ବାଲାଜି ମନ୍ଦିର ସାମନାରେ ଡ୍ରେନ ନିର୍ମାଣ କୁ ବିରୋଧ

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସହରରେ ଥିବା ଦୁଇଶହ ବର୍ଷର ପ୍ରାଚୀନ ଐତିହ୍ୟ ସମ୍ପନ୍ନ ବାଲାଜୀ ମନ୍ଦିର ସାମନାରେ ରଥ ଖଳା ଉପରେ ଅବୈଧ ଭାବରେ ପୌରପାଳିକା ପକ୍ଷରୁ ଜୋର୍ ଜବରଦସ୍ତି ଡ୍ରେନ ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ବନ୍ଦ ନକଲେ ବାଲାଜୀ ମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲାଜୀ ମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀ ରେ ଜଗନ୍ନାଥ […]

କଳାହାଣ୍ଡି ଜିଲ୍ଲା ର ଯୁବ କଥାକାର ପାଇବେ କିଶୋରୀ ଚରଣ ପୁରସ୍କାର

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ବିଶିଷ୍ଟ ସାହିତ୍ୟିକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବେ ଯୁବ କଥାକାର ସୁଧୀର କୁମାର ଧଙ୍ଗଡ଼ାମାଝୀ। ଟାଇମପାସ୍ ପକ୍ଷରୁ ପ୍ରକାଶିତ ତାଙ୍କର ଗଳ୍ପ ପୁସ୍ତକ ‘ଖଂଗାର୍’ ପାଇଁ ସେ ଏହି ପୁରସ୍କାର ପାଇବେ। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ଖଂଗାର୍‌’ ଟାଇମପାସ୍ ବେଷ୍ଟସେଲର୍ ପୁରସ୍କାର-୨୦୨୧ ପାଇବା ସହ ୨୦୨୦ ଓ ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସଂକ୍ଷିପ୍ତ ସୂଚୀରେ ସାମିଲ […]

କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ତରଫରୁ ଅନେକ ସମୟରେ ଅଭିନବ ଯୋଜନା ସବୁ ପ୍ରଣୟନ ହେଉଛି। ଏହାସହ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତମାନଙ୍କୁ ଶିକ୍ଷାର ବିକାଶ ଦିଗରେ ଉତ୍ସାହିତ କରିବା ପାଇଁ ପ୍ରଚଳିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏକ ଅଭିନବ ପ୍ରୟାସ ବୋଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ […]

ମୁଖ୍ୟମନ୍ତ୍ରୀ ଆମ ଚିକିତ୍ସାଳୟ ଯୋଜନାରେ ସାମିଲ କଲେ କଳାହାଣ୍ଡି ଜିଲ୍ଲା କୁ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲା କୁ ସାମିଲ କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ” ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲାର ୪ ଟି ହସ୍ପିଟାଲ ମୂଖ୍ୟ ଡାକ୍ତରଖାନା, ଭବାନୀପାଟଣା, ସରକାରୀ ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, ଜୁନାଗଡ ଏବଂ ବିଶ୍ୱନାଥ ପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସାମିଲ କରି ରୁପାନ୍ତିକରଣ କରାଯାଇଛି।ଏହି ଚାରିଟି ରୂପାନ୍ତରଣ ଡାକ୍ତରଖାନା ମାନଙ୍କରେ ପଞ୍ଜିକରଣ କେନ୍ଦ୍ର, […]

ଭବାନୀପାଟଣା ବ୍ଲକ ଶ୍ରୀପୁର ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକର ଶ୍ରୀପୁର ପଞ୍ଚାୟତ ଠାରେ ଅନୁଷ୍ଠିତ ଆମ ଓଡ଼ିଶା -ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରୀୟ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ସଂସ୍କୃତି ଓ ଭିତ୍ତିଭୂମିର ବିକାଶ ସଚେତନତା ଶିବିରରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ ।ଏହି କ୍ରଯ୍ୟକ୍ରମରେ ଶ୍ରୀପୁର ସରପଞ୍ଚ ଯୁଧିଷ୍ଠି ନାଏକ,ସମିତି ସଭ୍ୟା […]

