ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ପୌରପାଳିକା ୬ ନମ୍ବର ୱାର୍ଡ ବାହାଦୂର ବଗିଚା ପଡା ର ରାସ୍ତା ମରାମତି କାର୍ଯ୍ୟର ଶୁଭାରମ୍ଭ ପାଇଁ ପୂଜା ଅର୍ଚ୍ଚନା କଲେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ପୌରାଧକ୍ଷା ସଂଯୁକ୍ତା ବେହେରା ।
ଏହି ରାସ୍ତା ବହୁଦିନରୁ ଖରାପ ହୋଇ ପଡ଼ିଥିବାରୁ ମରାମତି ପାଇଁ କାଉନସିଲର ଭୁବନେ ବାଗ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଆଜି ତାଙ୍କ ଅଭିଯୋଗ ଶୁଣି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାଜ୍ୟ ସଭା ସାଂସଦ ଓ ପୌରପାଳିକା ଅଧ୍ୟକ୍ଷା ଙ୍କୁ କୁତଜ୍ଞତା ଜଣାଥିଲେ।
ଏହି ରାସ୍ତା ମରାମତି କାର୍ଯ୍ୟ ଶୁଭ ଆରମ୍ଭ କାର୍ଯ୍ୟକ୍ରମ ରେ ପୂର୍ବତନ ପୋୖରା ଅଧ୍ୟକ୍ଷା ଲଳିତା ନାଏକ, ଶିକ୍ଷକ ପ୍ରକୃତିବନ୍ଧୁ ପ୍ରଦୀପ କୁମାର ସାହୁ, ଆଇଟିସିର ଅଧ୍ୟକ୍ଷ ପ୍ରଦୀପ ଦାସ,ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ପ୍ରମୁଖ ଉପସ୍ଥିତ ରହି ରାସ୍ତା କାର୍ଯ୍ୟର ଶୁଭାରମ୍ଭ କରାଇଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

