ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଏବଂ ଅବୈଧ କାରବାର ନିଷେଧ ଦିବସ ପାଳିତ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି : ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଏଵଂ ଅବୈଧ ଚୋରାଚାଲାଣ ନିରୋଧ ଦିବସ -୨୦୨୪ ଉପଳକ୍ଷେ ଏକ କର୍ମଶାଳା ଭବାନୀପାଟଣା ସ୍ଥିତ ଟାଉନହଲ୍ ଠାରେ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ତଥା ଅନ୍ୟାନ୍ୟ ବିଭାଗ ର କର୍ମକର୍ତ୍ତା ତଥା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରୁ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଉତ୍ସବ ର ପ୍ରାରମ୍ଭରେ ବିଭିନ୍ନ ବିଭାଗର […]

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଭବାନୀପାଟଣା ସ୍ଥିତ ଲାଲବାହାଦୂର ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଯୋଗ ଶିବିର ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ସାମିଲ ହୋଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ଅନ୍ବେଶା ରେଡ଼ି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏହି ଯୋଗ ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁୱନ,ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସ,ଜିଲ୍ଲା ପ୍ରଶାସନ ର କର୍ମଚାରୀ ଏବଂ ପୌରପାଳିକା କର୍ମଚାରୀ ଉପସ୍ଥିତ […]

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ

ନ୍ୟୁଜ ଗ୍ୟାଲେରି: ଭବାନୀପାଟଣା, ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ,ଭବାନୀପାଟଣା ବିଧାୟକ ଶ୍ରୀ ସାଗର ଚରଣ ଦାସ,ଧର୍ମଗଡ ଉପ ଜିଲ୍ଲାପାଳ ଧିମନ ଚକମା ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ତହସିଲଦାର,ବି ଡି ଓ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ […]

କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଦଳ ର ପ୍ରାର୍ଥୀ ନିଜ ର ମତଦାନ ଦେଇଥିଲେ।

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଚଳିତ ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ସୋମବାର ମତଦାନ ଆରମ୍ଭ ହୋଇଛି। ଏହି କ୍ରମରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ଏବଂ ଏହାରି ଅଧିନରେ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଛି। ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, କଳାହାଣ୍ଡି ଓ ନୂଆପଡ଼ାର ମତଦାତାମାନେ ମତଦାନରେ ଅଂଶଗ୍ରହଣ କରିଥିଲେ। ଏହି ସାଧାରଣ ନିର୍ବାଚନରେ ଆଜି କଳାହାଣ୍ଡି ଜିଲ୍ଲା ର ବିଜେପି ସାଂସଦ […]

ଭବାନୀପାଟଣା ରେ ବିଜେପିର ମାରାଥନ ପ୍ରଚାର

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ ଏବଂ ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେବୀ ଭବାନୀପାଟଣା ସହରର ବିଭିନ୍ନ ୱାଡ଼ ରେ ରୋଡ଼ସୋ କରି ଭୋଟ ଭିକ୍ଷା କରିବା ସହିତ ଜନସାଧାରଣ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଜନସାଧାରଣ ବିପୁଳ ସଂଖ୍ୟା ରେ ସମର୍ଥନ ଜଣାଇ ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ ଏବଂ ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେବୀ ଙ୍କୁ ଭୋଟ ଦେବା […]

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରାର୍ଥୀନୀ ଲଳିତା ନାଏକ ଙ୍କ ମାରାଥନ ପ୍ରଚାର

ନ୍ୟୁଜ ଗ୍ୟାଲେରି ,କଳାହାଣ୍ଡି: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଆଜି ଭବାନୀପାଟଣା ସହରର ବିଭିନ୍ନ ୱାଡ଼ ର ଘରେ ଘରେ ଯାଇ ଭୋଟ ଭିକ୍ଷା କରିବା ସହିତ ଜନସାଧାରଣ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଜନସାଧାରଣ ବିପୁଳ ସଂଖ୍ୟା ରେ ସମର୍ଥନ ଜଣାଇ ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଏବଂ ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଲ ଙ୍କୁ ଭୋଟ ଦେବା ପାଇଁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଦଳୀୟ କର୍ମକର୍ତ୍ତା ପୌରପାଳିକା […]