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସି ମାଧ୍ୟମରେ ସାନ୍ଦୁଲ ଜଳ ସେଚନ ପ୍ରକଳ୍ପ ଉଦ୍ଧଘାଟନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ହୋଇଛି ବୈପ୍ଳବୀକ ପରିବର୍ତ୍ତନ।ଚାଷ ଓ ଚାଷୀକୁ ନେଇ ପରିଚିତ କଳାହାଣ୍ଡି ଜିଲ୍ଲା। ଚାଷ ହିଁ ହେଉଚି ଏଠାକାର ଲୋକଙ୍କ ମୁଖ୍ୟ ଏହାକୁ ଦୃଷ୍ଟିରେ ରଖି ବିଗତ ଦିନ ମାନଙ୍କରେ ସରକାର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ, ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ, ରେତ ଜଳ ସେଚନ ପ୍ରକଳ୍ପ ଆଦି ନିର୍ମାଣ କରି ଚାଷୀଙ୍କ ପାଇଁ ଏକ ନୂତନ ଆଶା ଆଣିଦେଇଥିବା ବେଳେ ଏବେ କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନ ରେ […]

ଭବାନୀପାଟଣା ଟାଉନଥାନା ପୋଲିସ ର ସଫଳତା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ରାଧାକୃଷ୍ଣ ନଗର ରେ ଅନନ୍ତ ପାତ୍ର ଙ୍କ ଠାରୁ ତିନିଜଣ ଡକାୟତ ସାଢେ଼ ୫ଲକ୍ଷ ଟଙ୍କା ଛଡାଇ ନେଇଥିଲେ। ଏହାକୁ ନେଇ ଟାଉନ ଥାନାରେ କେଶ ନ° ୨୭/୨୪ ରେ ଏକ କେଶ ରୁଜ୍ଜୁ କରାଯାଇଥିଲା। ଏହି ଡକାୟତ ଦଳକୁ ଧରିବାରେ ସଫଳ ହେଇଛନ୍ତି ଭବାନୀପାଟଣା ଟାଉନ ଥାନା ପୋଲିସ ଛତିଶଗଡ଼ ଭୀମଖୋଜ ରୁ ଦୁଇଜଣ ଡକାୟତ କୁ ଧରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ନାବାଳକ ବୋଲି ଜଣାପଡିଛି। ତାଙ୍କ […]

ପିକଅପ ଓଲଟି ୨ମୃତ୨୫ରୁ ଉର୍ଦ୍ଧ୍ବ ଗୁରୁତର ଜିଲ୍ଲାମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି

ନ୍ୟୁଜଗ୍ୟାଲେରି, ଗୋଲାମୁଣ୍ଡା: ଜୁନାଗଡ଼ ଥାନା ଆଁଟିଗାଁର ଶ୍ରମିକ ମାନେ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ । ସନ୍ଧ୍ୟା ସମୟରେ କାମ ସାରି ଫେରିବା ବାଟରେ ଡୋକରିପଡା ନିକଟରେ ପିକଅପ ଗାଡି ର ନମ୍ବର ଓଡ଼ି୦୮କେ୪୧୭୫ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଶ୍ରମିକମାନେ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ୨୫ରୁ ଉର୍ଦ୍ଧ୍ବ ଗୁରୁତଥିବା ଜଣାପଡ଼ିଛି । ଗୁରୁତର ୨୫ ଜଣ ଶ୍ରମିକ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର […]

ମେଦିନିପୁର ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ମହୋତ୍ସବ ପାଳିତ

ନ୍ୟୁଜ ଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥିତ ମେଦିନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ମହୋତ୍ସବ -୨୦୨୪ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଆଚାରୀ ଶବର ଗୋଷ୍ଠୀ ଶିକ୍ଷା ଅଧିକାରୀ, ମୂଖ୍ୟ ବକ୍ତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗଦେଇ ବିଦ୍ୟାଳୟ ର ଧ୍ଵଜା […]

