ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। କଳାହାଣ୍ଡିର ପ୍ରବେଶପଥ ଅମାଠ ଛକଠାରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେହି ପରି କେସିଙ୍ଗା ମାର୍କେଟ ଛକ,ପଷ୍ଟିକୁଡ଼ି ଚାରି ଛକ, ଭବାନୀପାଟଣା କଲେଜ ଛକ ,ମାଣିକେଶ୍ଵରୀ ଛକ ଠାରେ ମହିଳା କାର୍ଯ୍ୟକର୍ତ୍ତା ମାନେ ପୁଷ୍ପ ବୃଷ୍ଟି କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଶାଳ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ବିଜେଡି ପୂର୍ବତନ ଟାଉନ କାର୍ଯ୍ୟକାରୀ ସଭାପତି ତଥା ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀ (ମୁନା)ଙ୍କ ଗତ ଶୁକ୍ରବାର ବ୍ରେନ୍ ଷ୍ଟ୍ରୋକ୍ ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରଲୋକରେ କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ୨ମି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ମା ମାଣିକେଶ୍ଵରୀଙ୍କ ସେବକ ଧବଳେଶ୍ଵର ବାହୁକ୍ ଙ୍କ ସ୍ମୃତିରେ ମାଣିକ୍ୟ ସଂଗଠନ ପକ୍ଷରୁ ସ୍ଥାନୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ତଥା ବ୍ରାହ୍ମଣ ସମାଜ କଳାହାଣ୍ଡିର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ଅମଲା ସଂଘର ବରିଷ୍ଠ ଉପଦେଷ୍ଟା ରୂପ କେଶରୀ ଦଳେଇ, କଳିଙ୍ଗ ପାଇକ ସେନାର ସାଧାରଣ ସମ୍ପାଦକ ହେମନ୍ତ ରାୟ, କଳାହାଣ୍ଡି ପାଇକ ସମାଜର ପ୍ରଦୀପ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମା ମାଣିକେଶ୍ଵରୀଙ୍କ ସେବକ ଧବଳେଶ୍ଵର ବାହୁକ୍ ଙ୍କ ୭୫ ବର୍ଷ ବୟସରେ ସଦର ବ୍ଲକ୍ ଅନ୍ତର୍ଗତ ଦଙ୍ଗରୀଗୁଡା ସ୍ଥିତ ବାସ ଭବନରେ ଅଗଷ୍ଟ ୨୩ ତାରିଖ ମଧ୍ୟାହ୍ନ ୧୨ ଟାରେ ପରଲୋକ ହୋଇ ଯାଇଛି। ସେ ଗତ ତିନିମାସ ହେଲା ଅସୁସ୍ଥ ଥିଲେ ଓ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ବାହୁକ୍ ନିଜ ପିତା ନରସିଂହ ବାହୁକ୍ ଙ୍କ ଅନ୍ତେ ଦୀର୍ଘ ୩୫ ବର୍ଷ ହେଲା କଳାହାଣ୍ଡି […]
ନ୍ୟୁଜ ଗ୍ୟାଲେରି,କଣ୍ଟାବାଞ୍ଜି:ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ସମରସିଂ ଗାଁ ନିକଟରେ ବେଆଇନ କାଠ ଏକ ଟାଟା ଏ ସି ଗାଡ଼ିରେ କେନ୍ଦୁ ଗଣ୍ଡି ଚାଲାଣ ହେଉଥିଲା ବେଳେ କଣ୍ଟାବାଞ୍ଜି ରେଞ୍ଜ ବନ ବିଭାଗ କର୍ମଚାରୀ ଓ ଫରେଷ୍ଟର ଘନଶ୍ୟାମ ପଶାୟତ ଚଢ଼ାଉ କରି କାଠ ବୋଝେଇ ଗାଡି ଜବତ କରିବା ସହ ୨ ଜଣକୁ ଗିରଫ କରିଛି।ଅଭିଯୁକ୍ତ ଦ୍ୱୟ ହେଲେ କଣ୍ଟାବାଞ୍ଜି ସହର ର ଇନ୍ଦ୍ର ନାଗ ଓ ସାନ ବହିଦାର। ଅଭିଯୁକ୍ତ ଦ୍ୱୟ ଙ୍କୁ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଘୋରଇ ବସ ମାଲିକ ସଂଘ ର ସଧାରଣ ସମ୍ପାଦକ ପ୍ରବୀଣ ଖମାରୀ ଙ୍କ ହୃଦ୍ ଘାତ ରେ ମୃତ୍ୟୁ ଘଟିଛି।ଶୁକ୍ରବାର ଅପରାହ୍ନରେ ହୃଦଘାତ ଯୋଗୁ ଗୁରୁତ୍ତର ଅବସ୍ତାରେ ତାଙ୍କୁ ଭୁବନେଶ୍ୱର କୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ କୁ ନେଇ କଳାହାଣ୍ଡି ଘୋରଇବସ ମାଲିକ ସଂଘ ଗୋଟିଏ ଦିନ ପାଇଁ ବସ୍ ଚଳାଚଳ ବନ୍ଦ କରିଚନ୍ତି।