଷ୍ଟ ବ୍ୟକ୍ତିତ୍ଵ ଙ୍କ ପ୍ରେରଣାଦାୟୀ ଭାବ ବିନିମୟ ର ଅଭିନବ କାର୍ଯ୍ୟକ୍ରମ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଲାହାଣ୍ଡି ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପୋଲିସ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ଠାରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନନ୍ୟ ଅଭିନବ ପ୍ରେରଣାଦାୟୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷ ଙ୍କ ମଧ୍ୟରେ ପ୍ରବୀଣ ଶିକ୍ଷାବିତ୍ ଡ. ଉମେଶଚନ୍ଦ୍ର ଶତପଥୀ, ବରିଷ୍ଠ କ୍ରୀଡାବିତ୍ ପଙ୍କଜ ପଟ୍ଟନାୟକ, ସମାଜସେବୀ ଦୃଢ ସଂଗଠକ ପ୍ରକୃତି ବନ୍ଧୁ ବରିଷ୍ଠ ଶିକ୍ଷାବିତ ପ୍ରଦୀପ କୁମାର ସାହୁ ,ପ୍ରକୃତି ବନ୍ଧୁ ଏନ.ସି.ସି ଶିକ୍ଷକ […]

କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନ ମହୋତ୍ସବ ପାଳିତ

ନ୍ୟୁଜ ଗ୍ୟାଲେରି, କେସିଙ୍ଗା: କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ସ୍ନିଗ୍ଧା ସରିତା ବଳିଆର ସିଂ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନପାଳ ବିଶି କେଶନ କରୁଆଁ ଙ୍କ ନେତୃତ୍ୱ ରେ ବନ ମହୋତ୍ସବ ସପ୍ତାହ ର ତୃତୀୟ ଦିବସ କାର୍ଯକ୍ରମ ସ୍ଥାନୀୟ ସେକ୍ସନ ଅନ୍ତର୍ଗତ ତୁଣ୍ଡଲା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ନିଗ୍ଧା ସରିତା ବଳିଆର ସିଂ ରେଞ୍ଜ ଅଫିସର କେସିଙ୍ଗା, ସରପଞ୍ଚ ସରୋଜ […]

ଜଳନ୍ଧର ନାଏକ ହେଲେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟ ସଭାପତି

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟ ସଭାପତି ଭାବରେ ଜଳନ୍ଧର ନାଏକ ପିସିସି ଙ୍କୁ ସଭାପତି ଭକ୍ତ ଚରଣ ଦାସ ଶ୍ରୀ ନାଏକ ଙ୍କୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ମନୋନୀତ କରିଛନ୍ତି। ଶ୍ରୀ ନାଏକ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ସୂଚାରୁ ରୂପେ ତୁଲାଇ ଆସୁଥିଲେ।ସେ ଏବେ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବାରୁ […]

ବିକଶିତ କଳାହାଣ୍ଡି ନୂଆପଡା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ।

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି, ନୂଆପଡା ଅନିବାର୍ଯ୍ୟ ଓଡିଶା ଭିଜନ ୨୦୩୬ ଏବଂ ୨୦୪୭ ସମ୍ପର୍କରେ ଓଡିଶାକୁ ଦେଶର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ଭାବରେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟସରକାରଙ୍କର ଭିଜନ ଓଡିଶା ୨୦୩୬ ଲକ୍ଷ୍ୟ ଏକ କ୍ରାନ୍ତିକାରୀ ପଦକ୍ଷେପ ଅଟେ । ଭାରତ ସ୍ୱାଧିନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ଅ ୨୦୪୭ ଜାତୀୟ ଲକ୍ଷ୍ୟ ସହିତ ଓଡିଶା ଭିଜନ ୨୦୩୬ ଏହା ସହ ଯୋଡି ହୋଇ କାର୍ଯ୍ୟକାରୀ କରିବାର ଧାର୍ଯ୍ୟ ରଖାଯାଇଛି । ୩,୨୦,୦୦୦ […]