କଳାହାଣ୍ଡି ସାମ୍ବାଦିକ ଓ ବିକାଶ ଗ୍ଲାଡିଅର ମଧ୍ୟରେ ବନ୍ଧୁତା ପୂର୍ଣ୍ଣ କ୍ରିକେଟ ମ୍ୟାଚ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା : କଳାହାଣ୍ଡି ବିକାଶ ଗ୍ରୁପ୍ ଭବାନୀପାଟଣା ଆନୁକୁଲ୍ୟରେ ବିକାଶ ୱିସଡମ ପାର୍କ ଗ୍ରାଉଣ୍ଡ ରେ କଳାହାଣ୍ଡି ସାମ୍ବାଦିକ ଓ ବିକାଶ ଗ୍ଲାଡ଼ିଅର୍ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ଏହି ମ୍ୟଚ କୁ ଉଦଘାଟନ କରିଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ କରି କଳାହାଣ୍ଡି ସାମ୍ବାଦିକ ଦଳ ନିର୍ଦ୍ଧାରିତ ୧୫ ଓଭର ରେ ୬ ୱିକେଟ ହରାଇ ୭୧ ରନ କରିଥିଲେ। […]

ସ୍ୱର୍ଗତ ରୋହିତ କୁମାର ବିଶ୍ୱାଲ ଙ୍କ ଉଦ୍ଧେଶ୍ଵରେ ଶ୍ରୁତିସଭା ଓ ରକ୍ତଦାନ ଶିବିର

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୋହନଗିରି ସାମ୍ବାଦିକ ରୋହିତ କୁମାର ବିଶ୍ବାଳ ଗତ ଫେବୃଆରୀ ୫ ତାରିଖ ୨୦୨୨ ମସିହାରେ ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲେ।ଖବର ସଂଗ୍ରହ କରିବାକୁ ଯାଇଥିବା ସ୍ବର୍ଗତ ବିଶ୍ବାଳ ନିଜେ ଖବର ପାଲଟି ଯିବେ ବୋଲି କେହି ବିଶ୍ବାସ କରିପାରୁ ନଥିଲେ। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହଙ୍କ ପକ୍ଷରୁ ସ୍ବର୍ଗତ ରୋହିତ କୁମାର ବିଶ୍ବାଳଙ୍କ ସ୍ମୃତିରେ ଏକ ସ୍ମୃତି ସଭା ଆୟୋଜନ ପୂର୍ବକ ଜିଲ୍ଲା […]

ବିକାଶ ଆବାସିକ ବିଦ୍ୟାଳୟ ରେ ଦୁଃସାହାସି କ କ୍ୟାମ୍ପ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିକାଶ ଆବାସିକ ବିଦ୍ୟାଳୟରେ ଦୁଃସାହାସିକ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଜୀନବ ସଂଘର୍ଷମୟ ଏଣୁ ଏକ ସୁସ୍ଥ ତଥା ନିରାପଦ ଜୀବନ ବଞ୍ଚିବାକୁ ହେଲେ ବଞ୍ଚିବାର କଳା ଜାଣିବା ଆବଶ୍ୟକ । ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ବିପଦମୟ ପରିବେଶରୁ ଉଦ୍ଧାର ପାଇବା ନିମନ୍ତେ ବିଭିନ୍ନ କୌଶଳ ଶିକ୍ଷା ଦେବା ଉଦ୍ଦେଶ୍ୟରେ ବିକାଶ ଆବାସିକ ବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି “ଏଡଭାନଞ୍ଚରସ କ୍ୟାମ୍ପ” ଉକ୍ତ କାର୍ଯ୍ୟକ୍ରମରେ ଆଇନଯିବି ହର୍ଜିନ୍ଦର୍ ସିଂ, ମୁଖ୍ୟ ଅତିଥି […]

ଭବାନୀପାଟଣା ପୌରପାଳିକା ପକ୍ଷରୁ ଓଡ଼ିଆ ଭାଷା ସମ୍ମିଳନୀ ରଥ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ଭବାନୀପାଟଣା ପୌରପାଳିକା କାର୍ଯ୍ୟାଳୟ ଠାରେ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉପଲକ୍ଷେ ଏକ ସଚେତନ ରଥ ପୌର କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଭବାନୀପାଟଣା ସହର ର ବିଭିନ୍ନ ୱାର୍ଡ ବୁଲି ଓଡ଼ିଆ ଭାଷା, ସଂସ୍କୃତି ର ସୁରକ୍ଷା କୁ ନେଇ ସଚେତନ କାର୍ଯ୍ୟକ୍ରମ ଆସନ୍ତା ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏହି ସଚେତନ ରଥ କୁ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ପୁଷ୍ପମାଲ୍ୟର୍ପଣ […]

