ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ କଳାହାଣ୍ଡି ର ନୂତନ କର୍ମକର୍ତ୍ତା ଚୟନ ।

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ୧୩ ଗୋଟି ବ୍ଲକର କୋଣ ଅନୁକୋଣରୁ ଆସିଥିବା ଶତାଧିକ ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ ର ନୂତନ କର୍ମକର୍ତ୍ତା ପୁନର୍ଗଠନ ଓ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅଲ ଓଡିଶା ସିଡୁଲ କାଷ୍ଟ ପେଡେରେସନ ର ଜିଲ୍ଲା ଆବାହକ କମିଟି କଳାହାଣ୍ଡି ଆହ୍ବାନ କ୍ରମେ ଭବାନୀ ପାଟଣା ବ୍ଲକ ର ପାଷ୍ଟିକୁଡ଼ି ବଜାର ପ୍ରାଙ୍ଗଣ ଠାରେ ରାମ ସ୍ବାମୀ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ଆଇନ ଯିବି ଛବିଲାଲ ନିଆଲ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କୁ ପରିଚାଳନା କରିଥିଲେ । ଉକ୍ତ ମୂଳ ସଂଗଠନ ଏ ଓ ଏସ ସି ଏଫ ର ସର୍ବ ସମ୍ମତି କ୍ରମେ ସଭାପତି ରୂପେ ଦିଗାମ୍ବର ଲୁହା,ସାଧାରଣ ସମ୍ପାଦକ ତଥା ମହା ସଚିବ ଯତୀନ୍ଦ୍ର କର ,କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ,ଜୟପ୍ରକାଶ ଜାଲ, କାଞ୍ଚେଶ୍ୱରି ବାଗ ,ଅଜୟ ଦୀପ,ଉପସଭାପତି . ଧବଳେଶ୍ଵର ନାଗ ,ଶ୍ରୀକାନ୍ତ ଛତ୍ରିଆ ,ବରୁଣ ନାଏକ,ଦୁର୍ଯ୍ୟଧନ କୁମାର , ମୌସିକ ମଙ୍ଗରାଜ ଜିଲ୍ଲା ସମ୍ପାଦକ .ଅଭିରାମ ନନ୍ଦ ,ଶଙ୍କର କର ,ଢଗ ମାଲିଆ ନାଏକ୍,ନରସିଂହ ନିଆଲ୍,ଦୟାନିଧି ନାଏକ, ଖଗେଶ୍ବର ପାଣିଗ୍ରାହୀ ,ପ୍ରଶାନ୍ତ କୁମାର(ଗୋପ)
କୋଷାଧ୍ୟକ୍ଷ .କୌସିକ ଦୂରିଆ ଆଇନ ବିଭାଗ ମୁଖ୍ୟ , ଛବିଲାଲ୍ ନିଆଲ୍ ଏବଂ ଉପ ମୁଖ୍ୟ ଲୋକନାଥ ନାଗ (କଲମପୁର)
ସାମାଜିକ ବିଭାଗ ମୁଖ୍ୟ ଲୋକନାଥ ନାଗ (କେସିଙ୍ଗା) ଉପ ମୁଖ୍ୟ ସାମାଜିକ ସେନାପତି ନାଏକ ମହିଳା ବିଭାଗ ମୁଖ୍ୟ ପ୍ରତିମା ମହାନନ୍ଦ ଓ ଉପ ମୁଖ୍ୟ ଲୟା କୁମାର ଯୁବ ବିଭାଗ ମୁଖ୍ୟ ଲଳିଙ୍ଗ କୁମାର ଓ ମାଧବ ସୁନାନୀ,ଉପ ସଭାପତି ବିଶି କେଶନ ଦୁର୍ଗା, ଯୁବ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ଦୁର୍ଗା,ସଂସ୍କୃତି ବିଭାଗ ମୁଖ୍ୟ ଧିମାନ୍ ଅଭିଜିତ କର ,ଜ୍ୟୋତି ପ୍ରକାଶ ମହାନନ୍ଦ, ବରୁଣ ମହାନନ୍ଦ ମିଡ଼ିଆ ବିଭାଗ ଧୀରେନ୍ଦ୍ର ସୁନାନୀ,ସୁନିଲ ବିଶି , ଭୂଜରାଜ ଛତ୍ରିଆ ପ୍ରଶାସନିକ ମୁଖ୍ୟ ତ୍ରିଲୋକ୍ୟ ହରପାଳ ପ୍ରକାଶ ସାଗର ,ଦୟାନିଧି ନିଆଳ ,ସାମନ୍ତ ଦୁର୍ଗା ଉପଦେଷ୍ଟା ମଣ୍ଡଳୀ – ରାମ ସ୍ବାମୀ ନାଏକ ,ରାଜେନ୍ଦ୍ର ଭାରତୀ,ପ୍ରତାପ ବାଗ , ଚୈତନ୍ୟ ବେମାଲ,ବୈଦ୍ୟନାଥ ବେହେରା, ଯୁଝେଷ୍ଠି ଭଗତ,ସତ୍ୟାନନ୍ଦ ନାଗ । ଉକ୍ତ କାର୍ଯ୍ୟ କ୍ରମରେ ଅଭିମନ୍ୟୁ ବିଶି ,ବାବୁଲି ବିଶି,ବିଭୁଧ ବିଶି, ସୋମ ,ଅଶୋକ ବାରିକ୍, ଭବାନୀ ବିଶି , ଚିରଞ୍ଜିବୀ ବିଶି ,ରୋମାଞ୍ଚଲ କୁମାର , ନାଗେଶ ନାଏକ ସାହାଯ୍ୟ ସହଯୋଗ କରିଥିଲେ । ପରବର୍ତୀ ବୈଠକରେ କମିଟି ଓ ବିଭିନ୍ନ ବିଭାଗର ସମ୍ପ୍ରସାରଣ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ଉକ୍ତ କାର୍ଯ୍ୟ କ୍ରମକୁ ଜୟପ୍ରକାଶ ଜାଲ ମଞ୍ଚ ପରିଚାଳନା କରିଥିବାବେଳେ କେସିଙ୍ଗା ବ୍ଲକ ସଭାପତି ଯୁଝେଷ୍ଟି ଭଗତ ଧନ୍ୟବାଦ ଅର୍ପଣ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com