କଳାହାଣ୍ଡି ରେ ବିଜେପିର ବିଜୟ ସଂକଳ୍ପ ସମାବେଶ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଲୋକସଭା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନି ପ୍ରଚାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଖେଳ ପଡ଼ିଆରେ ପହଞ୍ଚି ସେଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିକାଶ ପାଇଁ ବିଜେପି କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ସଭାରେ ତ୍ରିପୁରା ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାଜ୍ୟ ସରକାରଙ୍କୁ ସମାଲୋଚନା […]

ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜେଡିର ସାମିଲ ହେଲେ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମୁଖ୍ୟମନ୍ତ୍ରୀଙ୍କ ନିତି, ଆଦର୍ଶ ଓ ସୁଶାସନ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ କର୍ମୀ ଭବାନୀପାଟଣା ସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡିରେ ସାମିଲ ହୋଇଛନ୍ତି। ନର୍ଲା ନିର୍ବାଚନ ମଣ୍ଡଳୀ ମଦନପୁର ରାମପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଟାଣୁଆ ନେତା ଜିବେଶ ପଣ୍ଡା ବିଧିବଦ୍ଧ ଭାବରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ […]

ଜିଲ୍ଲା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ସଭା

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୭ତମ ପୁଣ୍ୟତିଥୀ ଭବାନୀପାଟଣା ପୁରୁଣା ପଡା ନିକଟରେ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ବିଜୁ ଜନତା ଦଳର କର୍ମକର୍ତ୍ତା ରାଜା ସାଗର ପୋଖରୀରେ ଏକ ତିଳ ତର୍ପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ସୁଜିତ […]

ନର୍ଲା ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରାର୍ଥୀନୀ ମନୋରମା ମହାନ୍ତି

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ମନୋରମା ମହାନ୍ତି ଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଆଜି ବିଜେଡି ର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେଥିରୁ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନ ରୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରାଯାଇଛି। ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ପ୍ରାର୍ଥୀ ସ୍ଥାନୀୟ ପ୍ରାର୍ଥୀତ୍ବ ପ୍ରସଙ୍ଗ ଉଠି ଆସୁଥିବା ବେଳେ ମନୋରମା […]

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ ଗର୍ଜିଲେ ବିଜେପି ପ୍ରୀର୍ଥୀ

ନ୍ୟୁଜ ଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକ ନିଜ ନିର୍ବାଚନ ମଣ୍ଡଳୀ ଏବଂ ବିଜେପି କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ମାଳବିକା କେଶରୀ ଦେଓ ମଇଦାନକୁ ଓହ୍ଲାଇଛନ୍ତି। କେସିଙ୍ଗା ଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ୩୫ କି.ମି ଏକ ବିଶାଳ ବାଇକ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିବା ସହିତ କେସିଙ୍ଗା ନୂଆବସଷ୍ଟାଣ୍ଡଠାରୁ ପ୍ରଦୀପ୍ତ ନାୟକ ଓ ମାଳବିକା କେଶରୀ ଦେଓଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସମେତ ସ୍ଥାନୀୟ ଲୋକେ ପୁଷ୍ପଗୁଚ୍ଛ […]

ବିଜେପି ଛାଡିଲେ ରୋହିତ: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ ସ୍ୱାଧୀନ ଲଡିବେ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଯୁବନେତା ରୋହିତ ଦୁର୍ଗା ନିଜ ସମର୍ଥକ ଙ୍କ ସହ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଜିଲ୍ଲା ସଭାପତି ଙ୍କୁ ପ୍ରଦାନ କରିଛନ୍ତି। ବିସ୍ଥାପିତ ଦୋକାନୀ ସଂଘ ସଭାପତି ରୋହିତ ଦୁର୍ଗା ବିଭିନ୍ନ ଜନହିତକର କାର୍ଯ୍ୟରେ ଏବଂ ଭବାନୀପାଟଣା ସହରର ବିଭିନ୍ନ କାର୍ଯ୍ୟ ରେ ଲିପ୍ତ ଥିଲେ। ଚଳିତ ନିର୍ବାଚନ ରେ ସେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ। ଦଳ ତାଙ୍କ […]