ଯାଦବ ସମ୍ପ୍ରଦାୟ କୁ ବିବାଦୀୟ ମନ୍ତବ୍ୟ ଘଟଣା କୁ ନେଇ ମାମଲା ରୁଜୁ 

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସହର ଯାଦବଙ୍କ ଦ୍ୱାରା ସ୍ଥାନୀୟ ଟାଉନ ଥାନା ଠାରେ ଯାଦବ(ଗୌଡ଼) ସମ୍ପ୍ରଦାୟ କୁ ଆକ୍ଷେପ ହୋଇ ଥିବା ମନ୍ତବ୍ୟ କୁ ନେଇ ଏକ ମାମଲା ରୁଜୁ କରାଯାଇଛି ।ଗତ ତା .୨୭.୦୬.୨୦୨୫ ଦିନ ନିତେଇ ପାଲ ଗ୍ରାମ-ଚିନାଜୁରୀ ,ଥାନା-ଡୁଙ୍ଗୁରିପାଲି ,ଜିଲ୍ଲା – ସୁବର୍ଣ୍ଣପୁରର ଜଣେ ଯୁବକ ଯାଦବ ସମାଜକୁ ଆକ୍ଷେପ କରି “ଯାଦବ ଦେଶଦ୍ରୋହୀ” ବୋଲି ତାଙ୍କ ଫେସବୁକ ଏକାଉଣ୍ଟ ରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ଯାହାକି ସମଗ୍ର ଯାଦବ ସମାଜ ପ୍ରତି ଗଭୀର […]

ଜିଲ୍ଲା ସ୍ତରୀୟ ମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ ନିରାକରଣ, ଅନ୍ତ ବିଭାଗୀୟ ଏକାଭିମୁଖୀ ବୈଠକ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା:ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷ ଠାରେଜିଲ୍ଲାସ୍ତରୀୟମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ ନିରାକରଣ ମାସ ପାଳନ ଓ ଅନ୍ତ ବିଭାଗୀୟ ଏକାଭିମୁଖୀ ବୈଠକ ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ,ମେଲେରିଆ ଜ୍ଵର ଲକ୍ଷଣ,ପ୍ରତିକାର ଏବମ ପ୍ରତିରୋଧ ବ୍ୟବସ୍ଥା ତଥା ବିଭିନ୍ନ ବିଭାଗର ଦାଇତ୍ଵ ସମ୍ୱନ୍ଧରେ ଆଲୋଚନା କରାଯାଇ ଥିଲା । ଡେଙ୍ଗୁ ଓ ମ୍ଯାଲେରିଆ ରୋଗର ନିୟନ୍ତ୍ରଣ କରିବା ପାଇଁ ମଶାରୀ ବ୍ୟବହାର, ପରିବେଶ ସଫାସୁତୁର ରଖିବା , ଜର ହେଲାମାତ୍ରେ […]

ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : ସମଗ୍ର ବିଶ୍ବରେ ଅନ୍ତର୍ଜାତୀୟ ଅବୈଧ ନିଶା ଦ୍ରବ୍ୟ କାରବାର ବିରୋଧ ଦିବସ ପାଳନ କରାଯାଇ ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ନିଶାନିବାରଣ ନିମନ୍ତେ ରାଜ୍ୟ ସରକାର “ଦିଶା” ଯୋଜନା ମାଧ୍ୟମରେ ୧୧ ଟି ନିଶା ମୁକ୍ତ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ଏବଂ ଭବିଷ୍ୟତରେ ସମସ୍ତ ୩୦ ଟି ଜିଲ୍ଲାରେ ସ୍ଥାପନ କରିବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।କଳାହାଣ୍ଡି ଜିଲ୍ଲାରେ […]

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ରାୟଗଡା: ରାୟଗଡ଼ା ବରିଷ୍ଠ ନାଗରିକ କାର୍ଯ୍ୟାଲୟ ଠାରେ ଜିଲ୍ଲା ସଭାପତି ମୋହନ ରାଓ ମାଝି ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ଗଣେଶ ମିଶ୍ରାଜୀ , ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀ ରାଜ ପଣ୍ଡା , ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ଆଲୋକ ରଥ , ପ୍ରଭାରୀ ବିଶ୍ଵ ରଞ୍ଜନ ସାହା , କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ […]

ଭବାନୀ ପାଟଣା ନଗର ମଣ୍ଡଳ ପକ୍ଷରୁ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୨ ତମ ବଳିଦାନ ଦିବସ ଉପଲକ୍ଷେ ଆଜି ଭବାନୀପାଟଣା ସ୍ଥିତ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଭବାନୀପାଟଣା ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ନଗର ମଣ୍ଡଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଅନୁଷ୍ଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି ଜେ ପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଏବଂ ମୁଖ୍ୟ ବକ୍ତା ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ତଥା […]

