ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: ସ୍ଵାଧୀନତା ରେ ଦେଶ ପାଇଁ ବଳିଦାନ ଦେଇଥିବା ସହିତ ମାନଙ୍କୁ ମନେପକାଇ ଵା ଓ ଯୁବପିଢି ମଧ୍ୟରେ ଜାତୀୟତାର ମନୋଭାବ ରାଷ୍ଟ୍ରିୟ ଭାବନା ଜାଗରଣ ଜାଗ୍ରତ କରିବାର ଅଭିପ୍ରାୟ ନେଇ ତଥା ଭାରତର ଯଶ୍ଵଶୀ ନରେନ୍ଦ୍ର ମୋଦୀ ଙ୍କ ହରଘର ତ୍ରିରଙ୍ଗା ସନ୍ଦେଶ କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ଆହୋଜିତ ହେଉଥିଲା ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ନେତୃତ୍ବରେ ଉକ୍ତ ବିଶାଳ ତ୍ରିରଙ୍ଗା ଯାତ୍ରା ମାଁ ଭଣ୍ଡାର ଘରଣୀ ଙ୍କ ପିଢରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା ରାଜନୈତିକ କର୍ମୀ ପ୍ରସାଶନିକ ଅଧିକାରୀ ଶିକ୍ଷାବିତ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଜନସାଧାରଣ ସ୍ଵେଚ୍ଛାକୃତ ଭାବେ ଏହି ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ତହସିଲଦାର କିତ୍ରି ପ୍ରଧାନ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ଏନ୍ ଏ ସି ଅଧ୍ୟକ୍ଷତା ଅଶୋକ କୁମାର ମହାନ୍ତି ଙ୍କ ସମେତ ସାଧାରଣ ଜନତା ଏହି ଅଦ୍ଭୁତ ପୂର୍ବ ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

