ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡାଗୁଡା ପଞ୍ଚାୟତ ଭାଳିଆଯୋର ଗ୍ରାମର ଅଭିରାମ ନାଏକ ୫୪ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଅଭିରାମ ନାଏକ ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।ଅଭିରାମ ଗଞ୍ଜେଇ ବ୍ୟାପାର ଚଳେଇ ଥିବା ବେଳେ ଶୁକ୍ରବାର ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋକସରା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଲାହାଣ୍ଡି ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପୋଲିସ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ଠାରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନନ୍ୟ ଅଭିନବ ପ୍ରେରଣାଦାୟୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷ ଙ୍କ ମଧ୍ୟରେ ପ୍ରବୀଣ ଶିକ୍ଷାବିତ୍ ଡ. ଉମେଶଚନ୍ଦ୍ର ଶତପଥୀ, ବରିଷ୍ଠ କ୍ରୀଡାବିତ୍ ପଙ୍କଜ ପଟ୍ଟନାୟକ, ସମାଜସେବୀ ଦୃଢ ସଂଗଠକ ପ୍ରକୃତି ବନ୍ଧୁ ବରିଷ୍ଠ ଶିକ୍ଷାବିତ ପ୍ରଦୀପ କୁମାର ସାହୁ ,ପ୍ରକୃତି ବନ୍ଧୁ ଏନ.ସି.ସି ଶିକ୍ଷକ […]
ନ୍ୟୁଜ ଗ୍ୟାଲେରି, କେସିଙ୍ଗା: କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ସ୍ନିଗ୍ଧା ସରିତା ବଳିଆର ସିଂ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନପାଳ ବିଶି କେଶନ କରୁଆଁ ଙ୍କ ନେତୃତ୍ୱ ରେ ବନ ମହୋତ୍ସବ ସପ୍ତାହ ର ତୃତୀୟ ଦିବସ କାର୍ଯକ୍ରମ ସ୍ଥାନୀୟ ସେକ୍ସନ ଅନ୍ତର୍ଗତ ତୁଣ୍ଡଲା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ନିଗ୍ଧା ସରିତା ବଳିଆର ସିଂ ରେଞ୍ଜ ଅଫିସର କେସିଙ୍ଗା, ସରପଞ୍ଚ ସରୋଜ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟ ସଭାପତି ଭାବରେ ଜଳନ୍ଧର ନାଏକ ପିସିସି ଙ୍କୁ ସଭାପତି ଭକ୍ତ ଚରଣ ଦାସ ଶ୍ରୀ ନାଏକ ଙ୍କୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ମନୋନୀତ କରିଛନ୍ତି। ଶ୍ରୀ ନାଏକ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ସୂଚାରୁ ରୂପେ ତୁଲାଇ ଆସୁଥିଲେ।ସେ ଏବେ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବାରୁ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି, ନୂଆପଡା ଅନିବାର୍ଯ୍ୟ ଓଡିଶା ଭିଜନ ୨୦୩୬ ଏବଂ ୨୦୪୭ ସମ୍ପର୍କରେ ଓଡିଶାକୁ ଦେଶର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ଭାବରେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟସରକାରଙ୍କର ଭିଜନ ଓଡିଶା ୨୦୩୬ ଲକ୍ଷ୍ୟ ଏକ କ୍ରାନ୍ତିକାରୀ ପଦକ୍ଷେପ ଅଟେ । ଭାରତ ସ୍ୱାଧିନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ଅ ୨୦୪୭ ଜାତୀୟ ଲକ୍ଷ୍ୟ ସହିତ ଓଡିଶା ଭିଜନ ୨୦୩୬ ଏହା ସହ ଯୋଡି ହୋଇ କାର୍ଯ୍ୟକାରୀ କରିବାର ଧାର୍ଯ୍ୟ ରଖାଯାଇଛି । ୩,୨୦,୦୦୦ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସହର ଯାଦବଙ୍କ ଦ୍ୱାରା ସ୍ଥାନୀୟ ଟାଉନ ଥାନା ଠାରେ ଯାଦବ(ଗୌଡ଼) ସମ୍ପ୍ରଦାୟ କୁ ଆକ୍ଷେପ ହୋଇ ଥିବା ମନ୍ତବ୍ୟ କୁ ନେଇ ଏକ ମାମଲା ରୁଜୁ କରାଯାଇଛି ।ଗତ ତା .୨୭.୦୬.