ଭବାନୀପାଟଣା ସିକୁଆଁ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା

କଳାହାଣ୍ଡି/ ଭବାନୀପାଟଣା,ସଦର ନିର୍ବାଚନ ମଣ୍ଡଳୀ ସିକୁଆଁ ଗ୍ରାମ ର ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବା ସହ ଗର୍ଭଗୃହ ସ୍ଥାପନ ଓ ଷୋହଳ ପ୍ରହର ନମାଯଜ୍ଞ ଶୁଭାରମ୍ଭ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦକୃପା ଲାଭ କରିଥିଲେ। ବିଜୁ ଜନତା ଦଳ ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, […]

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ବିକାଶ ର ଛାତ୍ର ଚିତ୍ରୀଙ୍କ ସଫଳତା

କଳାହାଣ୍ଡି/ଭବାନୀପାଟଣା,ରାଜ୍ୟ ରେ ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ରିଜଲ୍ଟ ସହ ଜିଲ୍ଲାରେ ଉଭୟ ବିଭାଗ ରେ ଟପର ହୋଇଛନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାରେ କଳାହାଣ୍ଡି ଜିଲ୍ଲାରେ ବିଜ୍ଞାନରେ ପାସ ହାର ୮୮.୯୨ ପ୍ରତିଶତ ହୋଇଥିବା ବେଳେ ବିକାଶ କଲେଜରେ ମୋଟ ୧୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ପରୀକ୍ଷା […]

କଳାହାଣ୍ଡି ଅମଲାସଂଘ ର କଲମ ଛାଡ଼ ଆଦୌଲନ କୁ ନେଇ ଜରୁରୀ ବୈଠକ

କଳାହାଣ୍ଡି:ଭବାନୀପାଟଣା,ଅମଲା ସଂଘ ର ବୈଠକ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ଆଶୁତୋଷ ମିଶ୍ରଙ୍କ ସଭାପତିତ୍ୟରେ ଅନୁଷ୍ଠିତ ସାଧାରଣ ବୈଠକରେ କଳାହାଣ୍ଡି ଜିଲ୍ଲାର କାର୍ଯ୍ୟାଳୟରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗ ଦେଇ ସେମାନଙ୍କ ଦାବି ସମ୍ପର୍କ ରେ ମାତ ଦେଇଥିଲେ । ଦୀର୍ଘ ଦିନରୁ କାର୍ଯ୍ୟରତ ଅମଲା କନିଷ୍ଠ ସହାୟକ ମାନେ ମୂଳ ଦରମା ଲେଭେଲ ୪ ରୁ ଲେଭେଲ ୯ ବା ପେ ୯୩୦୦ ସହିତ ଗ୍ରେଡ଼ ପେ ୪୨୦୦ […]

କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ଭୁବନେଶ୍ୱର ରେ ସମ୍ମାନୀତ

କଳାହାଣ୍ଡି:ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ଲାଫେଷ୍ଟା ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ଓ ଡିଜିଟାଲ ଚ୍ୟାନେଲ ଓଡ଼ିଶାଭାସ୍କରର ବାର୍ଷିକ ସମାରୋହ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଓଡ଼ିଶାଭାସ୍କରର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି, ସମ୍ମାନିତ ଅତିଥି ଓଡ଼ିଶାଭାସ୍କରର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ସାରା ରାଜ୍ୟର କୋଣ ଅନୁକୋଣରୁ ଯୋଗଦେଇଥିବା ଚାରିଶହରୁ ଉଦ୍ଧ ସାମ୍ବାଦିକଙ୍କୁ ସମ୍ବୋଧିତ କରାଯାଇଥିଲା । ଓଡ଼ିଶାଭାସ୍କର ସମ୍ପାଦନା ବିଭାଗ ମୁଖ୍ୟ କୌସ୍ତୁଭ […]