କଳାହାଣ୍ଡି କିସ ପରିସରରେ ସାମୁହିକ ସ୍ୱରରେ ବନ୍ଦେ ଉତ୍କଳ ଜନନୀ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କିସ୍ କଳାହାଣ୍ଡି ପରିସରରେ ବିଶ୍ଵ ଓଡ଼ିଆ ଭାଷା ସମ୍ବିଳନୀ ଅବସରରେ ଏହି ଦିବସକୁ ସରସ ସୁନ୍ଦର ଭାବରେ ପାଳନ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପଡ଼ିଆରେ ଓଡ଼ିଶାର ମାନଚିତ୍ର ରୂପରେ ଛିଡ଼ାହୋଇ ଏହି ଓଡ଼ିଆ ଭାଷାର ମହାନ କଥାକୁ ଶ୍ରବଣ କରିବା ସହିତ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” କୁ ଛାତ୍ରୀମାନେ ଗାୟନ କରିଥିଲେ । ଏହା ପରେ ରାଜ୍ୟ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଲାଇଭ ଟିଭି […]

କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟଳୟ ଘେରିଲେ ଭତ୍ତା ହିତାଧିକାରୀ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା, ଅବିବାହିତା ମହିଳା ଭତ୍ତା ହିତାଧିକାରୀ ଭତ୍ତାବୃଦ୍ଧି କୁନେଇ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଧ୍ୟସ୍ୟରେଦାବିପତ୍ର ପ୍ରଦାନ କଲେ ଶତାଧିକ ଭତ୍ତା ହିତାଧିକାରି । ପ୍ରଥମେ ସହର ର ଛକ ଠାରୁ ଏକ ରେଳି ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପହଞ୍ଚି ୬୦ବର୍ଷ ରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ ବିଧବା ଓ ଅବିବାହିତ ମହିଳା ଭତ୍ତା ୨୫୦୦ସହ ଟଙ୍କା ବୃଦ୍ଧି କରାଯାଉ ଏବଂ ୮୦ବର୍ଷ ରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ […]

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ର ଫିଲବାଞ୍ଜି ଗାଁ କୁ ଜିଲ୍ଲା ବ୍ୟାଡମିଣ୍ଟନ୍ ସଂଘ ସଭାପତି ଙ୍କ ପରିଦର୍ଶନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଏବଂ ଆଦିବାସୀ ସଂଙ୍ଘ ତରଫରୁ ମଦନପୁର ରାମପୁର ବ୍ଲକର ଡୁଡୁକାରଞ୍ଜ। ପଞ୍ଚାୟତ ଅନ୍ତର୍ଗତ ଫିଲବାଞ୍ଜି ଗ୍ରାମ ଠାରେ କମ୍ବଳ ବଣ୍ଟନ କରାଯାଇଅଛି । ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଗ୍ରାମବାସୀ ସମସ୍ତ ମୌଳିକ ସୁବିଧା ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି,ପିଇବା ପାଣି ଆଦି ବିଭିନ୍ନ ଅସୁବିଧାରୁ ବଞ୍ଚିତ ଗମନାଗମନ ର ସୁବିଧା ନାହିଁ। କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଙ୍ଘ ର ସଭାପତି ପ୍ରଦୀପ କୁମାର ଦାସ(ବାପି ), ଯୁଗ୍ମ ସମ୍ପାଦକ ଦୀପକ ସାଗର […]

କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳ ଙ୍କୁ ଦାବିପତ୍ର

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ରାଜ୍ୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଧାନ କ୍ରୟ ରେ ହେଉଥିବା ଅନିୟମିତତାର ସିବିଆଇ ତଦନ୍ତ ନିମନ୍ତେ ବିଜେପି କଳାହାଣ୍ଡି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିବାପରେ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏହିସବୁ ଯୋଜନାରେ ଦେଶର ସମସ୍ତ ରାଜ୍ୟର ଚାଷୀମାନେ ଉପକୃତ ହେଉଥିବାବେଳେ ଓଡ଼ିଶାର […]