ସାଧାରଣ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳଙ୍କ ବୈଠକ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପୋଲିସ ମାଜିଷ୍ଟେଟ ସ୍ୱମନ୍ନୟ ତଥା ବିଭାଗୀୟ ସ୍କୁଆଡ ଟିମ୍ ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ତ୍ରିଲୋଚନ ପାତ୍ର, ସି ଡି ଓ , ଜିଲ୍ଲାପରିଷଦ ଦୟାମୟ ପାଢ଼ୀ,ଧର୍ମଗଡ ଉପଜିଲ୍ଲାପାଳ ଧିମନ ଚକମା, […]

ଭବାନୀପାଟଣା ଟାଉନ ବିଜେପି ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ରେଡ଼କ୍ରସ କଲ୍ୟାଣୀ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଭବାନୀପାଟଣା ଟାଉନ ସଭାପତି ସନ୍ତୋଷ କୁମାର ବିଶି ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ବିଜେପି ଲୋକସଭା ପ୍ରାର୍ଥୀନୀ ରାଜ ପରିବାର ରୁ ମାଳବିକା କେଶରୀ ଦେଓ,ପୂର୍ବତନ ସାଂସଦ ଅର୍କକେଶରୀ ଦେଓ,ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ସମାଜ ସେବୀ ଭାରତ ଦେଓ ମଞ୍ଚସିନ […]

ମାଳବିକା କେଶରୀ ଦେଓ କଳାହାଣ୍ଡି ବିଜେପି ଲୋକସଭା ପ୍ରାର୍ଥୀନୀ

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭାରତୀୟ ଜନତା ପାର୍ଟି ଓଡିଶାରୁ ୧୮ଜଣ ପ୍ରାର୍ଥିନୀ ଏବଂ ପ୍ରାର୍ଥିଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ କଳାହାଣ୍ଡି ଲୋକ ସଭା ଆସନ ପାଇଁ ପ୍ରଥମ ଥର ଭାବେ ଭାରତୀୟ ଜନତା ପାର୍ଟି ଜଣେ କଳାହାଣ୍ଡି ରାଜ ପରିବାର ରୁ ମହିଳାଙ୍କୁ ଲୋକସଭା ପ୍ରାର୍ଥିନୀ ଭାବେ ଘୋଷଣା କରିଛନ୍ତି।ଏପରିକି କଂଗ୍ରେସ ଓ ବିଜେଡି ମଧ୍ୟ ଏଯାଏଁ କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀଭାବେ ମହିଳାଙ୍କୁ ଟିକେଟ ଦେଇନାହାନ୍ତି । ରାଜ ପରିବାର ରୁ ପ୍ରଥମ ମହିଳା ଭାବେ […]

ବିଶ୍ୱନାଥପୁର ମା ହୀରାନୀଲା ସ୍ନାତକ +୩ ମହାବିଦ୍ୟାଳୟ ଅନିୟମିତତା ପ୍ରସଙ୍ଗ

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ବିଶ୍ୱନାଥପୁର ସ୍ଥିତ ମାଁ ହୀରା ନୀଳା ସ୍ନାତକ ଡିଗ୍ରୀ ମହାବିଦ୍ୟାଳୟ ବର୍ତ୍ତମାନ ବିବାଦ ମଧ୍ୟ ରେ ଟାଣି ହୋଇଯାଇଛି। ସୂଚନା ମୁତାବକ ଦୀର୍ଘ ୩ ବର୍ଷ ପୂର୍ବରୁ ଉକ୍ତ କଲେଜ ରେ କାର୍ଯ୍ୟରତ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଙ୍କୁ କୋଣସି କାରଣ ବଶତଃ ଚାକିରୀ ରୁ ଅପସାରିତ କରାଯାଇଥିଲା। ସରକାର ଙ୍କ ପକ୍ଷରୁ ପାଇଥିବା ନିୟମିତ ଦରମା କୁ ମଧ୍ୟ ବନ୍ଦ କରାଯାଇଥିଲା। ଏହି ସମ୍ବନ୍ଧ ରେ ଶ୍ରୀ ସାହୁ […]

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କୁ ଇଡି ଜିରା କୁନେଇ ଆମ ଆଦିମୀ ପାର୍ଟି ର ପ୍ରତିବାଦ ସଭା