ନୂତନ ଭାବେ ଦକ୍ଷଣ ପଶ୍ଚିମାଞ୍ଚଳ ଡିଆଇଜି ଯୋଗ ଦେଲେ ଚରଣ ସିଂହ ମୀନା

କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟ ଳୟ ସମ୍ମିଳନୀକକ୍ଷ ଠାରେ ନୂତନ ଭାବେ ଯୋଗ ଦେଇଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ଚରଣ ସିଂହ ମୀନା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ସାମ୍ବାଦିକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କଳାହାଣ୍ଡି ଆରକ୍ଷୀ ଅଧ୍ୟକ୍ଷକ ଅଭିଳାଷ ଜି, କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ରୋହିତ ବର୍ମା ସମେତ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ଡ଼ିଆଜି କଳାହାଣ୍ଡି ଜିଲ୍ଲା ର […]

ପଟ୍ଟା ଓ ବାସଗୃହ ଦବିନେଇ କଳାହାଣ୍ଡି ଜିଲ୍ଲା ଜନମ ମାଟି ସୁରକ୍ଷା କମିଟି ର ଜିଲ୍ଲାପାଳ ଙ୍କୁ ଦାବିପତ୍ର

କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଙ୍କୁ ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ଜନମ ମାଟି ସୁରକ୍ଷା କମିଟି ସଦସ୍ୟ ମାନେ ସାକ୍ଷାତ କରିଦାବି ପତ୍ର ପ୍ରଦାନ କରିଛନ୍ତି। ଭବାନୀପାଟଣା ସହର ରେ ବସବାସ କରୁଥିବା ସରକାରୀ ଜମି ପଟ୍ଟା ଓ ଆବାସ ଗୃହ ପ୍ରଦାନ କରିବା କୁନେଇ ଏବଂ ଯଥା ଶୀଘ୍ର ସରକାର ଙ୍କ ଦ୍ୱାରା ତ୍ୱରାନ୍ୱିତ କରିବା ପାଇଁ ଓ ସମସ୍ତ ଦରଖାସ୍ତ କୁ ମୁଖ୍ୟମନ୍ତ୍ରୀ ପାଖକୁ ପଠେଇ ଉକ୍ତ ବସ୍ତି ବାସିନ୍ଦା ଙ୍କୁ ଉଷା […]

କଳାହାଣ୍ଡି ଜିଲ୍ଲା ପାଚିକା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ପାଚିକା ସଂଘ ପକ୍ଷରୁ ୧୧ଦଫା ଦାବି ଗଣ ଶିକ୍ଷ୍ୟା ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପତ୍ର ପ୍ରଦାନ କରିଛନ୍ତି । ସ୍କୁଲ ମାନଙ୍କରେ ପାଚିକାମାନେ ନିଜ କର୍ତ୍ତବ୍ୟ କରି ଆସୁଥିବା ବେଳେ ସରକାର ସେମାନଙ୍କୁ ମାସିକ ମାତ୍ର ୧୪୦୦ଟଙ୍କା ପ୍ରଦାନ କରୁଛନ୍ତି। ତାସହିତ ସ୍କୁଲର ଛୁଟିଦିନ ମାନଙ୍କରେ ପାଚିକା ମାନଙ୍କୁ ଡକାଇ ବିଭିନ୍ନ କାମରେ ନିୟୋଜିତ କରାଯାଉଛି । ପାଚିକାମାନେ ତାକୁନେଇ ଆଜି ରାଜ୍ୟ ଶିକ୍ଷା ମନ୍ତ୍ରୀ ଙ୍କୁ […]

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପ୍ରସ୍ତୁତି ବୈଠକ

କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁନ ୨୦ ତାରିଖ ଓ ବାହୁଡା଼ ଯାତ୍ରା ୨୮ ତାରିଖ ଦିନ ପାଳନହୋବ ସେଥିପାଇଁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ […]

