Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଆଇସିଡିଏସ ର ପ୍ରୋଗ୍ରାମ୍ ଅଫିସର ନମିତାରାଣୀ ପଲ୍, ଭବାନୀପାଟଣା ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର ସୁଶ୍ରୀ ଆଶା ରାଣୀ ସାହୁ ଓ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର ଫୁଲଯେଂସିଆ ସୋରେନ୍ , ପୋଷଣ କାର୍ଯ୍ୟକ୍ରମ ଅଧୀନରର କାର୍ଯ୍ୟରତ ଜିଲ୍ଲା ସଂଯୋଜକ ଅଜୟ ବିହାର ଓ ଜିଲ୍ଲା ପୋଷଣ କାର୍ଯ୍ୟ ସହାୟିକା ପ୍ରଜ୍ଞା ମହାପାତ୍ର, ଓମେନ୍ ହବ୍ ର ଜିଲ୍ଲା ସଂଯୋଜକ ଯୁଗେସ୍ବର ବୁଦ୍ଧିଆ ବିବାହ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରର ଥିବା ଜିଲ୍ଲା ପରାମର୍ଶ ଦାତା ଦିବୟରଞ୍ଜନ ଯୋଶୀ , ମମତା କାର୍ଯ୍ୟକ୍ରମ ଅଧୀନରର ଥିବା ଜିଲ୍ଲା ପ୍ରକଳ୍ପ ସଂରର୍ଯାଜକ ରେଣୁକା ବଗର୍ତ୍ତୀ , ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଆଇ. ସି. ଡି. ଏସ. ର ମହିଳା ପରିଦର୍ଶିକା , ପୋଷଣ କାର୍ଯ୍ୟକ୍ରମ ଅଧୀନରର କାର୍ଯ୍ୟରତ ସମସ୍ତ ବ୍କଲ ସଂଯୋଜକ , ଅଙ୍ଗନୱାଡି କର୍ମୀ , ଓ ସ୍ଵୟଂ ସହାୟକ ର ଗୋଷ୍ଠୀ ର ସଭ୍ୟା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା ସ୍ଵାଗତ ଜଣାଇବା ସହିତ ପୋଷଣ ମାସ ପାଳନର ଉଦ୍ଦେସ୍ୟ ଓ ବିଭାଗର ନିୟମାବଳୀ ଅନୁଯାୟୀ ଜିଲ୍ଲାରେ ରେ କରାଯାଇଥିବା କାର୍ଯ୍ୟକ୍ରମ୍ ଗୁଡିକୁ ଉପସ୍ଥାପନ କରିଥିଲେ ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଉତ୍ତମ ପୋଷଣ ସକାସେ ସ୍ଥାନୀୟ ଖାଦ୍ୟର ଗୁରୁତ୍ବ, ଜଂକ ଫୁଡ୍ ବଦଳରେ ଘର ତିଆରି ଖାଦ୍ୟ, ତଥା ପରିସ୍କାର ପରିଛନ୍ନତା ଉପରେ ଅଧାରିତ ମନ୍ତବ୍ୟ ରଖିଥିଲେ । ଅଂଗନବାଡି ତାଲିମ୍ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବିଶ୍ଵନାଥ ଦାଶ ପୋଷଣ ଅଭିର୍ଯାନ ଆନୁକୁଲ୍ୟରର ପାଳିତ ହୋଇଥିବା ୮ମ ଜାତୀୟ ପୋଷଣ ମାସର ଆଭିମୁଖ୍ୟ , କାର୍ଯ୍ୟ।ବଳି ଓ ଜିଲ୍ଲାରରେ ପାଳିତ ହୋଇଥିବା ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକୁ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ
ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀ ବୃନ୍ଦ ନିଜ ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକୁ ଜଣାଇବା ସହିତ ପୁଷ୍ଟି ସହିତ ସମନ୍ବୟ କୁ ବୁଝାଇଥିଲେ । ଜିଲ୍ଲା ମିଲେଟ୍ମି ସନରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ କ୍ଷୁର ଶସ୍ୟ ଉପକାରିତା ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମ ଆନୁକୁଲ୍ୟରର ଭବାନୀପାଟଣା ସହରାଞ୍ଚଳର ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ରଠୀର ସଭ୍ୟା ମାନଂକ ଦ୍ଵାରା ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ, ମା ପାଇିଁ ଗଛଟିଏ, ତଥା ଚଳିତ ପୋଷଣ ମାସର ବିସୟ ବସ୍ତୁ ଅଧାରିତ ବାର୍ଇତ୍ତତା ଗୁଡିକୁ ପ୍ରଦଶିତ କରିଥିଲେ। କାର୍ଯ୍ୟକ୍ରମ୍ ଅନୁକୁଲ୍ୟରେ ସହିଦ୍ ରେଣ୍ଡୋ ମାଝୀ ଚିକିତ୍ସା ମହାବିଦ୍ୟାଳୟର ଡାକ୍ତର ମାନେ ଶିଶୁ ସ୍ବାସ୍ଥ୍ୟ ଓ ପୁଷ୍ଟି ଉପରେ ବୁଝାଇଥିଲେ ।ପୋଷଣ ମାସ ଅବସରରେ ଅୟୋଜିତ ରଚନା, ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଂକୁ ପୁରସ୍କୃତ କରାଯାଇଥିଲା । ପ୍ରୋଗ୍ରାମ୍ ଅଫିସର ନମିତାରାଣୀ ପଲ୍ ସମସ୍ତଂକୁ ଧନ୍ୟବାଦ ଅର୍ପଣ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