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଦିଲ୍ଲୀ ରେ ବିଜେପି ନିର୍ବାଚନ ହାରିବା ଭୟରେ କେନ୍ଦ୍ର ସରକାର ମିଥ୍ଯା ଆରୋପ ରେ ଦିଲ୍ଲୀ ମୂଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗତ ରାତି ୧୦ ଘଣ୍ଟା ସମୟ ରେ ଇଡି ଗିରଫ କରିଛି ବୋଳି ଅଭିଯୋଗ ଆଣିଲେ ଆମ ଆଦମୀ ପାର୍ଟି କର୍ମକର୍ତ୍ତା ତାକୁ ନେଇ ଆଜି କଳାହାଣ୍ଡି ଆମ୍ ଆଦମୀ ପାର୍ଟି ପକ୍ଷରୁ ଭବାନୀପାଟଣା ସ୍ଥିତ ଗାନ୍ଧୀ ଛକ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ପ୍ରତିବାଦ ସଭା […]

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଲାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ। ୫ଟି କାମର ବିଲ ପାସ କରିଦେବା ପାଇଁ ସ୍କୁଲ ର ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡି ଠିକାଦାର ଜୟରାମ ସାହୁଙ୍କ ଠାରୁ ୪୦ ହଜ଼ାର ଟଙ୍କା ଲାଞ୍ଚ ନେଉଥିବାବେଳେ ଠିକ ଏହି ସମୟରେ ଭିଜିଲାନ୍ସ ବିଭାଗ ହାବୁଡ଼ରେ ପଡିଯାଇଥିଲେ। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ସ୍କୁଲ ଅଫିସ ଓ ତାଙ୍କ ଘରେ ଚଡାଉ କରିଥିବା ଜଣାପଡିଛି। କୋରାପୁଟ ଭିଜିଲାନ୍ସ ବିଭାଗ […]

ଭବାନୀପାଟଣା ବାହାଦୂର ବଗିଚାପଡା ରାସ୍ତା ମରାମତି କାର୍ଯ୍ୟ ସୁଭାଆରମ୍ଭ କଲେ ରାଜ୍ୟସଭା ସାଂସଦ ସୁଜିତ କୁମାର

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ପୌରପାଳିକା ୬ ନମ୍ବର ୱାର୍ଡ ବାହାଦୂର ବଗିଚା ପଡା ର ରାସ୍ତା ମରାମତି କାର୍ଯ୍ୟର ଶୁଭାରମ୍ଭ ପାଇଁ ପୂଜା ଅର୍ଚ୍ଚନା କଲେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ପୌରାଧକ୍ଷା ସଂଯୁକ୍ତା ବେହେରା ।ଏହି ରାସ୍ତା ବହୁଦିନରୁ ଖରାପ ହୋଇ ପଡ଼ିଥିବାରୁ ମରାମତି ପାଇଁ କାଉନସିଲର ଭୁବନେ ବାଗ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଆଜି ତାଙ୍କ […]

ଭବାନୀପାଟଣା ଇରୀଗେସନ ଛକ ନିକଟ ତ୍ରିନାଥ ମନ୍ଦିର ରେ ଜଗନ୍ନାଥ,ଗଣେଶ ଓ ହନୁମାନ ମନ୍ଦିର ପ୍ରତିଷ୍ଠା

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଣା ସହରର ଇରିଗେସନ ଛକ ତ୍ରିନାଥ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ଜଗନ୍ନାଥ, ହନୁମାନ ଓ ଗଣେଶ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶନିବାର ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର, ଭବାନୀପାଟଣା ପୌରାଧକ୍ଷା ସଂଯୁକ୍ତା ବେହେରା, ମନ୍ଦିର କମିଟି ସଭାପତି ଧବଳେଶ୍ଵର ମହାପାତ୍ର, ଉପସଭାପତି ସନ୍ତୋଷ ସାହୁ, ସମ୍ପାଦକ ପ୍ରଣବ ଯୋଷୀ, ସୁକାନ୍ତି ସରାଫ, ଉପଦେଷ୍ଟା ଦୁର୍ଗା ପ୍ରସାଦ ମିଶ୍ର, ଅବିନାଶ ଠାକୁର, […]