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋର ସଫଳତା

କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରାଜ୍ୟ ଓ ଜାତୀୟ ସ୍ତରର ପ୍ରତିଯୋଗୀତା ଗୁଡିକରେ ସଫଳ ହେବା ଓ କୃତିତ୍ଵ ଆଣିବା ବିଶ୍ଵବିଦ୍ୟାଳୟ ଓ ଏହି ଅଞ୍ଚଳ ପ୍ରତି ଏକ ଗର୍ବ ଓ ଗୌରବ । ଦୀର୍ଘ ଦଶନ୍ଧି ହେଲା ସରକାରୀ ମହାବିଦ୍ୟାଳୟ ଥିବା ସମୟରେ ଓ ଅନ୍ୟାନ୍ୟ ମହାବିଦ୍ୟାଳୟ ରୁ ଏନ ଏସ ଏସ କ୍ଷେତ୍ରରେ ଯେଉଁ ସଫଳତା ଆଣିପାରୁନଥିଲା, ବିଶ୍ଵବିଦ୍ୟାଳୟ ହେବା ପରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀଙ୍କ ନୀରନ୍ତର ପ୍ରଚେଷ୍ଟା ଦ୍ୱାରା […]

ଜିଲ୍ଲା ପରିଷଦ ଠାରେ ମିଲ୍ଲେଟ ଶକ୍ତି ଆଉଟଲୁକ ଉଦ୍ଧଘାଟିତ

କଳାହାଣ୍ଡି:ଭବାନୀପାଟଣା,ବଦଳୁଛି ମିଲ୍ଲେଟ୍ସ ପ୍ରସ୍ତୁତ ଖାଦ୍ୟ କୁ ପରସିବାର ଏବଂ ଅପଣେଇବାର ଢାଞ୍ଚା। ୨୦୨୩ ମସିହା କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି। କିନ୍ତୁ ୫ ବର୍ଷ ପୂର୍ବରୁ ଓଡିଶା ସରକାର ଓଡିଶା ମିଲକେଟ ମିଶନ ଜ଼ରିଆରେ ଖ୍ୟୁଦ୍ରଶସ୍ୟ ବା ମିଲେଟ କୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ବୃଦ୍ଧି ନିମନ୍ତେ ଅବିରତ କାର୍ଯ୍ୟ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶା ମିଲ୍ଲେଟ୍ସ ମିଶନ ସହାୟତା ରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ […]

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଏକ୍ସକେଡର ପ୍ରାଥମିକ ଶିକ୍ଷକ ସଂଘ ଗଣଧାରଣା

କଳାହାଣ୍ଡି:ଭବାନୀପାଟଣା ସ୍ଥିତ ଜିଲ୍ଲାଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ, ସଦର ବ୍ଲକ ଏକ୍ସକେଡର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାତ ଦଫା ଦାବି ଗୁଡିକ ହେଲେ ୧-ଜାଲିଆତି କରିଥିବା G.I.S ଟଙ୍କା ତୁରନ୍ତ ଜମା କରାଯାଉ।୨-୬ମାସର N.P. S Matching Share ଟଙ୍କା ଗୁଡିକ ଜମା କରାଯାଉ।୩-ମୃତ୍ୟୁ ବରଣ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ Death gratuity ଟଙ୍କା ତୁରନ୍ତ ପ୍ରଦାନ କରାଯାଉ।୪-left out ଗଣ ଶିକ୍ଷକ ମାନଙ୍କୁ ନିୟମିତ କରାଯାଉ।୫-ଅନିୟମିତ ଭାବରେ୯ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ […]

ବାଲ୍ୟ ବିବାହ ଓ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲା ସସ୍ତରୀୟ ଟାସ୍କ ଫେର୍ସ ବୈଠକ

କଳାହାଣ୍ଡି:ଭବାନୀପାଟଣା,ବାଲ୍ୟ ବିବାହ କୁ ପ୍ରତିରୋଧ ଏବଂ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଦ୍ଵାରା ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ଅଧ୍ୟକ୍ଷ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ […]

