ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଘୋରଇ ବସ ମାଲିକ ସଂଘ ର ସଧାରଣ ସମ୍ପାଦକ ପ୍ରବୀଣ ଖମାରୀ ଙ୍କ ହୃଦ୍ ଘାତ ରେ ମୃତ୍ୟୁ ଘଟିଛି।ଶୁକ୍ରବାର ଅପରାହ୍ନରେ ହୃଦଘାତ ଯୋଗୁ ଗୁରୁତ୍ତର ଅବସ୍ତାରେ ତାଙ୍କୁ ଭୁବନେଶ୍ୱର କୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ କୁ ନେଇ କଳାହାଣ୍ଡି ଘୋରଇବସ ମାଲିକ ସଂଘ ଗୋଟିଏ ଦିନ ପାଇଁ ବସ୍ ଚଳାଚଳ ବନ୍ଦ କରିଚନ୍ତି।ସକାଳ ୬ରୁ ସାନ୍ଧ୍ୟ୬ଟା ପଯନ୍ତ ବସ ଚଳାଚଳ ବନ୍ଦ ରହିବ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