ସକାଳ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଳାହାଣ୍ଡି ଗସ୍ତ ରେ ଆସନ୍ତା ୨୬ତାରିଖ ଆସୁଛନ୍ତି ଓଡ଼ିଶା ପ୍ରଦେଶ ବିଜେପି ରାଜ୍ୟ ସଭାପତି । ରାଜ୍ୟ ରେ ସଭାପତି ଦାଇତ୍ୱ ଗ୍ରହଣ ପରେ ପ୍ରଥମ କଳାହାଣ୍ଡି ଗସ୍ତ କୁ ନେଇ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ରାଜ୍ୟ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା:ଯାଦବ ପରିବାର କଳାହାଣ୍ଡି ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ମହାସମାରୋହ ରେ ନନ୍ଦ ଉତ୍ସବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଫେନ୍ସି ଡ୍ରେସ,ଭଜନ ସଂନ୍ଧ୍ୟା ଭଲି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୁନି କଳାକାରଙ୍କୁ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ ସହ ସଂସ୍କୃତି,ସାହିତ୍ୟ ଓ କଳା ପ୍ରତି ନୂତନ ପିଢିର ଆଗ୍ରହକୁ ଉତ୍ସାହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପାଞ୍ଚଶହରୁ ଉର୍ଦ୍ଧ ଶ୍ରୀକୃଷ୍ଣ ପ୍ରେମୀ ଉଭୟ ମହିଳା ଛାତ୍ର ଓ ଯୁବକ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ୪ ର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଅଣଗେଜେଟେଡ୍ କର୍ମଚାରୀ ସମ୍ମନୟ ସିମୀତି କଳାହାଣ୍ଡି ଶାଖା ଓ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପୁରୁଣା ପଡ଼ା କମିଟି ମିଲିତ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉକ୍ତ ଶିବିରରେ ଲୋକସଭା ସଦସ୍ୟା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ଗାନ୍ଧୀ ଛକ ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି କଳାହାଣ୍ଡି ବିକାଶ ସମୀକ୍ଷା ଜନତା ମଞ୍ଚ ର ସଭାପତି ହୃଷିକେଶ ଗାନ୍ଧୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ସଭାକୁ ଶ୍ରୀ ଗାନ୍ଧୀ ସୁମଧୁର ଅଭିଭାଷଣ ରେ ଜିଲ୍ଲା ର ଜନସାଧାରଣ ଙ୍କୁ ବାର୍ତ୍ତା ଦେଲେଯେ ନିଜେ ସଚେତନତା ହେବାସହ ଦେଶର ବିକାଶ ପାଇଁ ସୁଚିନ୍ତିତ ରହିବା ବିକାଶ ଧାରାରେ ଦେଶପ୍ରଗତି ପାଇଁ କର୍ତ୍ତବ୍ୟ ରତ ରହି ଦେଶର ନାଗରିକ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସହରରେ ରାମ ଧୁନ୍, ପ୍ରଭାତ ଫେରି, ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ନିତ୍ୟାନନ୍ଦ ଗଣ୍ଡ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଜନଜାତି, ସଂଖ୍ୟା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଠାରେ୭୯ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ପ୍ରିନ୍ସିପାଲ ଭୀମସେନ୍ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ପରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାଶଣରେ ଛାତ୍ରଛାତ୍ରୀ ଙ୍କ ମନରେ ଜାତୀୟତାର ବହ୍ନି ଉଦ୍ରେକ କରିଥିଲେ । ଏହାପରେ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଉପସ୍ଥାପନା କରାଯାଇଥିଲା।