ମାଓ କ୍ୟାମ୍ପ ଠାବ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟା ଜଙ୍ଗଲ ରୁ ଏକ ମାଓ କ୍ୟାମ୍ପ ଠାବ ହେବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ସିଆର୍ ପିଏଫ୍ ଯବାନ ଓ ପୋଲିସ୍ ର ଏହି ମିଳିତ ଚଢ଼ାଉ ବେଳେ କ୍ୟାମ୍ପ ରୁ ଏ.କେ.୪୭ ଗୁଳି ସମେତ ଇନସାସ୍, ଏସ୍.ଏଲ.ଅର୍ ଓ ୩୦୩ ବନ୍ଦୂକର ୫୮ ରାଉଣ୍ଡ ଗୁଳି, ୨ଟି ମାଓ ୟୁନିଫର୍ମ,୧୦ଟି ଡେଟୋନେଟର, ହ୍ୟାଣ୍ଡ ଗ୍ରେନେଡ଼, ୫୦୦ […]

ଭବାନୀପାଟଣା ବିକାଶ ଅନୁଷ୍ଠାନ ରେ ବିକାଶ ମେଧାବୀ ପରୀକ୍ଷା ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି : ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନର ୱିସଡମ୍ ପାର୍କ ପରିସରରେ ସି.ଏଚ.ଏସ.ଇ ବିକାଶ ମେଧାବୀ ପରୀକ୍ଷା ୨୦୨୪–୨୫ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓଡିଶା ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ୍କା କାର୍ଯ୍ୟ ର୍ନିବାହୀ ନିର୍ଦ୍ଦେଶକ ଡି. ନାଗେଶ୍ଵର ରାଓ, ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁଟ୍ ପରିଚାଳନା ମଣ୍ଡଳୀ ସଦସ୍ୟ ଡି. ପ୍ରତାପ, ଭବାନୀପାଟଣା ନିର୍ଦ୍ଦେଶକ ଡି.ଶ୍ୟାମ, ଡି.ରାମ କୁମାର,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ପ୍ରମୁଖ ମଞ୍ଚାସୀନ ଥିଲେ। ମେଧାବୀ ପରୀକ୍ଷାରେ କଳାହାଣ୍ଡି ସମେତ […]

ମେଦିନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ହାରପିକ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଅର୍ନ୍ତଜାତୀୟ ମହିଳା ଦିବସ -୨୦୨୪ରେ ହାରପିକ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହାରପିକ୍ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତୁଳସୀ ରାମ ନାୟକ ସମ୍ମାନୀତ ଅତିଥି କାଳି ପ୍ରସାଦ ଆଚାର୍ଯ୍ୟ ଆଶିଷ କୁମାର ପଣ୍ଡା ଉପା ଧ୍ଯକ୍ଷ ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ […]

ଭବାନୀପାଟଣା ପୌରପାଳିକା କାର୍ଯ୍ୟଳୟ ସମ୍ମୁଖରେ ସୀତାବୋଡି ପଡାବାସୀଙ୍କ ପଟ୍ଟା ଦାବି

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସହରର ୱାର୍ଡ ନମ୍ବର ୨ ସ୍ଥିତ ଆଇ. ଟି. ଆଇ. ସମ୍ମୁଖରେ ଥିବା ସୀତାବୋର୍ଡି ପଡା ରଜା ରାଜୁଡା ଅମଳରୁ ବସତି ସ୍ଥାପନ କରି ରହି ଆସୁଛନ୍ତି । ଓଡିଶା ସରକାରଙ୍କ ବସ୍ତି ଆଇନ ୨୦୧୭ ଅନୁଯାୟୀ ପଡ଼ାର ୪୨ ଗୋଟି ପରିବାର କୁ ସର୍ଭେ ଭୁକ୍ତ କରାଯାଇ ତନମଧ୍ୟରୁ ୧୩ଗୋଟି ପରିବାରକୁ ପଟ୍ଟା ଦିଆଯାଇଥିଲା ଏବଂ ଅନ୍ୟ ୨୯ଗୋଟି ପରିବାରକୁ ସାର୍ଟିଫିକେଟବଣ୍ଟନ କରାଯାଇନଥିଲା ଆଜକୁ ୩ବର୍ଷରୁ ଅଧିକ ସମୟ ହେଲାଣି ବସ୍ତିବାସିନ୍ଦା […]