କଳାହାଣ୍ଡି ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଉପ ଜିଲ୍ଲାପାଳ,ଡ.ବିଶ୍ୱଜିତ୍ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ନିର୍ବାହୀ ଯନ୍ତ୍ରୀ ,ଏନ ଏଚ ବିଭାଗ ଶ୍ରୀ ଅମିତ ଡୁଡୁ ଏଜେଣ୍ଡା ଅନୁଯାଇ ବ୍ଲାକ ସ୍ପଟ୍, ରାସ୍ତା ଅବରୋଧ, ରାସ୍ତା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା ଉପରେ ନିଆଯାଇଥିବା ପଦକ୍ଷେପ ଓ ଗତ ୯.୧.୨୦୨୩ ରିଖରେ ଅନୁଷ୍ଠିତ ବୈଠକ ର ବିଭିନ୍ନ ପଦକ୍ଷେପ ଉପରେ ଗୃହରେ ସୂଚନା ଦେଇଥିଲେ ।ବର୍ତ୍ତମାନ ଜିଲ୍ଲାରେ […]

କେସିଙ୍ଗା ବ୍ଲକ ଠାରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

କଳାହାଣ୍ଡି:ଭବାନୀପାଟଣା,କେସିଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ ଦାସ ,ଉପଖଣ୍ଡ ଆରକ୍ଷୀ ଅଧିକାରୀ କେସିଙ୍ଗା ଶ୍ରୀ ରୋହିତ ବର୍ମା, ବି ଡି ଓ ଶ୍ରୀ ପ୍ରଫୁଲ୍ଲ ଅଡୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୮୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ […]

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ସହକାରୀ ଯନ୍ତ୍ରୀ ଙ୍କ ଅନ୍ୟତ୍ର ବଦଳି ଦାବି

କଳାହାଣ୍ଡି: ଥୁଆମୂଳ ରାମପୁର,( ଲକ୍ଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ) ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତିର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କ ବଦଳିକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ବଦଳିକୁ ନେଇ ଶାସକ ପ୍ରଶାସକ ମଧ୍ୟରେ ଲାଗିରହିଥିଲା ଅନ୍ତର୍ଦ୍ବନ୍ଦ । ସୂଚନା ମୁତାବକ ଗତ ଏପ୍ରିଲ ୧୧ ତାରିଖ ପତ୍ର ସଂଖ୍ୟା ୨୨୪୩ ରେ ତାଙ୍କୁ ଥୁଆମୂଳ ରାମପୁର ବ୍ଲକରୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ସେ ଥୁଆମୂଳ ରାମପୁର ବ୍ଲକରୁ ଛାଡି […]

କଳାହାଣ୍ଡି ଜିଲ୍ଲା ରେ ଲାଲବାହାନୀ ଙ୍କ ନ୍ଦନ ପାଳନ କୁନେଇ ମାଓ ପୋଷ୍ଟର

କଳାହାଣ୍ଡି:ଭବାନୀପାଟଣା,(ଲକ୍ଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ )କଳାହାଣ୍ଡି ସମେତ ୭ ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ଲାଲବାହିନୀ।ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିବା ସହ ଅଧିକାର ଅଭିଯାନ ପାଳିବାକୁ ଜନ ସାଧାରଣ ଙ୍କୁ ଆୱାନ କରିଛି ଲାଲ ସଂଗଠନ। କଳାହାଣ୍ଡି ,କନ୍ଧମାଳ, ବୌଦ୍ଧ, ନୟାଗଡ଼,ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ଦକୁ ସଫଳ କରିବା ପାଇଁ ଆୱାନ ଦେଇଥିଲେ ମାଓବାଦୀ। ଏହି ୭ ଟି ଜିଲ୍ଲାରେ ବନ୍ଦ ପାଳନ […]

କର୍ଣ୍ଣାଟକ କଂଗ୍ରେସ ସରକାର ଗଠନ କୁନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ ବିଜୟ ଉତ୍ସବ

କଳାହାଣ୍ଡି:ଭବାନୀପାଟଣା, ଷ୍ଟେଚ୍ୟୁଛକ ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ କର୍ଣ୍ଣାଟକରେ କଂଗ୍ରେସର ବହୁମତରେ ବିଜୟ ହାସଲ କରି ସରକାର ଗଠନ କରିଥିବାରୁ ଜିଲ୍ଲା କଂଗ୍ରେସ କର୍ମୀମାନେ ବାଣ ଫୁଟାଇବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏଥିରେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ମହସିନ ସାହେବ,ଜିଲ୍ଲା ଛାତ୍ର ସଭାପତି ଶୁସାନ୍ତ କୁମାର ପ୍ରଧାନୀ,ଆଦିବାସୀ ନେତା ଜିଲ୍ଲା ଉପସଭାପତି ପ୍ରମାନନ୍ଦ ମାଝୀ,ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ମନ୍ଦାକିନୀ ବାଣୁଆ,ସୁକାନ୍ତି ସରାଫ, ଜୋତିରମଇ ବାଘ, ପ୍ରୀତମ […]

କଳାହାଣ୍ଡି ଜିଲ୍ଲା ମିଳିତ ଅମଲା ସଂଘ ବୈଠକ

କଳାହାଣ୍ଡି:ଭବାନୀପାଟଣା, ଅମଲା ଭବନ ଠାରେ ଜିଲ୍ଲା ସ୍ତରୀୟ ମିଲିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ସାଧାରଣ ବୈଠକ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ଆବାହକ ଆଶୁତୋଷ ମିଶ୍ର ଙ୍କ ଆହୋଉନ କ୍ରମେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଳା ମନେ ଅଂଶଗ୍ରହଣ କରିଥିଲେ। ଓଡିଶା ଅମଲା ସଂଘ କଳାହାଣ୍ଡି ଜିଲ୍ଲା ର ସଭାପତି ଶ୍ରୀ ସୁକାନ୍ତ କୁମାର ମହାପାତ୍ର ଟ୍ରେଜେର ର ଅମଲା ସଂଘର ସଭାପତି ସମରେନ୍ଦ୍ର […]

କେସିଙ୍ଗା ଦ୍ରୋଣାଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସି ବି ଏସି ଇ ପରୀକ୍ଷା ରେ ଉତ୍ତୀର୍ଣ୍ଣ

କଳାହାଣ୍ଡି:କେସିଙ୍ଗା,(ତୁମେଶ୍ୱର ସାହୁ)କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡା ସ୍ଥିତ ଦ୍ରୋଣାଚର୍ଯ୍ୟ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଫଳାଫଳ ପ୍ରକାଶ ପାଇଥିବା ସି.ବି. ଏସ୍. ଇ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ସ୍କୁଲର ପୀୟୂଷ ସାହୁ ୯୫.୮ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୦ ପ୍ରତିଶତ ରୁ ଅଧିକ ନମ୍ବର ରଖି ୮ଜଣ ଛାତ୍ରଛାତ୍ରୀ, ୮୦ରୁ ୯୦ ପ୍ରତିଶତ ନମ୍ବର ରଖି ୧୩ ଜଣ ଏବଂ ପ୍ରଥମ ଶ୍ରେଣୀ ରେ ୭୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା […]

କେସିଙ୍ଗା ଆଦର୍ଶ ଥାନା ରେ ନୂତନ ଏସ ଡି ପି ଓ

କଳାହାଣ୍ଡି:କେସିଙ୍ଗା,(ତୁମେଶ୍ୱର ସାହୁ) ଆଦର୍ଶ ଥାନା ରେ ରୋହିତ ବର୍ମା ନୂତନ ଏସ ଡି ପି ଓ ଭାବରେ ଯୋଗଦାନ କରିଛନ୍ତି।ସେ ୨୦୧୯ ବ୍ୟାଚ ଆଇ ପି ଏସ ଅଫିସର୍ ବୋଲି ଜଣାପଡିଛି।ଏହା ଆଗରୁ ରୋହିତ ବର୍ମା ବାଲିଗୁଡା ଏସ ଡି ପି ଓ ଭାବରେ ସଫଳତା ର ସହିତ କାମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।ସେ କେସିଙ୍ଗା ରେ ଗତ ୯ ତାରିଖରେ ଯୋଗଦାନ କରିବା ପରେ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କେସିଙ୍ଗା […]

ଦକ୍ଷିଣ ଷୋୖଣ୍ଡିକ ସାଂସ୍କୃତିକ ମହାସଭା ନୂତନ କର୍ମକର୍ତ୍ତା ଚୟନ

କଳାହାଣ୍ଡି :କେସିଙ୍ଗା, (ତୁମେସ୍ୱର ସାହୁ)କେସିଙ୍ଗା ବ୍ଲକ ର ଚାଂଚେର ଗ୍ରାମର ସାହୁପଡା ଠାରେ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ଅନୁଷ୍ଠିତହୋଇଥିଲା।ଦକ୍ଷିଣ ଷୌଣ୍ଡିକ ସମାଜ ର କୂଳଦେବୀ ମା ଦୁର୍ଗା ଙ୍କୁ ପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ମଞ୍ଚା ସିନ ଅତିଥି ମାନଙ୍କୁ ଚାଁଚେର ଗ୍ରାମ୍ୟ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ନୂତନ ବ୍ଲକ କମିଟି ଗଠନ ପାଇଁ ସମସ୍ତେ ମତପୋଷଣ କରିଥିଲେ। ସଭାପତି ଭାବେ ଭବାନୀ ସାହୁ ଏବଂ ସମ୍ପାଦକ […]

କେସିଙ୍ଗା ପାହାଡ଼ ଉପରେ ବସବାସ କରୁଥିବା ଲୋକେ ପାନୀୟ ଜଳ ରୁ ମୁକ୍ତି

କଳାହାଣ୍ଡି: କେସିଙ୍ଗା, ( ତୁମେଶ୍ୱର ସାହୁ) କେସିଙ୍ଗା ଏନଏ ସି ୱାର୍ଡ ନମ୍ବର ୧୨ ୱାର୍ଡ ପାହାଡ ଉପରେ ବସବାସ କରୁଥିବା ଲୋକମାନେ ଦୀର୍ଘ ଦିନ ଧରି ପାନୀୟଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ୱାର୍ଡବାସୀ ଏନ ଏ ସିର ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ।ଅଧ୍ୟକ୍ଷ ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଆଲୋଚନା ପରେ ପାଣି ପାଇପ ସଂଯୋଗ ପାଇଁ ଯୋଜନା କରିଥିଲେ।କେସିଙ୍ଗା ସହରର ୧୨ନମ୍ବରୱାର୍ଡ ପାହାଡ଼ ଉପରେ ବହୁ ଲୋକମାନେ ବସବାସ କରି ଆସୁଛନ୍ତି।ପାନୀୟଜଳ […]

ଭବାନୀପାଟଣା ମଦର ଟେରେସା କଲେଜ ଅଫ ନର୍ସିଂ କଲେଜ ରେ ଅନ୍ତର୍ଜାତୀକ ସେବିକା ଦିବସ

କଳାହାଣ୍ଡି:ଭବାନୀପାଟଣା, ସଦର ବ୍ଲକ ମେଦିନୀପୁର ସ୍ଥିତ ମଦର ଟେରେସା କଲେଜ ଅଫ ନର୍ସିଂ ରେ “ଆନ୍ତର୍ଜାତୀୟ ସେବିକା ଦିବସ” ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପରିଷଦ ଅଧକ୍ଷ ପୁଷ୍ପିନ୍ଦ୍ର ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷl ସଂଯୁକ୍ତା ବେହେରା, ମେଦିନୀପୁର ସରପଞ୍ଚ ଗୌରୀଶଙ୍କର ମିଶ୍ର, ଉଦେପୁର ସରପଞ୍ଚ ପ୍ରମୋଦ ଯୋଶୀ, ବିଜେଡି ନେତା ପ୍ରଦୀପ ଦାସ, […]

କଳାହାଣ୍ଡିଜିଲ୍ଲା ବିକାଶ ଆବାସିକ ବିଦ୍ୟାଳୟର ସି ବି ଏସି ଇ ରେ ବିଦ୍ୟାର୍ଥୀ କୃତତ୍ବ

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବିକାଶ ଅବାଶିକ ବିଦ୍ୟାଳୟର ଶତ ପ୍ରତିଶତ ବିଦ୍ୟାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ଅଭିଷେକ ଅଗ୍ରୱାଲ ସର୍ବାଧିକ ୯୭ % ରଖି ପ୍ରଥମ ସ୍ଥାନ, ଜଗଦାନନ୍ଦ ଦୂର୍ଗା ୯୫ % ଦ୍ଵିତୀୟ ସ୍ଥାନ ଓ ଆଇଶ। ସିଙ୍ଘଲ ୯୪.୪ % ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋଟ୍ ୧୫୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୦% ରୁ ଉର୍ଦ୍ଧ ୯ ଜଣ, ୮୫-୮୯.୯% ୧୮ଜଣ, ୮୦-୮୪.୯% ୨୪ […]

କେସିଙ୍ଗା ବ୍ଲକ ରେ ତୃଣମୂଳ ସ୍ତରୀୟ ହକି ତାମିଲ କେନ୍ଦ୍ର ଉଦ୍ଧଘାଟିତ

କଳାହାଣ୍ଡି:କେସିଙ୍ଗା,(ତୁମେଶ୍ୱର ସାହୁ) କେସିଙ୍ଗା ବିଦ୍ୟାପୀଠ ଖେଳ ପଡିଆ ପରିସରରେ କଳାହାଣ୍ଡି ଜିଲ୍ଲା ର ଏକମାତ୍ର ହକି ତାଲିମ୍ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ କରକମଳ ରେ ଉଦ୍ଧଘାଟିତ ହୋଇଯାଇଛି। ବିଦ୍ୟାପୀଠ ସ୍କୁଲ ର ପ୍ରଧାନ ଶିକ୍ଷକ ମୂରଲୀଧର ଆଚାରି ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷାଅଧିକାରୀ ସୁଶାନ୍ତ ଚୋକ ଦାର ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ କେସିଙ୍ଗା ଏନଏ ସି ଅଧ୍ୟକ୍ଷ ନୃପ ରାଜ ଯାଦବ […]

କେସିଙ୍ଗା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଖତଖାଉଛି ଏକ୍ସରେ ମସିନ

କଳାହାଣ୍ଡି:କେସିଙ୍ଗା ,(ତୁମେଶ୍ୱର ସାହୁ) କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ବର୍ଷ ହେଲା ନୂତନ ଏକ୍ସ ରେ ମସିନ ପଡି ରହିଛି।ଫଳରେ ରୋଗୀ ମାନେ ଏକ୍ସରେ କରିବା ପାଇଁ ଘରୋଇ ହସ୍ପିଟାଲ ବ୍ୟବହାର କରି ଅଧକ ଖର୍ଚ୍ଚ ରେ ପଡ଼ୁଛନ୍ତିବୋଲି ଅଭିଯୋଗ ହେଉଛି।ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀମାନଙ୍କୁ ମାଗଣା ରେ ଏକ୍ସ ରେ ମସିନବ୍ୟବହାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦେଇଛନ୍ତି।କିନ୍ତୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ […]

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଯଶୋଦା ଅନାଥଆଶ୍ରମରେ ରେଡ଼କ୍ରସ ତରଫରୁ ପୋଷାକ ଓ ହାଇଜିନ କୀଟ ବଣ୍ଟନ

କଳାହାଣ୍ଡି: ଧର୍ମଗଡ, ଗମ୍ଭାରୀଗୁଡା ସ୍ଥିତଯଶୋଦା ଅନାଥଆଶ୍ରମ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା ତରଫରୁ ଅନାଥ ଶିଶୁ,ବୃଦ୍ଧ-ବୃଦ୍ଧା ଓ ମାନସିକ ବିକଳାଙ୍ଗ ମାନଙ୍କୁ  ପୋଷାକ ଓ ହାଇଜିନ କିଟ୍ ବଣ୍ଟନ କରାଯାଇଛି। ଏହି ମାନବୀୟ ସେବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଧର୍ମଗଡ ଉପଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ସମ୍ମାନିତ ଅତିଥି ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ରେଡକ୍ରସ ଜିଲ୍ଲା ଶାଖା ସଂପାଦକ ପ୍ରମୋଦ କୁମାର ଖିଲୋ, ବିଡିଓ ଶରତ କୁମାର ସେଠୀ, ଜିଲ୍ଲା ରେଡକ୍ରସ […]