ଭବାନୀପାଟଣା ବ୍ଲକ ର ଭେଜିପଦର ଯୁବକ ସଂଘ ପକ୍ଷରୁ କ୍ରିକେଟ ପ୍ରତିଯୋଗୀତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭେଜିପଦର ଯୁବକ ସଂଙ୍ଘ ପକ୍ଷରୁ ଆୟୋଜିତ ଅଷ୍ଟମ ୟଙ୍ଗଷ୍ଟାର କପ କ୍ରିକେଟ ପ୍ରତିଯୋଗିତା ଦ୍ୱିତୀୟ ତଥା ଅନ୍ତିମ ସେମି ଫାଇନାଲ ଭବାନୀପାଟଣା ବ୍ଲକ ଭେଜିପଦର ଗ୍ରାମର ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ ଉପସ୍ଥିତ ଥିବାବେଳେ ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ଯୋଜନା ଡେପୁଟି ଡିରେକଟର ଶ୍ରୀକାନ୍ତ ଦଳାଇ ଉପସ୍ଥିତ ଥିଲେ ।  ଅନ୍ୟତମ […]

କଳାହାଣ୍ଡି ଜିଲ୍ଲା ଚତୁର୍ଥ ପର୍ଯ୍ୟାୟରେ ୭୩ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର ୭୩ ଟି ରୂପାନ୍ତରିତ ହାଇସ୍କୁଲକୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଡୁମେର ବାହାଲ ସ୍ଥିତ ଧନୁର୍ଜୟ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ସଭାରେ ଧର୍ମଗଡ ବିଧାୟକ ମୌଶଦି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ,ନର୍ଲା ବିଧାୟକ ଭୂପିନ୍ଦର ସିଂ,ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ […]

ଭବାନୀପାଟଣା କିଟ ଓ କିସ ପରିବାର ପକ୍ଷରୁ ମିନି ମାରାଥନ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଠାରେ କିଟ ଓ କିସ ପରିବାର ଓ ଏହାର ପ୍ରତିଷ୍ଠାତା ଡ଼ଃ ଅଚୁତ ସାମନ୍ତ ଙ୍କ ତରଫରୁ ସମସ୍ତ ଙ୍କ ପାଇଁ ଶିକ୍ଷା ଷଷ୍ଠ ମିନିମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ସ୍ଥିତ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରୁ ବିଭିନ୍ନ ସ୍କୁଲ , କଲେଜ ର ଛାତ୍ର ଛାତ୍ରୀ ଙ୍କ ସମେତ ସହର ର ବହୁ ବୁଦ୍ଧିଜୀବି , ସମାଜସେବୀ , ଶିକ୍ଷାବିତ , ମିନି ମାରାଥନ ରେ ସାମିଲ ହୋଇଥିଲେ । […]

ଭବାନୀପାଟଣା ଆଦର୍ଶ ବିଦ୍ୟାଳୟ ର ପଞ୍ଚମ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଳକ ମୂଷିଗୁଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ପଞ୍ଚମ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକି ଉତ୍ସବ ରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅବସରପ୍ରାପ୍ତ ବ୍ରଜମୋହନ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷତ୍ରି ସବିତା ପଟ୍ଟନାୟକ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଷ୍ଠୀ ଝାଙ୍କର ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଇତିଶ୍ରୀ ସାହୁ । ଚଳିତ ବର୍ଷ ମଧ୍ୟରେ […]