ଧର୍ମଗଡ ଠାରେ ନୂଆ ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ପଡ଼ିଆ ଠାରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଉଦ୍ଧଘାଟନ କରିବା ସହ ଅନୁମୋଦନ ଆଦେଶ ବଣ୍ଟନ କରିଥିଲେ। ଏହି ଛାତ୍ରବୃତ୍ତି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁମାନଙ୍କର ପିତାମାତା ସ୍ଥାୟୀ ସରକାରୀ କର୍ମଚାରୀ ନୁହନ୍ତି କିମ୍ବା ଯେଉଁ ଅଭିଭାବକମାନେ ଆୟକର ଦିଅନ୍ତି ନାହିଁ । ସ୍ନାତକ ଓ ସ୍ନାତକୋତ୍ତର ର ପଢୁଥିବା […]

ବାଲ୍ୟ ବିବାହ ନିରାକରଣ ଏବଂ ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ଏବଂ ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ , ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା […]

କଳାହାଣ୍ଡି ଜିଲ୍ଲା ରେ ବିଜ୍ଞାନ କେନ୍ଦ୍ର ର ଭିତ୍ତି ପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଭଙ୍ଗାବାରୀ ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ୧୧ ଟି ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିଅମ ଓ ଭିତ୍ତିପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ ଉଦ୍ଧଘାଟନ କରିଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି […]

ଭବାନୀପାଟଣା ରାଜଗୋପାଳ ନଗରରେ ମଦ ବନ୍ଦି ସମ୍ମିଳନୀ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସହର ର ସେଣ୍ଟ୍ରାଲ ସ୍କୁଲପାଖ ରାଜଗୋପାଳ ନଗର ଠାରେ ଏକତାପରିଷଦ ଦ୍ୱାରା ଆୟୋଜିତ ମଦ ବନ୍ଦୀ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଲୋକସମିତି ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଗିରିଜା ସତୀଶ, ରାଷ୍ଟ୍ରୀୟ ସଂଯୋଜକ ଗଣେଶ ଆଜାଦ, ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ନାୟକ, ବିଶିଷ୍ଠ ଆଦିବାସୀ ନେତା ପରମାନନ୍ଦ ମାଝୀ, ଏକତାପରିଷଦର ସଂଯୋଜକ ସରୋଜ ବାଗ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ବିଭିନ୍ନ […]

କଳାହାଣ୍ଡି ଜିଲ୍ଲା କୁ ଦିନିକିଆ ଗସ୍ତ ରେ ମହାମହିମ ରାଜ୍ୟପାଳ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଦିନିକିଆ ଗସ୍ତରେ ଆସି ଜିଲ୍ଲାର କେସିଙ୍ଗା ବ୍ଲକ୍ ଏବଂ ଭବାନୀପାଟଣା ବ୍ଲକ୍ ର ୮ ଟି ସ୍ଥାନ ପରିଦର୍ଶନ କରିଥିଲେ। ଭବାନୀପାଟଣା ସହରସ୍ଥିତ ମା ମାଣିକେଶ୍ବରୀ ଙ୍କ ଦର୍ଶନ କରିଥିଲେ। ନେହେରୁ ସେବା ସଂଘ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ କେନ୍ଦ୍ରକୁ ଯାଇ ଛାତ୍ର ଛାତ୍ରୀଙ୍କ ସହ ବାର୍ତ୍ତାଳାପ କରି ଜୀବନରେ ଖୁବ୍ ପରିଶ୍ରମ କରିବା ,ପାଠ ପଢିବା ଏବଂ ନିଜର ଭବିଷ୍ୟତ କୁ ଗଢ଼ିବାର ଉପଦେଶ ଦେଇଥିଲେ […]

କଳାହାଣ୍ଡି ଜିଲ୍ଲା ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ ରେ ଯୋଗ ଦେଲେ ଉପଦେଷ୍ଟା ପ୍ରଦୀପ ମାଝୀ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କଳା, ସଂସ୍କୃତି ଓ ଐତିହ୍ୟ ତଥା ପରମ୍ପରାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିବା ଆଦିବାସୀ, ଜନଜାତିର ଅସ୍ମିତା ଓ ଆତ୍ମସମ୍ମାନ ରକ୍ଷା କରିବା ସହିତ ସେମାନଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ, ଏ ଦିଗରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ସଶକ୍ତ ଆଦିବାସୀ ସମାଜ ଗଠନ ସହିତ ସମୃଦ୍ଧ ରାଜ୍ୟ ଗଠନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ […]