ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭାରତୀୟ ଜନତା ପାର୍ଟି ଓଡିଶାରୁ ୧୮ଜଣ ପ୍ରାର୍ଥିନୀ ଏବଂ ପ୍ରାର୍ଥିଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ କଳାହାଣ୍ଡି ଲୋକ ସଭା ଆସନ ପାଇଁ ପ୍ରଥମ ଥର ଭାବେ ଭାରତୀୟ ଜନତା ପାର୍ଟି ଜଣେ କଳାହାଣ୍ଡି ରାଜ ପରିବାର ରୁ ମହିଳାଙ୍କୁ ଲୋକସଭା ପ୍ରାର୍ଥିନୀ ଭାବେ ଘୋଷଣା କରିଛନ୍ତି।ଏପରିକି କଂଗ୍ରେସ ଓ ବିଜେଡି ମଧ୍ୟ ଏଯାଏଁ କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀଭାବେ ମହିଳାଙ୍କୁ ଟିକେଟ ଦେଇନାହାନ୍ତି ।
ରାଜ ପରିବାର ରୁ ପ୍ରଥମ ମହିଳା ଭାବେ ମାଲବିକା କେଶରୀ ଦେଓ ଙ୍କୁ ପ୍ରାର୍ଥୀନୀ କରିଥିବା ରୁ କଳାହାଣ୍ଡି ଜିଲ୍ଲା ଏବଂ ନୂଆପଡା ଜିଲ୍ଲା ର ଭାରତୀୟ ଜନତା ପାର୍ଟି କର୍ମୀମାନେ ବହୁତ ଉତ୍ସାହିତ ହେବାର ଦେଖିବାକୁ ମିଳିଛି। ସେ ହେଉଛନ୍ତି କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କ କେଶରୀଙ୍କ ପତ୍ନୀ ମାଳବିକା କେଶରୀ ଦେଓ।ପୂର୍ବରୁ ରାଜ ପରିବାର ସଦସ୍ୟ ଭାରତୀୟ ଜନତା ପାର୍ଟି ରୁ ପଦପଦବୀରେ ରହି ସେବା କରି ଆସୁଥିବା ଜନସାଧାରଣ ଙ୍କ ମହଲରେ ଚର୍ଚ୍ଚା ହେଉଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

