ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଭବାନୀପାଟଣା ସ୍ଥିତ ଲାଲବାହାଦୂର ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଯୋଗ ଶିବିର ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ସାମିଲ ହୋଇଥିଲେ।
କଳାହାଣ୍ଡି ଜିଲ୍ଲାପାଳ ଅନ୍ବେଶା ରେଡ଼ି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏହି ଯୋଗ ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁୱନ,ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସ,ଜିଲ୍ଲା ପ୍ରଶାସନ ର କର୍ମଚାରୀ ଏବଂ ପୌରପାଳିକା କର୍ମଚାରୀ ଉପସ୍ଥିତ ରହି ସାଂପ୍ରତିକ ସମୟରେ ଶାରୀରିକ ଓ ମାନସିକ ସନ୍ତୁଳନ ବଜାୟ ରଖିବାରେ ପ୍ରତ୍ଯେକ ବ୍ଯକ୍ତିଙ୍କ ପାଇଁ ଯୋଗ ଅପରିହାର୍ଯ୍ଯ ବୋଲି ସାଂସଦ ପ୍ରକାଶ କରିଥିଲେ। ଜିଲ୍ଲାପାଳ ସମନ୍ତଙ୍କୁ ଧନ୍ଯବାଦ ଦେଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