ଯେଉଁଥିରେ ସ୍ୱାଧୀନତା ଦିବସରେ ଭାଷଣ ଏବଂ ଦେଶପ୍ରେମୀ ନୃତ୍ୟ ଅନ୍ତର୍ଭୁକ୍ତ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା (ଦିଶା)କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାର ଦୟାମୟ ପାଢୀ,ଉତ୍ତର ଵନଖଣ୍ଡ ଅଧିକାରୀ ରମେଶ କୁମାର, ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କାଲାଇ ଭାନନ,ଧର୍ମଗଡ଼ ଉପଜିଲାପାଳ ପ୍ରେକ୍ଷା ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସିନାଙ୍ଗଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରଭାତ କୁମାର ସାହୁ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସାହୁ ସିନାଙ୍ଗଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିଜ କର୍ମ ମଇ ଜୀବନ ଶେଷ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗଦୀଶ ମୁଣ୍ଡ, ହୃଷିକେଶ ନାଏକ, ଜୟଶଙ୍କର ମାଝୀ, ବିଜେପି ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ହର ଘର ତିରଂଗା କାର୍ଯ୍ୟକ୍ରମ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଭବାନୀପାଟଣା ସହର ପରିକ୍ରମା କରାଯାଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭି ସି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟା ମୟ ପାଢି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପଞ୍ଚାୟତ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାମଠଣା ଗ୍ରାମପଞ୍ଚାୟତ ଠାରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ଗୋଷ୍ଟି ଉନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ବ୍ଲକ ଅଧକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,କାମଠଣା ସରପଞ୍ଚ ଲୋକନାଥ ଦୁର୍ଗା କାମଠଣା ସମିତି ସଭ୍ୟ କ୍ଷମାକର ମାଝୀ, ଦୟାନିଧି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତେ […]
ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: ସ୍ଵାଧୀନତା ରେ ଦେଶ ପାଇଁ ବଳିଦାନ ଦେଇଥିବା ସହିତ ମାନଙ୍କୁ ମନେପକାଇ ଵା ଓ ଯୁବପିଢି ମଧ୍ୟରେ ଜାତୀୟତାର ମନୋଭାବ ରାଷ୍ଟ୍ରିୟ ଭାବନା ଜାଗରଣ ଜାଗ୍ରତ କରିବାର ଅଭିପ୍ରାୟ ନେଇ ତଥା ଭାରତର ଯଶ୍ଵଶୀ ନରେନ୍ଦ୍ର ମୋଦୀ ଙ୍କ ହରଘର ତ୍ରିରଙ୍ଗା ସନ୍ଦେଶ କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ଆହୋଜିତ ହେଉଥିଲା ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ନେତୃତ୍ବରେ ଉକ୍ତ ବିଶାଳ ତ୍ରିରଙ୍ଗା ଯାତ୍ରା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡିଆ ଭାଷା ସାହିତ୍ୟ ର ସ୍ଵଭାବ ସିଦ୍ଧ ଶବ୍ଦ ପୁରୁଷ ହେଉଛନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର। ସେ ହେଲେ ଯତାର୍ଥ ଓଡ଼ିଆ ସାହିତ୍ୟ ଆକାଶର ପୂର୍ଣ୍ଣ ଚାନ୍ଦ। କଳାହାଣ୍ଡି ଲେଖକ କଳା ପରିଷଦ ଭବାନୀପାଟଣା ଏବଂ ନୂଆପଡ଼ା ଜିଲ୍ଲା ତୁକଲା ସ୍ଥିତ ଉପେନ୍ଦ୍ର ପ୍ରଭାକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟ ପରିସରରେ ଗଙ୍ଗାଧର ମେହେର ଜୟନ୍ତୀ ଅଧ୍ୟକ୍ଷ ବିଘ୍ନରାଜ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ନିଲାଲୋହିତ ସିଂଦେଓ […]
ନ୍ୟୁଜ ଗ୍ୟାଲେରି,ଭବାନୀ ପାଟଣା:ଆଲୋଚନା ଚକ୍ର- “ଜଙ୍ଗଲ ସୁରକ୍ଷା ଓ ବର୍ତ୍ତମାନର ବ୍ୟବସ୍ଥା”କୁନେଇ ଓଡିଶା ଅଣ ଗେଜେଟେଡ୍ ବନସେବା ସଂଘ ଭବାନୀପାଟଣା ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ, ସମ୍ମାନିତ ଅତିଥି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ ଭବାନୀପାଟଣା ସର୍କଲ ସନ୍ତୋଷି ଯୋଷୀ, ସମ୍ମାନିତ ଅତିଥି ରମେଶ କୁମାର ବନଖଣ୍ଡ ଅଧିକାରୀ କଳାହାଣ୍ଡି (ଉତ୍ତର) ବନଖଣ୍ଡ, ସମ୍ମାନିତ ଅତିଥି ଆର୍ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସ୍ଥିତ ଏସ.ଏନ ରେସିଡେନ୍ସି ସମ୍ମିଳନୀ କକ୍ଷରେ କଳାହାଣ୍ଡିର କୃଷି ଓ କୃଷକ ଶୀର୍ଷକ ଏକ ଖୋଲା ଆଲୋଚନା ଚକ୍ର ସାମ୍ବାଦିକ ଓ ବୁଦ୍ଧି ଯିବି ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ଗବେଷକ ଉମାଶଙ୍କର କର, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଶାନ୍ତନୁ ବେହେରା, ସୁଶାନ୍ତ ମହାପାତ୍ର, ବିଶିଷ୍ଟ ଚାଷୀ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଅନୁଷ୍ଟିତ ବିଶାଳ ତିରଂଗା ବାଇକ୍ ଶୋଭାଯାତ୍ରା ରେ ଯୋଗଦେଇଥିଲେ। ଏହି ବାଇକ୍ ରାଲି ନକଟିଗୁଡା ନିକଟସ୍ଥ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶୁଭାରମ୍ଭ କରାଯାଇଥିଲା ।ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାବାସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି […]
ନ୍ୟୁଜଗ୍ୟାଲେରୀ,ଭବାନୀପାଟଣା: ଅପରାହ୍ନ ଚାରିଟାରେ ଭବାନୀ ପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପ୍ରଜ୍ଞା ବାହିନୀ ଦ୍ଵାରା “ସାମୁହିକ ରକ୍ଷା ବନ୍ଧନ ଉତ୍ସବ ଓ ବିଶ୍ୱ ସଂସ୍କୃତ ଦିବସ -୨୦୨୫ ” ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଡ଼.ନିବେଦିତା ନାଥ,ସମ୍ମାନିତ ଅତିଥି ପ୍ରମିଳା ମିଶ୍ର,ସୁଦେଷ୍କା ପଣ୍ଡା,ପୌରହିତ୍ୟ ସ୍ନେହଲତ ଷଡଙ୍ଗୀ ଉପସ୍ଥିତ ରହିଥିଲେ। ପ୍ରଥମେ ପ୍ରଜ୍ଞାବାହିନୀ ଙ୍କ ଦ୍ଵାରା ରକ୍ଷା ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପବିତ୍ର ରକ୍ଷାବନ୍ଧନ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟର ଜୟପୁର ରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଏକ କୋଟି ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ମହିଳା ମାନଙ୍କୁ ଆତ୍ମ ନିର୍ଭର ଓ ଶଶକ୍ତ କରିବା ଉଦେଶ୍ୟରେ ଅନ୍ନନ୍ୟ ଯୋଜନା ସୁଭଦ୍ରା ଆଜି ତୃତୀୟ କିସ୍ତି ୫୦୦୦ଟଙ୍କା ପ୍ରଦାନ କରିଛନ୍ତି । ଭବାନୀପାଟଣା ଟାଉନ୍ ହଲ୍ ଠାରେ ଅନୁଷ୍ଠିତ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଆସୁଛନ୍ତି ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଵାଗତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଉକ୍ତ ବୈଠକ ରେ ବିଭିନ୍ନ ବିଷୟ ଉପରେ […]
ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ରାଜ୍ୟ ସରକାର ରେ ଜଣେ କର୍ତବ୍ୟନିଷ୍ଠ ଓ ଜନସେବା ପାଇଁ ସମର୍ପିତ ମନୋଭାବ ନେଇ ନିରନ୍ତର ନିଜର କାର୍ଯ୍ୟ ଦକ୍ଷତା ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ନିର୍ବାଚନ ମଣ୍ଡଳୀ ର କୋକସରା ବ୍ଲକ ଆମପାଣି ଯୋନ ର ଡୁଡୁକାଠେଙ୍ଗା ଓ ମହିମା ପଞ୍ଚାୟତ ର ଧୋବେନ ଚଞ୍ଚରା, ମୁନୁଗା ପଦର, ବନ୍ଧ ପଡା,ଦଲ୍ଲୀପଡା, ଡୁଡୁକାଠେଙ୍ଗା,ଖଲିଗଡ଼ ଓ ମହିମା ପଞ୍ଚାୟତ ର ଡେଙ୍ଗାଗୁଡା,ଘଣ୍ଟିଗୁଡା, ଭୁର୍ଷାଗୁଡା ଗ୍ରାମ ରେ ପହଞ୍ଚି ସ୍ଥାନୀୟ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପି ଓ ଏସ ଏଚ ଆଇନ ୨୦୧୩ ବିଷୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସାମାଜିକ ସଂଗଠନ ‘କର୍ତ୍ତବ୍ୟ’ ର ମିଳିତ […]
ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ର ଧର୍ମଗଡ଼ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ପ୍ରେକ୍ଷା ଅଗ୍ରୱାଲ। କାର୍ଯ୍ୟାଳୟ ରେ ଯୋଗଦାନ କରିବାପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ସାକ୍ଷାତ କରିବା ସମୟରେ ସୁଶାସନ ସହିତ ସରକାର ଙ୍କ ଜନହିତକର ଲୋକାଭିମୁଖୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା କୁ ପ୍ରୟାସ କରିବି ବୋଲି ପ୍ରକାଶ କରିବା ସହିତ ଧର୍ମଗଡ଼ ଅଞ୍ଚଳ ବାସୀ ଙ୍କ ସହଯୋଗ କାମନା କରିଥିଲେ। ସୂଚନାଯୋଗ୍ୟ ଯେ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା :ଭବାନୀପାଟଣା ସହର ର ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କୁ ଉତ୍ସବ ମୁଖର ଓ ଶୃଙ୍ଖଳାର ସହ ପାଳନ କରିବା ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମନ୍ଦିର ସମୂହ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଅଧ୍ୟକ୍ଷତା କରିଥିଲେ ।ମନ୍ଦିରର ସକ୍ରିୟ ସଦସ୍ୟ ମାନେ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ଥିଲେ । […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଓ ଆକାଂକ୍ଷା ହାଟ ର ଶୁଭାରମ୍ଭ ହୋଇ ଯାଇଛି । ଏହି ସମ୍ମାନ ସମାରୋହ କାର୍ଯ୍ୟକ୍ରମ ରେ ବିଧାୟକ ଧର୍ମଗଡ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମାନ୍ୟବର ଜୁନାଗଡ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ପାୱାର ସଚିନ ପ୍ରକାଶ, କଳାହାଣ୍ଡି ଜିଲ୍ଲାପାଳ, ଦୟାମୟ ପାଢ଼ୀ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ ଚାରୋଟି ଜିଲ୍ଲା ର ସଭାପତି ଘୋଷଣା କରିଛନ୍ତି।ଏହି ପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ କଳାହାଣ୍ଡି ଜିଲ୍ଲା ବିଜେଡି ମହଲ ରେ ଖୁସିର ଲହରି ଖେଳିଯାଇଛି। ଆଦିବାସୀ ନେତା ଭାବେ ଦିଶାରୀ ଙ୍କ ଲୋକ ପତିୟତ ଗତ ୨୦୧୯ ବର୍ଷା ଓ ୨୦୨୪ରେ ଲାଞ୍ଜିଗଡ଼ ବିଧାୟକ […]