ପଣ୍ଡରା ମାଳି ସେବା ସଙ୍ଗ ପକ୍ଷରୁ ମହାସଭା ଏଵଂ ଜିଲ୍ଲା କମିଟି ଗଠନ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ପଣ୍ଡରା ମାଳି ସେବା ସଙ୍ଗ ପକ୍ଷରୁ ଚାରି ଗଡ଼ ଜନସାଧାରଣ ଙ୍କୁ ନେଇ ଏକ ମହାସଭା ଆୟୋଜିତ କରାଯାଇଥିଲା ଉକ୍ତ ମହାସଭାରେ ପ୍ରେମ ଲାଳ ନାଏକ ଙ୍କ ସଭାପତିତ୍ବ କରିଥିବ ବେଳେ ମଞ୍ଚରେ ପଣ୍ଡରା ମାଳି ସମାଜ ର ଛତିଶ ବର୍ଗ ପୂଝାରୀ, ଗୈନ୍ତିଆ ଓ ଝାଙ୍କର ଉକ୍ତ ମଞ୍ଚ ରେ ମଞ୍ଚାସିନ ଥିଲେ। ଉକ୍ତ ମହାସଭାରେ ମୁଖ୍ୟଅତିଥି ଭାବରେ […]

କୋକସରା ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ।

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବକୋଣ୍ଡା ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୩ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା […]

ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସ୍ମୃତି ଚାରଣ ସଭା।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାର ବରପୁତ୍ର ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସେମାନଙ୍କ ଜନ୍ମସ୍ଥାନକୁ ସ୍ମାରକିରେ ରୂପାନ୍ତରିତ କରିବା ଅବସରରେ ଶହୀଦ ରେଣ୍ଡୋ ମାଝି ଙ୍କ ସ୍ମୁତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମସ୍ଥଳୀ ଉର୍ଲାଦାନି ସ୍ଥିତ ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ପିଠରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର […]

ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ଅଭ୍ୟାସ ମକଡ୍ରିଲ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ୪ ଗୋଟି ବନ୍ୟା ଆଶ୍ରୟସ୍ଥଳୀଠାରେ ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଳଖଣ୍ଡି, କଲମପୁର ବ୍ଲକ ଅନ୍ତର୍ଗତ ବାଲିଗୁଡା, ଜୟପାଟଣା ବ୍ଲକ ଅନ୍ତର୍ଗତ ରସଡୁମେର ଏବଂ ଜୁନାଗଡ ବ୍ଲକ ଅନ୍ତର୍ଗତ କୁଟେନ ଗାଁ ଠାରେ ସମସ୍ତ ଗ୍ରାମବାସୀ, ପଂଚାୟତ ରାଜ ସଂସ୍ଥାର ସଦସ୍ୟ/ସଦସ୍ୟା , ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଅନ୍ତର୍ଭୁକ୍ତ କରି ଏହି ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମର […]

ବେଆଇନ ମଦ କୋଠୀ ଭାଙ୍ଗିଲେ ଗ୍ରାମବାସୀ

ନ୍ୟୁଜ୍ ଗ୍ୟାଲେରୀ,ବେହେରା,ଧର୍ମଗଡ (ଭୂପେଶ ତିୱାରୀ)ବେନିୟମ ମଦ ବିକ୍ରି କୁ ବିରୋଧ କରି ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ଏକ ମଦ କୋଠୀ କୁ ଶେଷରେ ଭାଙ୍ଗିଦେଲେ ଗ୍ରାମବାସୀ।ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣ ବାହାଲୀ ପଲସପାଣି ଗ୍ରାମରେ। ଗ୍ରାମରେ ଦୀର୍ଘଦିନ ରୁ ବେନିୟମ ଭାବରେ ମଦ କୋଠୀ ଖୋଲାଯାଇ ଅବାଧ ରେ ମଦ ବିକ୍ରି ହେଇ ଆସୁଛି।ବାରମ୍ବାର ବାରଣ କରିବା ସତ୍ତ୍ୱେ ଭାଟି ମ୍ୟାନେଜର ଲାଭଖୋର ନୀତି ଆପଣାଇ ଜଣେ ଦ୍ଵି […]

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସମସ୍ତଙ୍କୁ ସ୍ବାଗତ ଜଣାଇ ବୈଠକରେ ଆଲୋଚ୍ୟ କାର୍ଯ୍ୟସୂଚୀ ଆଲୋଚନା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । ଆଗାମୀ ଚୂଡ଼ାନ୍ତ ନିଷ୍ପତି ଅନୁଯାୟୀ ସଡ଼କ ସୁରକ୍ଷା ଜୀବନ ରକ୍ଷା ଦିଗରେ ସମ୍ପୃକ୍ତ […]