ମଦନପୁର ରାମପୁର ସ୍ଥିତ ଶୃତି ଇଣ୍ଟର ନେସେନାଲ ସ୍କୁଲ ର୭୫ତମ ଗଣତନ୍ତ୍ର ଦିବସ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଶୃତି ଇଣ୍ଟର ନେସେନାଲ ସ୍କୁଲ ଓ କଲେଜ ପକ୍ଷରୁ ୭୫ତମ ଗଣତନ୍ତ୍ର ଦିବସ ପାଳତ କରାଯାଇଛି। ମୁଖ୍ୟ ଅତିଥି ସନ୍ତୋଷିନି ଜୈନ ଏବଂ ମୁଖ୍ୟ ବକ୍ତା କୂଳଭୂଷଣ କୁମାର ଜୈନ କାର୍ଯ୍ୟକ୍ରମ ରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ରାଧା ନନ୍ଦିନୀ ପ୍ରଧାନ, ମୁଖ୍ୟ ଟ୍ରଷ୍ଟି ପ୍ରଭାତ ରଞ୍ଜନ ପଟ୍ଟନାୟକ, ନିର୍ଦ୍ଦେଶକ ରମେଶ ପ୍ରଧାନ, ବିଦ୍ୟାଳୟ ର ପ୍ରିନ୍ସିପାଲ୍ ଦେବେନ୍ଦ୍ର ସାହୁ ଏବଂ ଭାଇସ୍- […]

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଜାତୀୟ ମତଦାତା ଦିବସ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା “ଭୋଟ ଦେବାର ଅନୁଭୂତି ଅତୁଳନୀୟ ୨୦୨୪ ନିର୍ବାଚନରେ ମୁଁ ଭୋଟ ଦେବି ନିଶ୍ଚୟ ” ଏହି ସନ୍ଦେଶ ଓ ସଚେତନତା ବାର୍ତ୍ତା ଦେଇ ଆଜି ସହର ପରିକ୍ରମା କରିଥିଲା ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ସରକାରୀ ଅଧିକାରୀ , ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା । କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ୧୪ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି । ମଞ୍ଚାସୀନ ଅତିଥି ମାଁ ମାଣିକେଶ୍ବରୀ […]

କଳାହାଣ୍ଡି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜଳସମ୍ପଦ ବିଭାଗ ତରଫରୁ ଆଜି ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩-୨୪ ପାଳିତ ହୋଇଯାଇଛି। ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ୧୬ ତାରିଖରୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୩୧୦ଟି ପଞ୍ଚାୟତ ଓ ୧୩ଟି ବ୍ଲକରେ ପାଳିତ ହେବାପରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଓଡିଶା ପାଣି ପଞ୍ଚାୟତ ଅଧିନିୟମ ୨୦୨୩ର ପ୍ରମୁଖ ସଂଶୋଧନ ଅଧିନିୟମ […]

କଂଗ୍ରେସର ରଣହୁଙ୍କାର ଜନସଭା: ବଳଭନ୍ଦ୍ର ମାଝୀ କଂଗ୍ରେସରେ ଯୋଗ ଦେଲେ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ହୁଙ୍କାର ଜନସଭା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା ମାଣିକେଶ୍ୱରୀ ମନ୍ଦିର ଠାରୁ ଏକ ବିରାଟ ରେଳି ବାହାରି ବିଶ୍ୱବିଦ୍ୟାଳୟ ଖେଳ ପଡିଆକୁ ପହଞ୍ଚିଥିଲେ । କଂଗ୍ରେସପାର୍ଟିର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଥିବାବେଳେ ଦଳର ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର, ପ୍ରଦେଶ କଂଗ୍ରେସ ସଭାପତି ଶରତ […]

କଳାହାଣ୍ଡି କିସ ବିଦ୍ୟାଳୟରେ ସୁବାଷ ବୋଷ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିନ ହୋଇଯାଇଛି।

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କିସ ଆବାସିକ ବିଦ୍ୟାଳୟ ପରିସରରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରୀମାନଙ୍କୁ ନେଇ ପାଳିତ ହେଇଯାଇଛି । ପ୍ରଥମେ ଦୁଇଜଣ ବୀର ପୁରୁଷଙ୍କ ପ୍ରତିଛବିରେ ଦୀପ ପ୍ରଜ୍ୱଳନ ପୁଷ୍ପ ଅର୍ପଣ ପରେ ଛାତ୍ରୀମାନଙ୍କୁ ଦୁଇ ମହାନ ସଂଗ୍ରାମୀ ମାନଙ୍କର ବିଷୟରେ ଅନୁଷ୍ଠାନର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ କେମିତି ଦେଶର ସେବା କରିବ ସେ […]

