ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକର ଶ୍ରୀପୁର ପଞ୍ଚାୟତ ଠାରେ ଅନୁଷ୍ଠିତ ଆମ ଓଡ଼ିଶା -ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରୀୟ ଅନୁଷ୍ଠିତ ହୋଇଯାଇଛି।
ଜଗନ୍ନାଥ ସଂସ୍କୃତି ଓ ଭିତ୍ତିଭୂମିର ବିକାଶ ସଚେତନତା ଶିବିରରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ ।ଏହି କ୍ରଯ୍ୟକ୍ରମରେ ଶ୍ରୀପୁର ସରପଞ୍ଚ ଯୁଧିଷ୍ଠି ନାଏକ,ସମିତି ସଭ୍ୟା ବଲ୍ଳଭି ନାଏକ, ନାଏବ ସରପଞ୍ଚ ଗୀତା ବେହେରା,କନିଷ୍ଠ ଯନ୍ତ୍ରି ଶାନ୍ତନୁ ସାହୁ, ପଞ୍ଚାୟତ ନିର୍ବାହ ଅଧିକାରୀ ଜନ୍ମେଜୟ ମାଝୀ, ଶୀରପୁ ପଞ୍ଚାୟତ ସଭାପତି ମୋତିଲାଲ ସାହା, ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା,ବ୍ଳକ ସ୍ତରୀୟ ସରକାରୀ ଅଧିକାରୀମାନେ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ଏହି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜନ୍ମେଜୟ ମାଝୀ ପରିଚାଳନା କରିଥିବାବେଳେ କୁନି କୁନି କଳା କାର ନିଜର କଳା ପ୍ରଦର୍ଶନ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

