କଳାହାଣ୍ଡି:ଭବାନୀପାଟଣା, ଷ୍ଟେଚ୍ୟୁଛକ ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ କର୍ଣ୍ଣାଟକରେ କଂଗ୍ରେସର ବହୁମତରେ ବିଜୟ ହାସଲ କରି ସରକାର ଗଠନ କରିଥିବାରୁ ଜିଲ୍ଲା କଂଗ୍ରେସ କର୍ମୀମାନେ ବାଣ ଫୁଟାଇବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ଏଥିରେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ମହସିନ ସାହେବ,ଜିଲ୍ଲା ଛାତ୍ର ସଭାପତି ଶୁସାନ୍ତ କୁମାର ପ୍ରଧାନୀ,ଆଦିବାସୀ ନେତା ଜିଲ୍ଲା ଉପସଭାପତି ପ୍ରମାନନ୍ଦ ମାଝୀ,ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ମନ୍ଦାକିନୀ ବାଣୁଆ,ସୁକାନ୍ତି ସରାଫ, ଜୋତିରମଇ ବାଘ, ପ୍ରୀତମ ବେହେରା,ବକ୍ତାର ଅଲି ଏବଂ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