କେସିଙ୍ଗା ଜେ ଏମ ଏଫ ସି କୋର୍ଟ ପରିସରରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ ।

କଳାହାଣ୍ଡି:କେସିଙ୍ଗା ,( ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ  ଜେ ଏମ ଏଫ ସି କୋର୍ଟ ପରିସରରେ ଚଳିତ ମାସ ଦ୍ୱିତୀୟ ଶନିବାର ଆସନ୍ତା ୧୩ ତାରିଖରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ। ଏଥିରେ ଚେକ ବାଉଁନ୍ସ, ଋଣ ଅନାଦେୟ ମାମଲା, ରାଜସ୍ୱ, ତଥା ଜମିଜମା ମାମଲା, ବିଚାର ବିଭାଗୀୟ ଅଦାଲତ ରେ ଆଗତ କରାଯିବ ଯେଉଁ ବ୍ୟକ୍ତି ମାନେ ଅପୋଷ ସମାଧାନ ଚାହୁଁଛନ୍ତି ସେହି ଵ୍ୟକ୍ତି ମାନେ ଅଦାଲତ […]

କଳାହାଣ୍ଡି ଜିଲ୍ଲା ତୃତୀୟ ପଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

କଳାହାଣ୍ଡି: ଭବାନୀପାଟଣା ୫ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ରେ କଳାହାଣ୍ଡି ଜିଲ୍ଲା ର ୧୧୫ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭିଡ଼ିଓ କନଫରେନ୍ସ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନଦନ ଜଣାଇବା ସଙ୍ଗେ ସଙ୍ଗେ ୫ଟି ଉପଯୋଗ ସମ୍ପର୍କରେ ସୂଚନା ଦେଇ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦେଇ ନିଜ ପ୍ରତିଭାର ପରିଚୟ ଦେବାକୁ ଆହ୍ବାନ କରିଥିଲେ। ଭବାନୀପାଟଣା ପୋଲିସ ହାଇସ୍କୁଲ ଠାରେ ଜିଲ୍ଲାପାଳ କଳାହାଣ୍ଡି […]

କେସିଙ୍ଗାବ୍ଲକ ର ୫ଟି ସ୍କୁଲ ଉଦ୍ଧଘଟନ କଲେ ମୁଖ୍ୟ ମନ୍ତ୍ରୀ

କଳାହାଣ୍ଡି:କେସିଙ୍ଗା,(ତୁମେଶ୍ୱର ସାହୁ) କେସିଙ୍ଗା ବ୍ଲକ ରେ ନିର୍ମାଣ ହୋଇଥିବା ୫ଟି ସ୍କୁଲ ର ଶୁଭଉଦଘାଟନମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଦ୍ବାରା ଉଦ୍ଧଘାଟିତ ହୋଇଯାଇଛି।କେସିଙ୍ଗା ବ୍ଲକ ରେ ୧୦ଟି ୫ଟି ସ୍କୁଲ ମଧ୍ୟରୁ ପାଷ୍ଟିକୁଡି ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍କୁଲ ବ୍ଲକ ରେ ପ୍ରଥମ ହୋଇଥିବା କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ପ୍ରକାଶ କରିଛନ୍ତି।ଏହି ସ୍କୁଲରେ କେସିଙ୍ଗା ବ୍ଲକର ସବୁଠାରୁ ଭିନ୍ନ ପ୍ରକାର ରେ ନିର୍ମାଣ କରାଯାଇଛି।ଏହି ସ୍କୁଲରେ […]