୨୦୨୫ ଦିନ ନିତେଇ ପାଲ ଗ୍ରାମ-ଚିନାଜୁରୀ ,ଥାନା-ଡୁଙ୍ଗୁରିପାଲି ,ଜିଲ୍ଲା – ସୁବର୍ଣ୍ଣପୁରର ଜଣେ ଯୁବକ ଯାଦବ ସମାଜକୁ ଆକ୍ଷେପ କରି “ଯାଦବ ଦେଶଦ୍ରୋହୀ” ବୋଲି ତାଙ୍କ ଫେସବୁକ ଏକାଉଣ୍ଟ ରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ଯାହାକି ସମଗ୍ର ଯାଦବ ସମାଜ ପ୍ରତି ଗଭୀର […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା:ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷ ଠାରେଜିଲ୍ଲାସ୍ତରୀୟମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ ନିରାକରଣ ମାସ ପାଳନ ଓ ଅନ୍ତ ବିଭାଗୀୟ ଏକାଭିମୁଖୀ ବୈଠକ ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ,ମେଲେରିଆ ଜ୍ଵର ଲକ୍ଷଣ,ପ୍ରତିକାର ଏବମ ପ୍ରତିରୋଧ ବ୍ୟବସ୍ଥା ତଥା ବିଭିନ୍ନ ବିଭାଗର ଦାଇତ୍ଵ ସମ୍ୱନ୍ଧରେ ଆଲୋଚନା କରାଯାଇ ଥିଲା । ଡେଙ୍ଗୁ ଓ ମ୍ଯାଲେରିଆ ରୋଗର ନିୟନ୍ତ୍ରଣ କରିବା ପାଇଁ ମଶାରୀ ବ୍ୟବହାର, ପରିବେଶ ସଫାସୁତୁର ରଖିବା , ଜର ହେଲାମାତ୍ରେ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : ସମଗ୍ର ବିଶ୍ବରେ ଅନ୍ତର୍ଜାତୀୟ ଅବୈଧ ନିଶା ଦ୍ରବ୍ୟ କାରବାର ବିରୋଧ ଦିବସ ପାଳନ କରାଯାଇ ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ନିଶାନିବାରଣ ନିମନ୍ତେ ରାଜ୍ୟ ସରକାର “ଦିଶା” ଯୋଜନା ମାଧ୍ୟମରେ ୧୧ ଟି ନିଶା ମୁକ୍ତ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ଏବଂ ଭବିଷ୍ୟତରେ ସମସ୍ତ ୩୦ ଟି ଜିଲ୍ଲାରେ ସ୍ଥାପନ କରିବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।କଳାହାଣ୍ଡି ଜିଲ୍ଲାରେ […]
ନ୍ୟୁଜଗ୍ୟାଲେରି,ରାୟଗଡା: ରାୟଗଡ଼ା ବରିଷ୍ଠ ନାଗରିକ କାର୍ଯ୍ୟାଲୟ ଠାରେ ଜିଲ୍ଲା ସଭାପତି ମୋହନ ରାଓ ମାଝି ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ଗଣେଶ ମିଶ୍ରାଜୀ , ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀ ରାଜ ପଣ୍ଡା , ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ଆଲୋକ ରଥ , ପ୍ରଭାରୀ ବିଶ୍ଵ ରଞ୍ଜନ ସାହା , କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୨ ତମ ବଳିଦାନ ଦିବସ ଉପଲକ୍ଷେ ଆଜି ଭବାନୀପାଟଣା ସ୍ଥିତ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଭବାନୀପାଟଣା ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ନଗର ମଣ୍ଡଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଅନୁଷ୍ଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି ଜେ ପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଏବଂ ମୁଖ୍ୟ ବକ୍ତା ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ତଥା […]
ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ପଣ୍ଡରା ମାଳି ସେବା ସଙ୍ଗ ପକ୍ଷରୁ ଚାରି ଗଡ଼ ଜନସାଧାରଣ ଙ୍କୁ ନେଇ ଏକ ମହାସଭା ଆୟୋଜିତ କରାଯାଇଥିଲା ଉକ୍ତ ମହାସଭାରେ ପ୍ରେମ ଲାଳ ନାଏକ ଙ୍କ ସଭାପତିତ୍ବ କରିଥିବ ବେଳେ ମଞ୍ଚରେ ପଣ୍ଡରା ମାଳି ସମାଜ ର ଛତିଶ ବର୍ଗ ପୂଝାରୀ, ଗୈନ୍ତିଆ ଓ ଝାଙ୍କର ଉକ୍ତ ମଞ୍ଚ ରେ ମଞ୍ଚାସିନ ଥିଲେ। ଉକ୍ତ ମହାସଭାରେ ମୁଖ୍ୟଅତିଥି ଭାବରେ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବକୋଣ୍ଡା ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୩ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାର ବରପୁତ୍ର ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସେମାନଙ୍କ ଜନ୍ମସ୍ଥାନକୁ ସ୍ମାରକିରେ ରୂପାନ୍ତରିତ କରିବା ଅବସରରେ ଶହୀଦ ରେଣ୍ଡୋ ମାଝି ଙ୍କ ସ୍ମୁତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମସ୍ଥଳୀ ଉର୍ଲାଦାନି ସ୍ଥିତ ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ପିଠରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ୪ ଗୋଟି ବନ୍ୟା ଆଶ୍ରୟସ୍ଥଳୀଠାରେ ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଳଖଣ୍ଡି, କଲମପୁର ବ୍ଲକ ଅନ୍ତର୍ଗତ ବାଲିଗୁଡା, ଜୟପାଟଣା ବ୍ଲକ ଅନ୍ତର୍ଗତ ରସଡୁମେର ଏବଂ ଜୁନାଗଡ ବ୍ଲକ ଅନ୍ତର୍ଗତ କୁଟେନ ଗାଁ ଠାରେ ସମସ୍ତ ଗ୍ରାମବାସୀ, ପଂଚାୟତ ରାଜ ସଂସ୍ଥାର ସଦସ୍ୟ/ସଦସ୍ୟା , ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଅନ୍ତର୍ଭୁକ୍ତ କରି ଏହି ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମର […]
ନ୍ୟୁଜ୍ ଗ୍ୟାଲେରୀ,ବେହେରା,ଧର୍ମଗଡ (ଭୂପେଶ ତିୱାରୀ)ବେନିୟମ ମଦ ବିକ୍ରି କୁ ବିରୋଧ କରି ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ଏକ ମଦ କୋଠୀ କୁ ଶେଷରେ ଭାଙ୍ଗିଦେଲେ ଗ୍ରାମବାସୀ।ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣ ବାହାଲୀ ପଲସପାଣି ଗ୍ରାମରେ। ଗ୍ରାମରେ ଦୀର୍ଘଦିନ ରୁ ବେନିୟମ ଭାବରେ ମଦ କୋଠୀ ଖୋଲାଯାଇ ଅବାଧ ରେ ମଦ ବିକ୍ରି ହେଇ ଆସୁଛି।ବାରମ୍ବାର ବାରଣ କରିବା ସତ୍ତ୍ୱେ ଭାଟି ମ୍ୟାନେଜର ଲାଭଖୋର ନୀତି ଆପଣାଇ ଜଣେ ଦ୍ଵି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସମସ୍ତଙ୍କୁ ସ୍ବାଗତ ଜଣାଇ ବୈଠକରେ ଆଲୋଚ୍ୟ କାର୍ଯ୍ୟସୂଚୀ ଆଲୋଚନା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । ଆଗାମୀ ଚୂଡ଼ାନ୍ତ ନିଷ୍ପତି ଅନୁଯାୟୀ ସଡ଼କ ସୁରକ୍ଷା ଜୀବନ ରକ୍ଷା ଦିଗରେ ସମ୍ପୃକ୍ତ […]
ନ୍ୟୁଜ ଗ୍ୟାଲେରି,ଧର୍ମଗଡ,ବେହେରା(ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ବିଜୁ ଏକ୍ସପ୍ରେସ ୱେ ପେଟ୍ରୋଲ ପମ୍ପ ନିକଟ ରେ ଥିବା ଏକ ହାର୍ଡୱେର ଦୋକାନ ରେ ଗତ ଶନିବାର ରାତ୍ରି ରେ ଏକ ବଡ ଧରଣ ର ଚୋରି ହୋଇଥିଲା।ଦୋକାନ ମାଲିକ ପ୍ରମୋଦ ଅଗ୍ରୱାଲ ରବିବାର ସକାଳ ରେ କର୍ମଚାରୀ ମାନଙ୍କ ସହ ଦୋକାନ ଖୋଲିଲା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଲେ ଓ କୋକସରା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ।କୋକସରା ପୋଲିସ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଧର୍ମଗଡ ଠାରେ ‘ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ’ “ରଜ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ ସୁଧିର ରଞ୍ଜନ ପଟ୍ଟଯୋଷି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଯୋଗଦେଇ ରଜ ପର୍ବ ପାଳନ ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ସବ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:ଜିଲ୍ଲାର ବନ କର୍ମଚାରୀ ସମୂହ ଜୁନ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନଶନ ସ୍ୱରୂପ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବା ସହିତ ଏହି ସମୟରେ କୌଣସି ସଭ୍ୟ କେସ ପ୍ରୋସିକ୍ୟୁସନ୍ ବା, ପେଟ୍ରୋଲିଂ ଭଳି କୌଣସି ବିପଦପୂର୍ଣ୍ଣ କାର୍ଯ କରିବେ ନାହିଁ ବୋଲି ସଂଘ୍ ଚେତାବନୀ ଦେବା ସହ ନନ୍ଗେଜେଟେଡ଼ ବନସେବା ସଂଘର ଆନ୍ଦୋଳନ ଶେଷ ହେବା ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହି ସର୍କଲ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା […]
ନ୍ୟୁଜଗ୍ୟାଲେରି,ମାଲପଡା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ବାହାବଲ୍ ଗ୍ରାମପଞ୍ଚାୟତ ର ମାଲପଡା ଗାଁରେ ବହୁ ପୁରୁଣା ଇଲେକ୍ଟ୍ରି ପୋଲ ଗୁଡ଼ିକ ଏବେ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ୪୦ ବର୍ଷ ହେବ ଏହି ପୋଲ ଗୁଡ଼ିକ ଲାଗି ଥିବା ବେଳେ ଗତ ବର୍ଷ ଏହି ପୋଲ ଗୁଡ଼ିକୁ ଅକ୍ଷମ ଦର୍ଶାଇ ନୂତନ ପୋଲ ଲଗାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଅକ୍ଷମ ପୁରୁଣା ପୋଲ ଗୁଡ଼ିକୁ ରାସ୍ତା କଡ଼ରୁ କଢ଼ା ଯାଇନାହିଁ। ବେଳେବେଳେ ଏହି ରାସ୍ତାଦେଇ ବଡବଡ ଯାନବାହାନ […]
ନ୍ୟୁଜଗ୍ୟାଲେରି,ବଲାଙ୍ଗୀର: ବଲାଙ୍ଗୀର ସହର ଅପରାଧିକ କାର୍ଯ୍ୟକଳାପ ରେ ଘେରି ରହିଥିବା ଲୋକଙ୍କ ମନରେ ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଏହାର ମୁଖ୍ୟ କାରଣ ହେଉଛି ସହର ସାରା ବେଆଇନ୍ ମଦ ଦୋକାନ ହୁ ହୁ ହୋଇ ବଢ଼ି ଚାଲିଛି । ଲୋକେ ଦିନ ରାତି ମଦ ପିଉଛନ୍ତି ଓ ରେପ , ହତ୍ୟା , ଚୋରି ଭଳି ଜଘନ୍ୟ ଅପରାଧ ଘଟାଉଛନ୍ତି । ଅବକାରୀ ଅଧିକାରୀ ସବୁ ଜାଣି ଶୁଣି ବେଆଇନ୍ ମଦ ବ୍ୟବସାୟ କୁ ପ୍ରୋତ୍ସାହନ […]
ନ୍ୟୁଜଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛିଳପା ଗ୍ରାମ ପଞ୍ଚାୟତ ଜେନା ଡଙ୍ଗରୀ ଠାରେ ବିକସିତ ଗ୍ରାମ ବିକସିତ ଓଡ଼ିଶା ପାଣ୍ଟି ରେ ଦଶ ଲକ୍ଷ ଟଙ୍କାର ଏକ ଉଦ୍ୟାନ ନିର୍ମାଣ ପାଇଁ ଆଜି ମୁଖ୍ୟ ଅତିଥି ଭାବରେ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାଏକ, ବ୍ଳକ ଉପଧ୍ୟକ୍ଷା ଵଵିତା ପାଟ୍ଟଯୋଷୀ ଏ. ଇ, କରୁଣାକର ମୁର୍ମୁ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ପାଳନ ଅବସରରେ ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ ସ୍ରୁଷ୍ଟି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ଜିଲ୍ଳାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ବିବିଧ ଯୋଜନା ଗୁଡିକର ଉଦ୍ଦେଶ୍ଯ ଓ କାର୍ଯ୍ୟାନୟନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଏବଂ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ସାବିତ୍ରୀ ଅମାବାସ୍ୟା ବିଭିନ୍ନ ମନ୍ଦିର, ପୀଠ ରେ ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା ଏହି ପରିପେକ୍ଷ ରେ ଆଜି ଇରିଗେସଂ କଲୋନୀ ଠାରେ ସାଧବୀ ମାନେ ପୂଜା ଅର୍ଚ୍ଚନା କରି ହିନ୍ଦୁ ଶାସ୍ତ୍ର ଅନୁସାରେ ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ରାଜ୍ୟର ବିଭିନ୍ନ […]
ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଐତିହାସିକ ନିଷ୍ପତ୍ତି ବୋଲି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ପ୍ରକାଶ କରିଛନ୍ତି।ଦୃଢ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଛା ଶକ୍ତିଥିଲେ ସବୁ ସମ୍ଭବ ବୋଲି ମୋହନ ସରକାର ପ୍ରମାଣିତ କରିଛନ୍ତି।ନୂତନ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ୫୪ ପ୍ରତିଶତ ପଛୁଆବର୍ଗ ଲୋକେ ଉପକୃତ ହେବେ ବୋଲି ଧର୍ମଗଡ ହୋଟେଲ ରାଜ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ପୋଡ ଓ […]
ନ୍ୟୁଜଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ଉପସଭାପତି ବୈକୁଣ୍ଠ ରଣା ଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ର ଅନେକ ଅଞ୍ଚଳରୁ ପଣ୍ଡରା ମାଳି ସମାଜ ର ସମାଜ କୁ ଭଳ ପାଉଥିବା ଵୁହୁସଂଖ୍ୟା ରେ ଲୋକ ଉପସ୍ଥିତ ଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ନିଜ ନିଜ ମତ ପ୍ରକାଶ କରିଥିବା ବେଳେ ଗତ କିଛି ଦିନ […]
ନ୍ୟୁଜ ଗ୍ୟାଲେରି,ଧର୍ଗଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଧର୍ମଗଡ଼ ତହସିଲ ପକ୍ଷରୁ ଭୂମିହୀନ ମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଧର୍ମଗଡ଼ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ଖଇଇରପ ରାଜ୍ୟସ୍ୟ ନୀରିକ୍ଷକ ଅଧିନସ୍ଥ ରେ ୩୬ ଜଣ ହିତାଧିକାରୀଙ୍କୁ ଏବଂ କାଙ୍କରୀ ରାଜସ୍ଵ ନୀରିକ୍ଷକ ଅଧୀନସ୍ଥ ରେ ୨୦ ଜଣଙ୍କୁ ଏଵଂ ଧର୍ମଗଡ଼( ରୁଲାର) ରାଜସ୍ଵ ନୀରିକ୍ଷକ ଅଧିନସ୍ଥ ୧ ଜଣ ଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲା । […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ ବନ୍ୟା, ବାତ୍ୟା କୁ କିପରି ମୁକାବିଲା କରାଯାଇପାରିବ ଏବଂ ଏଥିପାଇଁ ଆବଶ୍ୟକ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଜରୁରୀ ପଦକ୍ଷେପ ନେବା ସହିତ ପୂର୍ବ ପ୍ରସ୍ତୁତି କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କୁର୍ମି କ୍ଷତ୍ରିୟ ଅଞ୍ଚଳ ସଂସ୍ଥା ପକ୍ଷରୁ ସ୍ଵର୍ଗତ ତ୍ରିଭୁବନ ପ୍ରଧାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ତୁଳସୀ ନଗର ସ୍ଥିତ ସାମାଜ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଅଞ୍ଚଳ କମିଟି ସମ୍ପାଦକ ଭାବଗ୍ରାହୀ ନାୟକ ଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ସଭାପତି ଅଶ୍ୱିନୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଗଙ୍ଗାଧର ପ୍ରଧାନ, ସିଦ୍ଧାର୍ଥ ନାୟକ, ସନ୍ତୋଷ ପ୍ରଧାନ,କୃଷ୍ନ ଚନ୍ଦ୍ର ପ୍ରଧାନ, ମହେଶ୍ଵର ପ୍ରଧାନ, ପରକ୍ଷିତ ବିଶ୍ଵାଳ, ଦେବରାଜ ପ୍ରଧାନ, ସମ୍ପୂର୍ଣ୍ଣ ପ୍ରଧାନ, ଅମିତ୍ ନାୟକ, […]
ନ୍ୟୁଜ ଗ୍ୟାଲେରି, କଲପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୭୮ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି […]
