ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ପର୍ବତକୁ ନେଇ କିଛି ବହୁରାଷ୍ଟ୍ରୀୟ କମ୍ପlନୀ ଜିଲ୍ଲାରେଥିବା ଖଣି ଖୋଳିବାକୁ ନେଇ କଳାହାଣ୍ଡି ଜନ ଜାଗରଣ ମଞ୍ଚ ପକ୍ଷରୁ ଭବାନୀପାଟଣା ଗାନ୍ଧୀଛକରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ସଙ୍ଘର ସଭାପତି ସୁରେଶ ମାଝି ଙ୍କ ଅଧ୍ୟକ୍ଷ୍ୟା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପିଆଇ ର ଦାମୋଦର ବେହେରା, ସଂଗ୍ରାମୀ ଲିଙ୍ଗରାଜ ଆଜାଦ, ସିଦ୍ଧାର୍ଥ ନାୟକ, ପୂର୍ଣ୍ଣ ନାୟକ, ସୁରେଶ ରାଓ, ସନ୍ତୋଷ ମୁଣ୍ଡ, ମହମ୍ମଦ ସାଜିଦ, ତୀର୍ଥ ସୁନାନୀ, ସଞ୍ଜୟ ସୁନାନୀ, ସୁଗ୍ରୀବ ଦୀପ, ସୁରେନ୍ଦ୍ର ଶବର, ପ୍ରମୋଦ ନାୟକପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