ଲାଞ୍ଜିଗଡ ବ୍ଲକ ର ଦାଦନ ଶ୍ରମିକ ର ଶୁଦ୍ଧିକ୍ରିୟା ରେ ସାମିଲ ହେଲେ ଜନ ପ୍ରତିନିଧି

ନ୍ୟୁଜଗ୍ୟାଲେରି, ଲାଞ୍ଜିଗଡ:(ଧର୍ମେନ୍ଦ୍ର ପଣ୍ଡା) ଦାଦନ ଖଟିବାକୁ ଯାଇଥିବାବେଳେ କେରଳରେ ମୃତ୍ୟୁ ଘଟିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ସିନ୍ଧିପଦର ଗାଁର ସ୍ବର୍ଗତ ଟୁନା ସୁନାଙ୍କ ଦଶାହ ଶୁଦ୍ଧିକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗର ସହାୟତାରେ ତାଙ୍କର ଶବ ଗାଁକୁ ଫେରିଥିବାବେଳେ ଦଶାହ କାର୍ଯ୍ୟରେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ […]

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ୫୧କେଜି ଏକ ବୁନ୍ଦି ଲଡୁ ଅର୍ପଣ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଅଯୋଧ୍ୟାରେ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଭବାନୀପାଟଣା ସହର ଉତ୍ସବ ମୁଖରିତ ହୋଇଯାଇଛି। ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା, ହୋମ, ଭଜନ, କୀର୍ତ୍ତନ ଆୟୋଜିତ ହୋଇଥିବାବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ସ୍ଥାନରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏହିପରିପେକ୍ଷିରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଦିନ ୧୦ ଟାରେ ରାମସ୍ବାମୀ ମନ୍ଦିରରେ ୫୧ କେଜି ଓଜନର ବୁନ୍ଦି ଲଡୁ ଠାକୁରଙ୍କୁ ଅର୍ପଣ କରାଯାଇଥିଲା। ବ୍ରାହ୍ମଣ ସମାଜ ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ […]

ଲାଞ୍ଜିଗଡ ବ୍ଲକ କନ୍ଧ ବୋରି ରେ ସମ୍ପନ୍ ହେଲା ଆଦିବାସୀ ଙ୍କ ଟୋକି ପର୍ବ

ନ୍ୟୁଜଗ୍ୟାଲେରି,ଲାଞ୍ଜିଗଡ:(କୈଳାଶ ସାହୁ)କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗାଁରେ ଆଦିବାସୀଙ୍କ ଅନନ୍ୟ ପରମ୍ପରା ଟୋକିମରା ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପୌଷ ମାସରେ ଅନୁଷ୍ଠିତ ହେଉଥିବା ଏହି ପର୍ବକୁ ନେଇ ଆଦିମ ଅଧିବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ବ୍ଲକର ଦୁର୍ଗମ ଅଞ୍ଚଳ କନ୍ଧବୋରି ଗାଁର ଆଦିବାସୀଙ୍କ ଦ୍ୱାରା ଏହି ପର୍ବ ମହା ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି। ଏଥି ପାଇଁ ଆଦିବାସୀ ସଂପ୍ରଦାୟ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ […]

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ରେ ପ୍ରତି ବର୍ଷ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣର ଶତାଧିକ କବି ଓ ଲେଖକଙ୍କୁ ଏକତ୍ରିତ କରି ବାନ୍ଧି ରଖିବାର ଏକ ମହାର୍ଘ୍ୟ କାର୍ଯ୍ୟକ୍ରମ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଏକ ମନୋଜ୍ଞ ପରିବେଶରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କବି, ଲେଖକ ଓ ଗବେଷକ ଡ. ମହେନ୍ଦ୍ର କୁମାର ମିଶ୍ର ଯୋଗଦେଇ କଳାହାଣ୍ଡିର ଲୋକ ସାହିତ୍ୟ ଓ ଲୋକକଳାର ସମାହାର ଏହି ମହୋତ୍ସବକୁ ଭୂୟସୀ ପ୍ରଶଂସା କରିଥିଲେ। କବି […]